Home Left

ଭୁବିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି)। ଭେଟେରାନ ପେସର ଓଭରରେ ଅଧିକ ହାରରେ ରନ ଦେବା ସହ ପୂରା ସିରିଜ୍‌ରେ ଗୋଟିଏ ହେଲେ ଉଇକେଟ ନେଇ ପାରି ନ…

ଏହି ଦିନ ପରଦାକୁ ଆସିବ ଫିଲ୍ମ‘ଲାଇଗର’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ଲାଇଗର’ ଆସନ୍ତା ଅଗଷ୍ଟ ୨୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କୁ ଦର୍ଶକ ସାଙ୍ଗରେ ଦେଖିବାକୁ ପାଇବେ। ଏହି ଫିଲ୍ମକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି…

ସୋନମ କପୁର ସ୍ବାମୀଙ୍କ ସମ୍ପତ୍ତି ଜାଣିଲେ…

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କ ଜୀବନସାଥୀ ଫିଲ୍ମ ଇଣ୍ଡଷ୍ଟ୍ରି ବାହାରେ ବାଛିଛନ୍ତି। ଆଉ ସେମାନଙ୍କ ସ୍ବାମୀ କୋଟିକୋଟି ଟଙ୍କର ମାଲିକ । ସେମାନଙ୍କ ମଧ୍ୟରୁ ସୋନମ କପୁର ଅନ୍ୟତମ। ତେବେ ଜାଣନ୍ତୁ ସୋନମଙ୍କ ସ୍ବାମୀ କ’ଣ କରନ୍ତି। ତାଙ୍କର…

ପାର୍ଟି ବଦଳିଲେ ଭାଜପା, ଏସ୍‌ପି ପ୍ରାର୍ଥୀ

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ନେତାଙ୍କ ଦଳ ବଦଳ ଜାରି ରହିଛି। ଏହି ଅବସରରେ ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ରାୟ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ସେହିପରି ଜଲାଲବାଦ ବିଧାନସଭା କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ଅନିଲ ବର୍ମା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି…

ଭାରତକୁ ସାହାଯ୍ୟ ମାଗିଲା ଶ୍ରୀଲଙ୍କା

କଲମ୍ବୋ,୨୪।୧: ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ଦୁର୍ବଳ ହୋଇପଡିଛି ପଡୋଶୀ ଶ୍ରୀଲଙ୍କା। ଏବେ ଶ୍ରୀଲଙ୍କା ଭାରତର ସହାୟତା ଲୋଡିଛି। ଭାରତରୁ ୧.୫ ବିଲିୟନ ଡଲାର ସହାୟତା ପାଇବାକୁ ଆଶା କରାଯାଉଥିବା ଶ୍ରୀଲଙ୍କା ସରକାର କହିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଜି.ଏଲ ପେରିସ କହିଛନ୍ତି,…

ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍‌କୁ କାଏମ୍‌ ରଖିଲେ ହାଇକୋର୍ଟ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍‌କୁ ହାଇକୋର୍ଟ କାଏମ୍‌ ରଖିଛନ୍ତି। ସଂଶୋଧିତ ଆଇନ୍‌କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତିି। ତେବେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍‌ ୨୦୨୦ ଆଣିଥିଲେ। ଏହି ଆଇନ୍‌ ୟୁଜିସି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ…

‘ବ୍ଲାକମେଲ କରିବା ସହ ହାତରେ ଟଙ୍କା ଦେଇଥିଲେ, କିନ୍ତୁ ମୁଁ ସ୍ପଟ୍‌ ଫିକ୍ସିଂ କରି ନାହିଁ’

ହରାରେ,୨୪।୧: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସ୍ପଟ୍‌ ଫିକ୍ସିଂ କରିବା ପାଇଁ ଜଣେ ଭାରତୀୟ ବ୍ୟବସାୟୀ ୧୫ ହଜାର ଡଲାର (୧୧ ଲକ୍ଷରୁ ଊର୍ଦ୍ଧ୍ୱ) ଦେଇଥିଲେ। କିନ୍ତୁ ଏ ସମ୍ପର୍କରେ ଉଚିତ ସମୟରେ ଆଇସିସିକୁ ଜଣାଇବାରେ ବିଫଳ ହୋଇଥିଲେ ବୋଲି ସ୍ବୀକାର କରିଛନ୍ତି ଜିମ୍ବାଓ୍ବେର…

ସାଧାରଣତନ୍ତ୍ର ଦିବସ ୨୦୨୨: ଅନୁପ୍ରବେଶ ଉଦ୍ୟମରେ ଅଛନ୍ତି ଶହେରୁ ଊର୍ଦ୍ଧ୍ୱ ଆତଙ୍କବାଦୀ

ନୂଆଦିଲ୍ଲୀ,୨୪ ।୧: ସୀମା ସୁରକ୍ଷା ବଳର ମହା ନିରିକ୍ଷକ ଡିକେ ବୁରା କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ର ବିରୋଧି ତତ୍ତ୍ୱକୁ ନେଇ ସମସ୍ୟା ଉପୁଜାଇବା ଧମକକୁ ନେଇ ଜମ୍ମୁ-କଶ୍ମିରରେ ଭାରତ-ପାକିସ୍ତାନ ସୀମାରେ ବିଏସ୍‌ଏଫ୍‌ର ଯବାନ ‘ହାଇ ଆଲର୍ଟ’ରେ ରହିଛନ୍ତି । ସୀମା…

ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନ୍‌ର ଦାମ୍‌ କେତେ ଜାଣନ୍ତି

ତେଲୁଗୁ ଇଣ୍ଡଷ୍ଟ୍ରିର ମେଗାଷ୍କଟାର୍‌ଙ୍କ ମଧ୍ୟରୁ ଅଲ୍ଲୁ ଅର୍ଜୁନ ଅନ୍ୟତମ। ସେ ସାଉଥ ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାଙ୍କ ମଧ୍ୟରେ ଅତାଙ୍କ ନାଁ ରହିଛି। ‘ପୁଷ୍ପା’ ଫିଲ୍ମର ସଫଳତା ପରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଷ୍ପା ଫିଲ୍ମ ସୁପରହିଟ…

ଶରଦ ପାୱାର କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୪।୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିବି ଅଧ୍ୟକ୍ଷ ଶରଦ ପାୱାର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ…

ବଢ଼ୁଛି ସାମନ୍ଥାଙ୍କ କ୍ରେଜ୍‌

‘ଫିଲ୍ମ’ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ ପରେ ତାହା ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପାର ଗୀତ ଏବଂ ଡାଇଲଗଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଫିଲ୍ମରେ ସାମନ୍ଥାଙ୍କ ଆଇଟମ୍‌ ଗୀତ ସମସ୍ତଙ୍କୁ ମନକୁ ଛୁଇଁଛି । ୨୦୨୧…

ଚୁଟି ଧରି ମୁଥା ମରାମରି ହେଲେ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ

ପାଟଣା,୨୪।୧: ବିହାରର ଜାମୁଇ ଜିଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ ପରସ୍ପରର ଚୁଟି ଧରି ମୁଥା ମରାମରି ଘଟଣାର ଭିଡିଓ ଭାଇରାଲ ହୋଇଛି। ଘଟଣାଟି ଘଟିଛି ଜାମୁଇ ଜିଲାର ଲକ୍ସମିପୁର ବ୍ଲକର ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ। ଭିଡିଓରେ ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri