ସରକାରଙ୍କ କଡା ନିର୍ଦ୍ଦେଶ, ବୁଲା କୁକୁରଙ୍କୁ ମିଳିବ ଆଜୀବନ ଦଣ୍ଡ
ନୂଆଦିଲ୍ଲୀ, ୧୬।୯: ଉତ୍ତରପ୍ରଦେଶରେ ବୁଲା କୁକୁରଙ୍କ ଆକ୍ରମଣ ବଢ଼ିଥିବାରୁ ଯୋଗୀ ଆଦିତ୍ୟନାଥ ସରକାର ସମସ୍ତ ନଗର ନିଗମକୁ ଏକ କଡ଼ା ଆଦେଶ ଜାରି କରିଛନ୍ତି। ପ୍ରମୁଖ ସଚିବ (ନଗର ବିକାଶ) ଅମୃତ ଅଭିଜାତଙ୍କ ଆଦେଶ ଅନୁଯାୟୀ, ଯଦି କୌଣସି ବୁଲା କୁକୁର…
ତାଜୁଙ୍ଗିଆ-ହାତୀମୁଣ୍ଡା ପଞ୍ଚାୟତରେ ଲାଗିଲା ନାଲି ରଙ୍ଗର ନୋଟିସ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ
ଦାରିଙ୍ଗବାଡି, ୧୬।୯ (ଅରୁଣ ସାହୁ): ସରକାର କଚ୍ଚା ଘରକୁ ପକ୍କା ଘରେ ପରିଣତ କରିବା ଲାଗି ଆବାସ ଯୋଜନା ଆଣିଛନ୍ତି। ହେଲେ ଏହି ଯୋଜନାର ଲାଭ ମିଳିଥିଲେ ମଧ୍ୟ ବହୁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଯୋଜନାରେ ଗୃହ…
ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍: ନଗଦ ୨ କୋଟି ଟଙ୍କା ଜବତ
ହାଇଦ୍ରାବାଦ,୧୬ା୯: ଆଣ୍ଟି-କରପ୍ସନ୍ ବ୍ୟୁରୋ (ଏସିବି) ମଙ୍ଗଳବାର ସକାଳ ୫ଟାରୁ ଆରମ୍ଭ କରାଯାଇଥିବା ଛାପା ଅପରେସନରେ ତେଲଙ୍ଗାନା ବିଦ୍ୟୁତ ବିଭାଗର ସହାୟକ ଡିଭିଜନାଲ ଇଞ୍ଜିନିୟର (ଏଡିଇ) ଅମ୍ବେଡକରଙ୍କ ଘର ଓ ସମ୍ପର୍କିତ ସ୍ଥାନରୁ ପ୍ରାୟ ୨ କୋଟି ଟଙ୍କା ନଗଦ ଜବତ ହୋଇଛି।…
ମନ୍ଧାନା ପୁଣି ନମ୍ବର ଓ୍ବାନ
ଦୁବାଇ,୧୬ା୯: ଅଷ୍ଟ୍ରେଲିଆ ବିପକ୍ଷ ପରାଜିତ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ସଦ୍ୟ ପ୍ରକାଶିତ ଆଇସିସି ଅନ୍ତର୍ଜାତୀୟ ଦିନିକିଆ ମହିଳା ବ୍ୟାଟର ତାଲିକାରେ ପୁନର୍ବାର ନମ୍ବର ଓ୍ବାନ ସ୍ଥାନ ହାସଲ କରିଛନ୍ତି ଭାରତର ଟପ୍ ଅର୍ଡର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା।…
ଓଏମ୍ସିକୁ ପୁଣି ସଫଳତା: ମିଳିଲା ୧୯ ସ୍ବର୍ଣ୍ଣ, ୨ ରୌପ୍ୟ ପୁରସ୍କାର
ଭୁବନେଶ୍ୱର,୧୫।୯: ଭୁବନେଶ୍ୱରଠାରେ ଆୟୋଜିତ ‘କନ୍ଭେନଶନ ଅନ୍ କ୍ୱାଲିଟି କନ୍ସେପ୍ଟସ୍’ (ସିସିକ୍ୟୁଏସ୍-୨୦୨୫)ର ସପ୍ତମ ଚାପ୍ଟରରେ ଓଡ଼ିଶା ଖଣି ନିଗମ୍(ଓଏମସି)ର କ୍ୱାଲିଟି ସର୍କଲ ଦଳଗୁଡ଼ିକ ସଫଳତାର ସହ ୧୯ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପୁରସ୍କାର ହାସଲ କରିଛନ୍ତି। କ୍ୱାଲିଟି ସର୍କଲ ଫୋରମ୍ ଅଫ…
ମହିଳା ଗୋଡ଼ାଇଲେ ଏବିଡିଓ ଧାଇଁଲେ: ବିବାହ ପ୍ରମାଣ ପତ୍ର ଲାଗି ଲାଞ୍ଚ ମାଗିବା ଅଭିଯୋଗରେ…
ପୁରୁଷୋତ୍ତମପୁର,୧୬ା୯ (ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତପୁର ବ୍ଲକ୍ କାର୍ଯ୍ୟାଳୟ ପରିଷରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଦେଖାଦେଇଛି। ଘଟଣାଟି ଯେତିକି ଉତ୍ତେଜନାପୂର୍ଣ୍ଣ ରହିଥିଲା ସେତିକି କୌତୁହଳ ମଧ୍ୟ ରହିଥିଲା। ଏବିଡିଓ ଚୌକି ଛାଡ଼ି ଧାଉଁଥିବା ବେଳେ ମହିଳାମାନେ ପଛରେ ଗୋଡ଼ାଉଥିବା ଘଟଣା ବ୍ଲକ୍…
ଓଡ଼ିଶାରେ ଉପନିର୍ବାଚନ: ୫୬ଟି ନୂଆ ମତଦାନ କେନ୍ଦ୍ର, ଭୋଟର ତାଲିକା ପ୍ରସ୍ତୁତ
ନୂଆପଡ଼ା,୧୬।୯: ଓଡ଼ିଶାର ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ନ ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୩୦୨ରୁ ୩୫୮କୁ…
ନୂଆପଡ଼ା ଉପନିର୍ବାଚନ ନେଇ ବଡ଼ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ୫୬ଟି ନୂତନ…
ନୂଆପଡ଼ା,୧୬।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ନେଇ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି। ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨…
ଏସିଆ କପ୍ରୁ ବାହାରିଯିବ ପାକିସ୍ତାନ! ହ୍ୟାଣ୍ଡଶେକ୍ ବିବାଦ ପରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ PCB
ଦୁବାଇ,୧୬।୯: ଏସିଆ କପ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍ରେ ହାଣ୍ଡଶେକ ନ କରିବାର ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହି ମାମଲାରେ ପଛାଇବାକୁ ପ୍ରସ୍ତୁତ ନାହିଁ। ରିପୋର୍ଟ ଅନୁଯାୟୀ, ମ୍ୟାଚ୍ର ଦିନକ ପୂର୍ବରୁ ହେବାକୁ ଥିବା ପ୍ରେସ କନ୍ଫରେନ୍ସକୁ ଟିମ…
ବିଦ୍ୟାଳୟରେ ଅବହେଳା: ଛାତ୍ରୀଙ୍କ ଭାଙ୍ଗିଲା ହାତ,ତାଲା ପକାଇଲେ…
ଖଜୁରୀପଡ଼ା, ୧୬ା୯( ବିଦୁର ବେହେରା): ଛାତ୍ରୀଛାତ୍ରଙ୍କୁ ପାଠ ପଢିବା ପାଇଁ ଅଭିଭାବକ ସ୍କୁଲ ଛାଡନ୍ତି। ଶିକ୍ଷୟତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଇ ପାଠ ପଢାଇଥାନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱରେ କିଛିଟା ଅବହେଳା ପାଇଁ ଛାତ୍ରୀଛାତ୍ରମାନେ ବିପଦରେ ପଡିଥାନ୍ତି। ଏପରି ଏକ ଘଟଣା…
ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ: ଖୋଜି ଆଣିବାକୁ ଥାନାରେ ଗୁହାରି କଲେ ସ୍ତ୍ରୀ
ଲାଞ୍ଜିଗଡ଼,୧୬ା୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ମାଳିଯୁବାଙ୍ଗ ପଞ୍ଚାୟତ ସେରକଝଲା ଗ୍ରାମର ରାଜିଙ୍ଗା ମାଝୀ(୩୫) ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ନିଖୋଜ ହୋଇଯାଇଛନ୍ତି। ଏହି ସମ୍ପର୍କରେ ତାଙ୍କ ସ୍ତ୍ରୀ ସୀତା ମାଝୀ ଖବର ପାଇବା…
ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟାଙ୍କ ଉଦାରତା: ୩୦ ଲିଟର ମା’ କ୍ଷୀର ଦାନ କଲେ
ନୂଆଦିଲ୍ଲୀ,୧୬।୯: ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା, ଯିଏ ନିକଟରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି, ସରକାରୀ ହସ୍ପିଟାଲକୁ ୩୦ ଲିଟର ମା’ କ୍ଷୀର ଦାନ କରି ଶିଶୁ ସ୍ୱାସ୍ଥ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି, “ମା’…
Archives


