ରେକର୍ଡ ଠାରୁ ହାତେ ଦୂରରେ ରିଜଓ୍ବାନ
ଆବୁଧାବି,୩।୧୧: ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ରନ୍ କରିବାର ରେକର୍ଡ ଠାରୁ ହାତେ ଦୂରରେ ଅଛନ୍ତି ପାକିସ୍ତାନ ଓପନର ମହମ୍ମଦ ରିଜଓ୍ବାନ। ଚମତ୍କାର ଫର୍ମରେ ଥିବା ରିଜଓ୍ବାନ ଏପର୍ଯ୍ୟନ୍ତ ୨୦୨୧ରେ ୧୬୬୧ ରନ୍ କରିସାରିଛନ୍ତି। ତେବେ ଗୋଟିଏ ବର୍ଷ ଅନ୍ତର୍ଜାତୀୟ…
‘ସଚ୍ଚୋଟ ଅଫିସର ୨ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ନାହିଁ’
ମୁମ୍ବାଇ,୩।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ। ୱାଙ୍ଖଡେ ଜଣେ ଦୁର୍ନୀତି ଖୋର ଅଫିସର। ସେ ବଟି ଆଦାୟ କରିବା ସହ ଅତି ଦାମୀ ପୋଷାକ ପିନ୍ଧନ୍ତି।…
ବିମାନରେ ମିଳିବ ଷ୍ଟାର୍ଲିଙ୍କ୍ ବ୍ରଡ୍ବ୍ୟାଣ୍ଡ
ନୂଆଦିଲ୍ଲୀ,୨।୧୧: ଆଗାମୀ ଦିନରେ ବିମାନଗୁଡ଼ିକରେ ଷ୍ଟାର୍ଲିଙ୍କ୍ ବ୍ରଡ୍ବ୍ୟାଣ୍ଡ୍ ସୁବିଧା ଉପଲବ୍ଧ ହେବ। ଏ ନେଇ ବିମାନ କମ୍ପାନୀଗୁଡ଼ିକ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ବିଲିୟନେୟାର ଉଦ୍ୟୋଗୀ ଏଲନ ମସ୍କ। ରକେଟ କମ୍ପାନୀ ସ୍ପେସ୍ ଏକ୍ସ ପକ୍ଷରୁ ଷ୍ଟାର୍ଲିଙ୍କ୍ ହେଉଛି ସାଟେଲାଇଟ…
ଦ୍ୱିତୀୟ ବିବାହ କରିବେ ଅନୁପମା
ବମ୍ବେ: ଦ୍ୱିତୀୟ ବିବାହ କରିବେ ଅନୁପମା। ଖୁବ୍ଶୀଘ୍ର ଧାରାବାହିକରେ ଦେଖିବାକୁ ମିଳିବ ଅନେକ ଟୁଇଷ୍ଟ ଆଣ୍ଡ ଟର୍ନ। ଏବେ ଅନୁପମା ଶାଶୁଘର ଛାଡ଼ି ଚାଲିଯାଇଥିବା ବେଳେ ଆଗାମୀ ଦିନରେ ଦେଖିବାକୁ ମିଳିବ ଏପରି କିଛି। ଧାରାବାହିକ ‘ଅନୁପମା’ରେ ବାପୁଜୀଙ୍କ ପାଇଁ ଅନେକ…
କୋହଲିଙ୍କ ସମର୍ଥନରେ ଏମିତି ଲେଖିଲେ ରାହୁଲ
ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ମଙ୍ଗଳବାର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନରେ ଟୁଇଟ୍ କରିଛନ୍ତି। ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ଠାରୁ ଭାରତ ପରାସ୍ତ ହେବା ପରେ ମହମ୍ମଦ ଶାମିଙ୍କ ସମର୍ଥନରେ ବାହାରିବା କାରଣରୁ କୋହଲିଙ୍କ ଝିଅକୁ…
କେଇ ମାସ ବି ଚାଲିପାରିଲାନି
ବମ୍ବେ: ଖୁବ୍ଶୀଘ୍ର ଅଫ୍ଏୟାର ହେବାକୁ ଯାଉଛି ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର୍ କେ ଐସେ ଭି-୩’। ଶୋ’ର ପ୍ରଥମ ସଂସ୍କରଣକୁ ଲୋକେ ବେଶ ପସନ୍ଦ କରିଥିଲେ। ଏହାକୁ ଦେଖି ନିର୍ମାତା ଦ୍ୱିତୀୟ ପରେ ତୃତୀୟ ସଂସ୍କରଣ ଆଣିବା ଲାଗି ଯୋଜନା…
ଟି୨୦ ବିଶ୍ୱକପ୍ରେ ଦ୍ୱିତୀୟ ଥର ପାଇଁ ଶତକୀୟ ଓପନିଂ ଭାଗିଦାରୀ
ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ପାକିସ୍ତାନ ମଙ୍ଗଳବାର ଚାଲିଥିବା ମ୍ୟାଚ୍ରେ ନାମ୍ବିଆ ଆଗରେ ୧୯୦ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଦଳର ଦୁଇ ଓପନର(ବାବର ଓ ମହମ୍ମଦ ରିଜଓ୍ବାନ)ଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ପାକିସ୍ତାନ…
କୋହଲିଙ୍କ ଝିଅକୁ ବଳାତ୍କାର ଧମକ : ସାଇବର ପୋଲିସକୁ ନୋଟିସ
ନୂଆଦିଲ୍ଲୀ,୨।୧୧: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରିବାରକୁ ଧମକ ମିଳିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇବା ପରେ ସାଇବର ପୋଲିସକୁ ନୋଟିସ କରିଛି ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)। ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନଠାରୁ ୧୦ ଉଇକେଟରେ ହାରିବା…
ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମାଗିଲେ ଇସ୍ତଫା
ଭବାନୀପାଟଣା,୨।୧୧: କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରା ହତ୍ୟା ଘଟଣାରେ ଆଜି ଭବାନୀପାଟଣା ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଛନ୍ତି ଭାଜପା ଯୁବ ନେତା। ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ ମନ୍ତ୍ରୀଙ୍କୁ ରାସ୍ତା…
ଫରହାଙ୍କୁ ମିଳିଲା ୟୁଏଇ ଗୋଲଡେନ ଭିଜା
ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ଫରହା ଖାଁଙ୍କୁ ୟୁଏଇ ଗୋଲଡେନ ଭିଜା ମିଳିଛି । ଯାହାକୁ ନେଇ ସେ ତାଙ୍କ ଖୁସି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଫଟୋ ଶେୟାର କରି ସେ ଲେଖିଛନ୍ତି, ଭାରତୀୟ ସିନେମାକୁ ତାଙ୍କର ଅବଦାନ…
ଚାଷୀଙ୍କ ପାଇଁ ଛାଡ଼ିଥିଲେ ବିଧାୟକ ପଦ, ପୁଣି ଜିତିଲେ
ଚଣ୍ଡିଗଡ଼,୨।୧୧: ଆଇଏନ୍ଏଲ୍ଡି (ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ) ନେତା ଅଭୟ ଚୌତାଲା ହରିୟାଣାର ଏଲେନାବାଦ୍ ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ସରକାରୀ ଭାଜପା ଦଳର ଗୋବିନ୍ଦ କାଣ୍ଡାଙ୍କୁ ୬,୭୩୯ ଭୋଟରେ ହରାଇ ଦେଇଛନ୍ତି ବୋଲି ନିର୍ବାଚନ ଆୟୋଗ(ଇସି)ର ଓ୍ବେବସାଇଟ୍ରେ ଦର୍ଶାଯାଇଛି।…
ମାସେ ପାଇଁ ଛୁଟିରେ ଯାଉଛନ୍ତି କ୍ୟାଟ୍ରିନା!
ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ କୁଆଡେ ୧ ମାସ ପାଇଁ ବ୍ରେକ୍ ନେଉଛନ୍ତି । ତେବେ ଏହା ପଛର ଘଟଣା ବି ଟିକେ ଆଶ୍ଚର୍ଯ୍ୟ କଲାଭଳି । ସେ କୁଆଡେ ଡିସେମ୍ବରରେ ବିବାହ କରିବାକୁ ଥିବା ବେଳେ ଏହାର ପ୍ରସ୍ତୁତି…

