୨୫ ମହଲା ଉପରୁ ଖସି ପଡ଼ିଲେ ଯାଅଁଳା ଭାଇ
ଗାଜିଆବାଦ୍,୧୭।୧୦: ୧୪ ବର୍ଷୀୟା ଦୁଇ ଯାଅଁଳା ଭାଇ ଆପର୍ଟମେଣ୍ଟର ୨୫ତମ ମହାଲାରୁ ପଡ଼ି ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ଘଟିଛି ଏଭଳି ଦୁଃଖଦ ଘଟଣା। ତେବେ ଦୁଇ ଭାଇ କେଉଁ ଭଳି ୨୫ ମାହାଲାରୁ ଖସି ପଡ଼ିଲେ,…
ଏକାଦଶ ଶ୍ରେଣୀ ପାଇଁ ଆସିଲା ଗାଇଡଲାଇନ୍
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଏକାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ରବିବାର ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନ ରଖାଯିବ। ଇଣ୍ଡକସନ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ।…
ଯୁବତୀଙ୍କ ମୁହଁରୁ ଜବରଦସ୍ତି ବୁର୍ଖା କାଢିଲେ ଦୁର୍ବୁତ୍ତ
ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଚ ରାସ୍ତାରେ ଜଣେ ଯୁବତୀଙ୍କୁ ବୁର୍ଖା କାଢିବାକୁ ବାଧ୍ୟ କରାଯାଇଛି। ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଭୋପାଳର ଇସଲାମନଗର ଅଞ୍ଚଳରେ ଘଟିଛି। ଜଣେ ପୁଅ…
ମନୀଷ ଅନୁରାଗ ହତ୍ୟାକାଣ୍ଡ: ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ
ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କମିଶନରେଟ ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ଅମ୍ରିତ ପ୍ରୀତମ ବିଶ୍ୱାଳ, କନ୍ଧମାଳ ଜିଲା…
ପ୍ରଶଂସକଙ୍କୁ ମତୁଆଲା କରୁଛି କ୍ରିତିଙ୍କ ନୂଆ ଲୁକ୍
ମୁମ୍ବାଇ: ଏ ଆର୍ ରେହେମନଙ୍କ ସୁପରହିଟ୍ ଟ୍ରାକ୍ ‘ପରମ ସୁନ୍ଦରୀ’ ରୁ କ୍ରିତି ସାନନ ପୁଣିଥରେ ତେହେଲକା ମଚେଇବାକୁ ଆସିଯାଇଛନ୍ତି । ଏଥର ତାଙ୍କ ସହ ଅଛନ୍ତି ରାଜକୁମାର ରାଓ । ଏମାନେ ଅଗାମୀ ମୁଭି ‘ହମ ଦୋ ହମାରେ ଦୋ’ର…
ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ
କଟକ ଅଫିସ,୧୭।୧୦: କଟକ ଜଗତପୁର ସ୍ଥତି ଏକ ଅଗରବତୀ କାରଖାନାରେ ରବିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ସ୍ଥାନୀୟ ଦମକଳବାହିନୀର ୨ଟି ଗାଡି ସହ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନକାଣ୍ଡରେ ବର୍ତ୍ତମାନ ସୁଦ୍ଧା କେହି…
ଭାରତୀୟ ବିଶ୍ୱକପ୍ ଦଳ ପାଇଁ ରାଇନାଙ୍କ ସ୍ବତନ୍ତ୍ର ମେସେଜ୍
ଦୁବାଇ,୧୭।୧୦: ୟୁଏଇ ଏବଂ ଓମାନଠାରେ ରବିବାର ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ୱକପ୍। ଏହି କ୍ରିକେଟ ମହାକୁମ୍ଭ ପୂର୍ବରୁ ଭାରତୀୟ ଦଳର ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ମେସେଜ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା। ତାଙ୍କ ମତରେ ଟି୨୦ ଫର୍ମାଟର ଅଧିନାୟକ…
ପୁଣି ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ
ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସୁଧୁରିବାର ନାଁ ନେଉନାହାନ୍ତି। ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ସେମାନେ ପୁଣି ଥରେ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ରବିବାର ପୁଣି ଥରେ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇଛନ୍ତି। ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର କୁଲଗାମ…
ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଓଲଟିଲା, ୫ ପୋଲିସ କର୍ମୀ ଆହତ
ପାରଳାଖେମୁଣ୍ଡି,୧୭ା୧୦(ଡି.ଏନ୍.ଏ.)- ଗଜପତି ଜିଲା ଅଡ଼ବା ଥାନା ଅଧୀନ ବିରିକୋଟ ଗ୍ରାମ ନିକଟ ଉଳିଆପଦାଠାରେ ରବିବାର ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସୁରକ୍ଷା ଦେବାକୁ ଆସିଥିବା ଏକ ଏସ୍କର୍ଟ ଗାଡ଼ି ଓଲଟି ପଡ଼ିଛି। ଏଥିରେ ୫ ଜଣ ପୋଲିସ କର୍ମଚାରୀ…
ସୋମବାର ସ୍କୁଲ ବନ୍ଦ
ଡେରାଡୁନ,୧୭ ।୧୦: ପାଣିପାଗ ବିଭାଗ ଅନୁମାନ କରିଛି କି ଆସନ୍ତା ଦିନେ ଦୁଇଦିନ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଚେତାବନୀ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ…
ଭାରତ-ପାକିସ୍ତାନ ମ୍ୟାଚ୍ ରଦ୍ଦ ଦାବି ତେଜିଲା
ଯୋଧପୁର, ୧୭।୧୦: ଜମ୍ମୁ-କଶ୍ମୀରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ର ପୁନଃବିଚାର କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ସେ ରବିବାର ଯୋଧପୁର ଗସ୍ତରେ ଯାଇ ଏକ…
ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍, ଘରେ ପଶିଲେ ଅଜଣା ଲୋକେ
ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ୨୦ ଅକ୍ଟୋବରରେ ହେବାର ଅଛି । ହେଲେ ଏହାରି ଭିତରେ ଖବର…

