Home Left

ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ୧୫ ବର୍ଷୀୟା ଝିଅକୁ ବଳାତ୍କାର

ନୂଆଦିଲ୍ଲୀ,୨୫।୧: ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ଜଣେ ୧୫ ବର୍ଷୀୟା ନାବାଳିକା ଝିଅଙ୍କୁ ବଳାତ୍କାର କରିଛନ୍ତି ୪୨ ବର୍ଷୀୟ ବାପା। ଏଭଳି ଚକିତ କଲା ଭଳି ଘଟଣା ଘଟିଛି ବିଶାଖାପାଟଣାରେ। ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।…

ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ: ପୁନଃନାମାଙ୍କନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯିବ। ଏହାକୁ ନେଇ…

ନୂଆ ପ୍ରଚାରରେ ଚନ୍ନିଙ୍କୁ ଥୋର, ରାହୁଲଙ୍କୁ ହଲ୍କ ଦର୍ଶାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ରୋଡ୍‌ ଶୋ ଓ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ରାଜନୈତୀକ ଦଳ ଅନଲାଇନ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କୁ ସୁପରହିରୋ ଥୋର ଭାବେ…

ଭାଜପାରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଆରପିଏନ ସିଂ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ୟୁପି…

ପାକିସ୍ତାନ କ୍ରିକେଟର୍‌ଙ୍କ ମୁହଁ ବନ୍ଦ କଲେ ଅନୁଷ୍କାଙ୍କ ପ୍ରଶଂସକ

ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନିକଟରେ ଶୋଏବ ଅଖତର ବିରାଟଙ୍କ ଖରାପ ପ୍ରଦର୍ଶନ ପଛରେ କୋହଲିଙ୍କ…

ଫିସ୍‌ ବଢାଇଲେ ଅଲ୍ଲୁ ଅର୍ଜୁନ, ଏବେ ଗୋଟିଏ ଫିଲ୍ମକୁ ନେବେ…

ସାଉଥ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଭାରତୀୟ ସିନେମାରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହେବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍‌’ ନିକଟରେ ୩୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ମହାମାରୀ ସମୟରେ ଏତେ ରୋଜଗାର କରିବାର ଏକମାତ୍ର…

ଭାରତକୁ ମ୍ୟାଚ୍‌ ଜିତାଇ ପାରିଲେନି ଦୀପକ ଚହର, ପ୍ରେମିକା କହିଲେ…

କେପ୍‌ଟାଉନ୍‌,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ବିଜୟର ଦ୍ୱାର ଦେଶରେ ପହଞ୍ଚିବା ପରେ ତୃତୀୟ ଦିନିକିଆରେ ହାରିଯାଇଛି। ଶେଷ ୨ ଓଭରରେ ଭାରତକୁ ୮ ରନ ସ୍କୋର କରିବାକୁ ପଡୁଥିଲା କିନ୍ତୁ ଦଳ ମ୍ୟାଚକୁ ୪ ରନ୍‌ରେ ହାରିଥିଲା। ଏହି…

କାଲି କଂଗ୍ରେସର ଷ୍ଟାର୍‌ ପ୍ରଚାରକ ତାଲିକାରେ ଥିଲେ, ଆଜି ଦେଲେ ଇସ୍ତଫା

ନୂଆଦିଲ୍ଲୀ,୨୫।୧: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ କିଛି ସମୟ ପରେ ଭାଜପାରେ ଯୋଗଦେବେ। ଏହା ସହିତ ଭାରତୀୟ ଜନତା ପାର୍ଟି ତାଙ୍କୁ ୟୁପି ବିଧାନସଭା ନିର୍ବାଚନରେ ସ୍ବାମୀ ପ୍ରସାଦ…

‘ଟିମ୍‌ ଇଣ୍ଡିଆ ଖୁବଶୀଘ୍ର ଖରାପ ସମୟରୁ ବାହାରି ଆସିବ’

ମୁସ୍କାଟ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ରେ ପରାଜୟ ଯୋଗୁ ଭାରତୀୟ ଦଳ ପାଇଁ ଭୟବିତ ହେବାର କିଛି ଆବଶ୍ୟକତା ନାହିଁ। ଏହା ଟିମ୍‌ ଇଣ୍ଡିଆ ପାଇଁ ଅସ୍ଥାୟୀ ପର୍ଯ୍ୟାୟ। ଦଳ ଖୁବ୍‌ ଶୀଘ୍ର ଏଥିରୁ ବାହାରି…

ପୁରୀ ଜଗନ୍ନାଥଙ୍କ ରଙ୍ଗ ଭଳି ନିର୍ମାଣ ହେବ ନେତାଜୀଙ୍କ ମୂର୍ତ୍ତି

ନୂୂଆଦିଲ୍ଲୀ,୨୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ପୁରୀ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିର ରଙ୍ଗ ଭଳି ଜେଟ୍‌ ବ୍ଲାକ ଗ୍ରାନାଇଟରେ ନିର୍ମାଣ କରାଯିବ। ଏ ନେଇ ସୂଚନା…

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୫।୧: କୋଭିଡ୍‌ କଟକଣା ମଧ୍ୟରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଏଥି ପାଇଁ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏସ୍‌ଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ୟକ୍ତିଗତ ଭାବେ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି…

୭୦ ମାର୍କର ପରୀକ୍ଷାରେ ୮୯ ରଖିଲେ

ବାଙ୍ଗାଲୋର,୨୫।୧: ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ସମ୍ପୂର୍ଣ୍ଣ ମାର୍କ ମିଳିବା କିଛି ନୂଆ କଥା ନୁହେଁ। କିନ୍ତୁ ଫୁଲ ମାର୍କଠାରୁ ଛାତ୍ରୀଛାତ୍ରମାନେ ଅଧିକ ମାର୍କ ରଖିବା ଘଟଣା ସାମ୍ନାକୁ ଆସିଛି ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ। ଜଣେ ବି. କମ୍‌ ଛାତ୍ର ୭୦ ମାର୍କର ପରୀକ୍ଷାରେ ୮୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri