ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ଦିଦି: ଉଦ୍ଧବ ଠାକରେ, ଶରଦ ପାୱାରଙ୍କ ସହ ହେବ ସାକ୍ଷାତ୍କାର
କୋଲକାତା,୩୦ ।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ…
ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ଚାଇନା, ଭର୍ତ୍ତି ହେବେ ଆଉ ୩ ଲକ୍ଷ ସେନା
ବେଜିଂ,୩୦ ।୧୧: ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ଚାଇନା । ମିଳିଥିବା ସୂଚନା ଅନୁଯାୟୀ ଏବେ ଚାଇନା ସରକାର ଆଉ ୩ ଲକ୍ଷ ସେନା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ଆଶଙ୍କା କରି…
ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ଼ ଆସିଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ
ଚଣ୍ଡିଗଡ଼,୩୦ ।୧୧: ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ତାଙ୍କ ଘରକୁ ଚଣ୍ଡିଗଡ଼ ଫେରିିଥିବା ବେଳେ ସୋମବାର ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପିଥିଲା ।…
ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଡିଜିସିଏର ନୂଆ ଗାଇଡଲାଇନ
ନୂଆଦିଲ୍ଲୀ,୩୦ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ଦେଇଛି । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଏହି ଭାରିଏଣ୍ଟ ଏବେ ବିଶ୍ୱର ପ୍ରାୟ ୧୩ ଦେଶକୁ ବ୍ୟାପୀ ସାରିଲାଣି । ଏହାର ଭୟାବହତାକୁ…
ସୁନିଦ୍ରା ପାଇଁ
ଦିନତମାମ ପରିଶ୍ରମ ଅନୁସାରେ ଆମକୁ ବିଶ୍ରାମର ଆବଶ୍ୟକତା ରହିଛି। ତେଣୁ ଜଣେ ବ୍ୟକ୍ତି ରାତିରେ ଅତିକମ୍ରେ ୬-୭ ଘଣ୍ଟା ଶୋଇବା ନିହାତି ଦରକାର। ହେଲେ ଅନେକ ଏପରି ସମୟ ନିର୍ଘଣ୍ଟକୁ ଅନୁସରଣ କରିପାରି ନ ଥା’ନ୍ତି। ତେବେ ଏପରି କେତେକ ଖାଦ୍ୟ…
ଦୁଇ ସପ୍ତାହରେ ଓଡ଼ିଶାରେ ତିଆରି ହେଲା ଅତ୍ୟାଧୁନିକ ହସ୍ପିଟାଲ
ଚିତ୍ରକୋଣ୍ଡା,୩୦ା୧୧(ଡି.ଏନ.ଏ.): ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବଦଳି ଯାଇଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ମାନଚିତ୍ର। ଦ୍ରୁତ ଗତିରେ ଏଠାରେ ହେଉଛି ବିକାଶମୂଳକ କାର୍ଯ୍ୟ l ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବଡପଡା…
ଟୁଇଟରର ନୂଆ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମ୍ପର୍କରେ ଜାଣନ୍ତୁ
ନୂଆଦିଲ୍ଲୀ,୩୦।୧୧: ଆଇଆଇଟି ବମ୍ବେରୁ ଗ୍ରାଜୁଏଶନ କରିଥିବା ପରାଗ ଅଗ୍ରଓ୍ବାଲ ଏବେ ଟୁଇଟରର ସିଇଓ ଜ୍ୟାକ ଡୋରସିଙ୍କ ପଦ ସମ୍ଭାଳିବାକୁ ଯାଉଛନ୍ତି। ଟୁଇଟରର ସହପ୍ରତିଷ୍ଠାତା ଡୋରସି ସୋମବାର ସନ୍ଧ୍ୟାରେ ଟୁଇଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ କମ୍ପାନୀର…
ବିବାହ ହଲରେ ନିଆଁ ଲାଗିବା ପରେ ବି ଖାଇବା ଥାଳିରୁ ଉଠିଲେ ନାହିଁ
ଥାଣେ,୩୦।୧୧: ଖାଦ୍ୟ ପ୍ରତି ଭଲ ପାଇବାର ଏଭଳି ଦୃଷ୍ଟାନ୍ତ ବୋଧହୁଏ କେବେ ଶୁଣି ନ ଥିବେ। ମହାରାଷ୍ଟ୍ର ଥାଣେର ଭିଓ୍ବାଣ୍ଡି ଅଞ୍ଚଳରେ ଆୟୋଜିତ ଏକ ବିବାହ ଭୋଜି ବେଳେ ମ୍ୟାରେଜ ହଲରେ ନିଆଁ ଲାଗିଯାଇଥିଲା। ଏହାସତ୍ତ୍ୱେ ଜଣେ ଅତିଥି ଖାଇବା ଥାଳିରୁ…
ପାହାଡ଼ିଆ ରାସ୍ତାରେ ୮କି.ମି. ଚାଲିଲେ ଗର୍ଭବତୀ
ମାଲକାନଗିରି/କୁଡୁମୁଲୁଗୁମ୍ମା,୨୯ା୧୧(ଡି.ଏନ୍.ଏ.): ଜନନୀ ସୁରକ୍ଷା ନେଇ ସରକାରୀ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ମାତ୍ର ଏବେ ମଧ୍ୟ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଦୁଃଖ କମିନାହିଁ। କେଉଁଠି ରାସ୍ତା ଥାଇ ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚତ୍ପାରୁ ନାହିଁ ତ…
ସ୍ଥିତି ସୁଧୁରିବାକୁ ଅପେକ୍ଷା
ନୂଆଦିଲ୍ଲୀ, ୨୯।୧୧: ଜମ୍ମୁ-କଶ୍ମୀରରେ କିଛିଦିନ ହେଲା ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଟାର୍ଗେଟ କରାଯାଉଛି। ଏହି ହିଂସା ବନ୍ଦ ହେଲେ ଉପତ୍ୟାକାରେ ଜନସାଧାରଣ ଅବାଧ ଯାତାୟାତ କରିପାରିବେ। ଏହାପରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ। ଏ ନେଇ ସୋମବାର ଭାଜପା ରାଜ୍ୟ ଶାଖା…
କ୍ୱାରାଣ୍ଟାଇନ ହୋଟେଲରେ ନିଆଁ ଲଗାଇଦେଲେ
କାଇରନ୍ସ, ୨୯ା୧୧: ଅଷ୍ଟ୍ରେଲିଆର କାଇରନ୍ସ ସହରରେ ଜଣେ ୩୧ ବର୍ଷୀୟ ମହିଳା ଏକ କୋଭିଡ୍-୧୯ କ୍ୱାରାଣ୍ଟାଇନ ହୋଟେଲରେ ନିଆଁ ଲଗାଇଦେଇଛନ୍ତି। ୧୧ତମ ମହଲାରେ ସେ ଓ ତାଙ୍କ ୨ ପିଲା କ୍ୱାରାଣ୍ଟାଇନରେ ରହିଥିଲେ। ହୋଟେଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ…
‘ପଞ୍ଜାବରେ ଭାଜପା ସହ ମିଶି ସରକାର କରିବୁ’
ଚଣ୍ଡିଗଡ଼, ୨୯।୧୧: ଭାଜପା ଏବଂ ଅକାଳୀ ଦଳର ଗୋଟିଏ ଗୋଷ୍ଠୀ ସହ ମିଶି ପଞ୍ଜାବରେ ପରବର୍ତ୍ତୀ ସରକାର ଗଢ଼ିବୁ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କ ସହ ହଠାତ୍ ବୈଠକରେ ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ଏହା ଏକ…
Archives


