Home Left

ନାରାୟଣପାଟଣା ଆଇଆଇସି ନିଲମ୍ବିତ

ଜୟପୁର, ୨।୨(ନି.ପ୍ର.): କୋରାପୁଟ ଜିଲା ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ ହୋଇଛନ୍ତି। ଲକ୍ଷ୍ମୀପୁର ଏସ୍‌ବିଆଇ ବ୍ୟାଙ୍କ ଲକର୍‌ରୁ ସୁନା ଚୋରି ଘଟଣାରେ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି। ସୁନା କ୍ରୟକାରୀଙ୍କ ଫେରାର ପଛରେ…

ତହସିଲ ଅଫିସ୍‌ରୁ ବାଇକ୍‌ ନେଇଗଲେ

ବାସୁଦେବପୁର, ୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରୁ ଏକ ବାଇକ୍‌ ଚୋରି ହୋଇଛି। ସୂଚନା ଅନୁଯାୟୀ, ବିରସ ଗ୍ରାମର କରୁଣାକର ମହାନ୍ତି ତାଙ୍କ ବାଇକ୍‌ (ଓଡି ୨୨ ସି ୫୮୦୮) ତହସିଲ ଅଫିସ୍‌ ପରିସରରେ…

ଟି୨୦ ମ୍ୟାଚ୍‌ରେ ୬୪ ରନ୍‌ ଦେଇ ସାରିଥିଲି, ତା’ ପରେ ମାହି ଭାଇ ମୋତେ କହିଥିଲେ …

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଭାବକୁ କେହି ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଦଳରେ ଧୋନୀଙ୍କ ଉପସ୍ଥିତି ପାଇଁ ଦୁହେଁ ଅନେକ ସଫଳତା ହାସଲ କରିଥିଲେ। ରବିଚନ୍ଦ୍ରନ…

ଭାରତର ଏହି ସହରରେ ୫୨ ସେକେଣ୍ଡ୍‌ ପାଇଁ ସବୁକିଛି ବନ୍ଦ ହୋଇଯାଏ, କାରଣ ଜାଣିଲେ…

ଦୁନିଆର ପ୍ରତ୍ୟେକ ଦେଶର ନିଜସ୍ବ ଜାତୀୟ ସଙ୍ଗୀତ ରହିଛି। ସେହିଭଳି ‘ଜନଗଣ ମନ’ ହେଉଛି ଆମ ଦେଶ ଭାରତର ଜାତୀୟ ସଙ୍ଗୀତ। ଯେତେବେଳେ ଜାତୀୟ ସଙ୍ଗୀତ ଗାନ କରାଯାଏ, ଜଣେ ଭାରତୀୟ ହେବାର ଗର୍ବ ଆହୁରି ବଢ଼ିଯାଏ। ଜାତୀୟ ସଙ୍ଗୀତ ଗାନ…

୫୦ ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବି ବୋଲି ଦେଉଥିଲେ ଧମକ, ଅଭିଯୁକ୍ତଙ୍କୁ ବାନ୍ଧିଲା କଟକ ପୋଲିସ

କଟକ ଅଫିସ,୨।୨: କଟକର ଜଣେ ଡାକ୍ତରଙ୍କୁ ଫୋନ୍‌ରେ ଧମକ ଦେବା ସହ ମାଓବାଦୀ ଏବଂ ଲାଲ୍‌ ସଲାମ ନାମରେ ଟଙ୍କା ମାଗି ଗିରଫ ହୋଇଛନ୍ତି ଜଣେ ଅଭିଯୁକ୍ତ। ସେ ହେଲେ ଏମ୍‌ରୋଜ ଅନ୍‌ସାରୀ। ତାଙ୍କ ଘର ଝାଡ଼ଖଣ୍ଡର ମଝଗାଁ ଥାନା ଅନ୍ତର୍ଗତ…

ପିଲାଙ୍କ ଉପସ୍ଥାନ ତଥ୍ୟ ପଠାଇବେ ସ୍କୁଲ୍‌ ପ୍ରିନ୍ସିପାଲ

ଭୁବନେଶ୍ୱର,୨।୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଅନଲାଇନ୍‌ ପାଠପଢା ଉପରେ ଗୁରୁତ୍ୱାରୋପ କରାଯାଇଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ତଥ୍ୟ ଜଣାଇବା ପାଇଁ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ କେତେ ପିଲା ଅନ୍‌ଲାଇନ ଓ…

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ ଅଫିସ,୨।୨: ଜୁଲାଇ ୧ରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ ନିର୍ମାଣ ଲାଗି ଦଶପଲ୍ଲୀ ବନାଞ୍ଚଳରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ୩ଟି ଟ୍ରକ୍‌ରେ ୬୩ ଖଣ୍ଡ ଅଶନ ଓ ଧଉରା କାଠ…

ନନ୍ଦନକାନନରେ ନାଲି ମହାବଳ ଶାବକର ମୃତ୍ୟୁ

ବାରଙ୍ଗ,୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ୧୦ ମାସର ନାଲି ମହାବଳ ଶାବକର ମୃତ୍ୟୁ ଘଟିଛି। ଧଳା ବାଘୁଣୀ ବିଜୟାର ଅଣ୍ଡିରା ଶାବକ ବଂଶୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ଚିଡ଼ିଆଖାନାରେ ବାଘ ସଂଖ୍ୟା ୨୮କୁ ଖସିଆସିଛି । ୧୦ ଦିନ ତଳେ ବାଘ ସଫାରୀରେ…

ସବୁଠୁ ମହଙ୍ଗା ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨।୨: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଯାଉଥିବା ମେଗା ଅକ୍‌ଶନ ପାଇଁ ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଏଥିସହିତ ପଞ୍ଜୀକୃତ କରାଇଥିବା ମୋଟ ୫୯୦ ଖେଳାଳିଙ୍କ…

ମେ’ ୧୩ରେ ପ୍ରେକ୍ଷାଳୟକୁ ଆସିବ ଆୟୁଷ୍ମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ନିଜର ଆକ୍ଟିଭିଟିଜ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିସହିତ ସେ ଦେଶର ସମସାମୟିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ବି ଚର୍ଚ୍ଚାକୁ ଆସିଥାନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ଅନେକ’ର ନୂଆ ରିଲିଜ…

ଉତ୍ତରାଖଣ୍ଡରେ କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ/ଡେରାଡୁନ,୨।୨: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। ଏପରିସ୍ଥତିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତାରାଖଣ୍ଡ ପାଇଁ ନିର୍ବାଚନ ଇସ୍ତାହର ଉନ୍ମୋଚନ କରିଛନ୍ତି।…

ଆଉ ନାହାନ୍ତି ଅଭିନେତା ଅମିତାଭ ଦୟାଲ…

ବମ୍ବେ: ପରଲୋକରେ ବଲିଉଡ୍‌ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅମିତାଭ ଦୟାଲ। ବୁଧବାର ସକାଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗତ ୧୩ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଅଭିନେତାଙ୍କ ପତ୍ନୀ ମୃଣାଳିନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri