Posted inଜାତୀୟ

କୋହଲିଙ୍କ ସମର୍ଥନରେ ଏମିତି ଲେଖିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମଙ୍ଗଳବାର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଠାରୁ ଭାରତ ପରାସ୍ତ ହେବା ପରେ ମହମ୍ମଦ ଶାମିଙ୍କ ସମର୍ଥନରେ ବାହାରିବା କାରଣରୁ କୋହଲିଙ୍କ ଝିଅକୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଇଥିଲା।

ଘଟଣାକୁ କେନ୍ଦ୍ର କରି ରାହୁଲ ଲେଖିଛନ୍ତି, ”ପ୍ରିୟ ବିରାଟ। ଏହି ଲୋକମାନେ ଘୃଣାରେ ଭରି ରହିଛନ୍ତି। କାରଣ ସେମାନଙ୍କୁ କେହି ଭଲ ପାଉ ନାହାନ୍ତି। ସେମାନଙ୍କୁ କ୍ଷମାକର। ଦଳକୁ ସୁରକ୍ଷା ଦିଅ“।

କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ଧମକ ଦିଆଯିବା ଘଟଣାରେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ସାଇବର ସେଲ ପୋଲିସକୁ ନୋଟିସ ଜାରି କରିଛି। ଚିହ୍ନଟ କରାଯାଇଥିବା ଅଭିଜୁକ୍ତଙ୍କୁ ଗିରଫ କରିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି, ତାହାର ରିପୋର୍ଟ ତଲବ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେଶାଲ୍‌ ଟ୍ରେନ୍‌ରେ ୨ ଲକ୍ଷରୁ ଅଧିକ ଯାତ୍ରୀ କଲେ ଟିକଟ ବୁକିଂ: ୪୫ କୋଟି ୩୦ ଲକ୍ଷ ଭଡ଼ା ଆଦାୟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ...

ରାହୁଲଙ୍କ ଭାଷଣ କମ୍ପାଉଛି: ଷ୍ଟାଲିନ୍‌

ଚେନ୍ନାଇ,୨୬।୧୨: ଭାରତ ଯୋଡ଼ୋ ଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ କମ୍ପନ ସୃଷ୍ଟି କରୁଛି ବୋଲି ରବିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି।...

ସମାଜବାଦୀ ନେତାଙ୍କୁ ଗୁଳି କରି ହତ୍ୟା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ସମ୍ଭଲ ଅଞ୍ଚଳରେ ସମାଜବାଦୀ ନେତା ଏବଂ ତାଙ୍କ ପୁଅଙ୍କୁୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌...

୫୫ ହଜାର ଟଙ୍କାରେ ଚନ୍ଦ୍ରରେ ଜାଗା କିଣିଲେ ସୁଶାନ୍ତଙ୍କ ପ୍ରଶଂସକ

ଆଗ୍ରା, ୨୬।୯: ତାଜ୍‌ ନଗରୀ ଆଗ୍ରାର ଜଣେ ଯୁବକ ଚନ୍ଦ୍ରରେ ଜାଗା କିଣିଛନ୍ତି। ଯୁବକ ଜଣଙ୍କ କହିଛନ୍ତି, ସେ ତାଙ୍କ ପରିବାର ଲୋକଙ୍କ ଲାଗି ଏପରି...

ସ୍ଥିତାବସ୍ଥାରେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୧୫ା୭: ଚାଇନା ଦ୍ୱାରା ସୀମାନ୍ତ ସ୍ଥିତାବସ୍ଥାରେ କୌଣସି ପ୍ରକାର ଏକପାଖିଆ ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ। ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ପୂର୍ବାବସ୍ଥା ଫେରାଇ...

କ୍ଷମତା ପାଇଁ ସବୁକିଛି କରିପାରିବ ଭାଜପା: ସତ୍ୟପାଲ ମଲିକ…

ନୂଆଦିିଲ୍ଲୀ,୩୧।୭ : ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଆଜି ସକାଳେ ଟୁଇଟରରେ ସତ୍ୟପାଲ ମଲିକ ଟ୍ରେଣ୍ଡିଂରେ...

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌,୧୧।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ନିର୍ବାଚନମଣ୍ଡଳୀ ଖତିମାରୁ ବିଧାନସଭା ନିର୍ବାଚନରେ ହାରିଯିବା ପରେ ଆଜି...

ପ୍ରସିଦ୍ଧ ଛଉ ନୃତ୍ୟଶିଳ୍ପୀ ଧନଞ୍ଜୟ ମହାତୋଙ୍କ ପରଲୋକ

କୋଲକାତା,୧୪।୯: ପ୍ରସିଦ୍ଧ ଛଉ ନୃତ୍ୟଶିଳ୍ପୀ ଧନଞ୍ଜୟ ମହାତୋଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା। ପଶ୍ଚିମବଙ୍ଗର ପୁରୁଲିଆ ଜିଲାର ଏହି...

Advertisement
Archives

Model This Week