୩ ବଡ଼ ରେକର୍ଡ ଭାଙ୍ଗିଲେ କିଙ୍ଗ୍ କୋହଲି, ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ
ନୂଆଦିଲ୍ଲୀ,୪।୧୨: ବିରାଟ କୋହଲି ଶତକ ପରେ ଶତକ ମାରି ରେକର୍ଡ ଭାଙ୍ଗି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜର ଦୁଇଟି ମ୍ୟାଚରେ ଶତକ ମାରିଛନ୍ତି। ସେ ରାଞ୍ଚିରେ ୧୩୫ ରନ ଏବଂ ଏବେ ରାୟପୁରରେ ୧୦୨...
ଝିଅର ମା’ ବାପା ରାଜି ନ ହେବାରୁ ଟାୱାର ଉପରକୁ ଚଢ଼ିଗଲେ ଯୁବକ, ଆଉ ତା’ପରେ…
କେନ୍ଦୁଝର,୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ...
‘ସୁପରମ୍ୟାନ’ ପରି ଉଡ଼ି ୫ ରନ୍ ବଞ୍ଚାଇଲେ ତିଲକ ବର୍ମା, ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ଦକ୍ଷିଣ ଆଫ୍ରିକା ଖେଳାଳି, ଭିଡିଓ ଦେଖିଲେ…
ନୂଆଦିଲ୍ଲୀ,୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଗତକାଲି, ଡିସେମ୍ବର ୩ , ୨୦୨୫ରେ ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଯଦିଓ ଟିମ...
ପୁଣି ଥରାଇଲା ଶୀତ: ରାଜ୍ୟରେ ସବୁଠାରୁ ଥଣ୍ଡା ସହର ପାଲଟିଲା ଦାରିଙ୍ଗବାଡି, ସର୍ବନିମ୍ନ ତାପମାତ୍ରା ରହିଛି…
ଦାରିଙ୍ଗବାଡି, ୪ ।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଥରାଇଲା ଶୀତ। ତାପମାତ୍ରା ହ୍ରାସ ପାଇ ଗୁରୁବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ୯ ଡିଗ୍ରୀ ତାପମାତ୍ରା ରହିଛି। ଯାହାକି ରାଜ୍ୟରେ ସବୁଠାରୁ ଶୀତଳ ସହର...
ରାୟପୁର ODIରେ ଘଟଣା ଏଭଳି ଘଟିଲା, ଯାହା କେବେ କେହି ଭାବିନଥିଲେ, ଜାଣନ୍ତୁ କ’ଣ…
ନୂଆଦିଲ୍ଲୀ,୪।୧୨: ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆକୁ ଦକ୍ଷିଣ ଆଫ୍ରିକା ୪ ଉଇକେଯ୍ରେ ଜିତିଛି। ଏହି ମ୍ୟାଚରେ ଉଭୟ ଦଳ ମିଳିତ ଭାବରେ ୭୨୦ ରନ କରିଥିଲେ, ଯାହା ଭାରତ ଏବଂ ଦକ୍ଷିଣ...
ପାଚେରୀକୁ ଧକ୍କା ଦେଇ କାର୍ ଗୁଣ୍ଡ: ଦ୍ରୁତଗତି, ମଦୁଆଙ୍କ ପାଇଁ ଭଞ୍ଜନଗରରେ ବଢୁଛି ଦୁର୍ଘଟଣା
ଭଞ୍ଜନଗର,୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାରେ ବୁଧବାର ରାତିରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତଗତି କିମ୍ବା ଅନ୍ୟ କୌଣସି କାରଣରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ସେନେଇ ସଠିକ କିଛି ଜଣାପଡ଼ିନାହିଁ। ପୋଲିସ ରାତିରେ ଘଟଣାସ୍ଥଳରେ...
ମ୍ୟାଚ ସମୟରେ ପଡିଆ ଭିତରକୁ ପଶି ଆସିଲେ ପ୍ରଶଂସକ, ଆଉ ତା’ପରେ… ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୪।୧୨: ବିରାଟ କୋହଲିଙ୍କ ପ୍ରଶଂସକମାନେ ପ୍ରାୟତଃ ସୁରକ୍ଷାକୁ ଏଡ଼ାଇ କ୍ରିକେଟ ପଡ଼ିଆରେ ପ୍ରବେଶ କରିଛନ୍ତି। ରାଞ୍ଚିରେ ପ୍ରଥମ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସମୟରେ ଏହା ଘଟିଥିଲା। ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସମାନ ଘଟଣା ଘଟିଛି। ଭାରତୀୟ ଇନିଂସ ସମୟରେ...
ଟିମ ଇଣ୍ଡିଆର ବଡ଼ ଭୁଲ! ବିଶାଳ ସ୍କୋର କରି ମଧ୍ୟ ହାରିଗଲେ ମ୍ୟାଚ, ଖେଳକୁ ବିଗାଡିଦେଲେ ଏହି ୫ ଖେଳାଳି
ନୂଆଦିଲ୍ଲୀ,୪।୧୨: ରାୟପୁରରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ୩୫୮ରନର ବିଶାଳ ସ୍କୋର କରିଥିଲା। ରୁତୁରାଜ ଗାଏକ୍ୱାଡ ଏବଂ ବିରାଟ କୋହଲିଙ୍କ ଶତକ ବିଜୟର ଆଶା ସୃଷ୍ଟି କରିଥିଲା। ଭାରତୀୟ ବୋଲିଂ ଏବଂ ଫିଲ୍ଡିଂ...
ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଗଲେ ବୃଦ୍ଧବୃଦ୍ଧା, ତା’ପରେ…
ଦେବଗଡ଼,୪।୧୨ (ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ବୃଦ୍ଧା ଗୁରୁତର ହୋଇଛନ୍ତି। ରିଆମାଳ ରେଞ୍ଜ ଜୁରାଡଙ୍ଗା ଗ୍ରାମରେ ଗୋଠ ଛଡା ଦନ୍ତାହାତୀ ଉପଦ୍ରବରେ ଏଭଳି ଘଟଣା ଘଟିଛି। ମତକ ହେଲେ ଜୁରାଡଙ୍ଗା ଗ୍ରାମର କୁଞ୍ଜ...
ମୋଦିଙ୍କ ସହ ବ୍ୟକ୍ତିଗତ ରାତ୍ରୀଭୋଜନ କରିବେ ପୁଟିନ୍, ଭାରତ ଗସ୍ତରେ ବଡ଼ ଘୋଷଣା କରିପାରନ୍ତି ରୁଷିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ,୪।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଦୁଇ ଦିନିଆ ରାଜ୍ୟ ଗସ୍ତରେ ଭାରତ ଆସିବେ। ସେ ପ୍ରାୟ ଅପରାହ୍ନ ୪:୩୦ ସମୟରେ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ତାଙ୍କ ଆଗମନର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ବିଜୟ ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଦେଲେ ବିସ୍ଫୋରକ ବୟାନ: ଭାରତ ବିପକ୍ଷରେ ଖେଳିବା…
ନୂଆଦିଲ୍ଲୀ,୪।୧୨: ଭାରତ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଚାରି ଉଇକେଟ୍ରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଖୁସି ପ୍ରକାଶ କରିଛନ୍ତି। ସେ ମ୍ୟାଚଟିକୁ “ଅବିଶ୍ୱସନୀୟ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଭାରତୀୟ ଦଳ ବିପକ୍ଷରେ...
ଗୋଟିଏ ସମୟରେ ଜିଲାରେ ଦୁଇ ଦୁଇଟି ମହୋତ୍ସବ: ଦାରିଙ୍ଗବାଡିରେ ବଢିଲା ଅସନ୍ତୋଷ
ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଠାରେ ଆସନ୍ତା ଜାନୁଆରୀ ୮ ଠାରୁ ୧୨ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଛି । ଏନେଇ କନ୍ଧମାଳ ଏମପି ସୁକାନ୍ତ କୁମାର...
Archives


