Home Left

କାର୍‌ ହେଡ୍‌ଲାଇଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ପାଟନା, ୩ା୨: ବିହାରର ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ର ପ୍ରାୟ ୪ ଶହ ଛାତ୍ରୀଛାତ୍ର ବିଦ୍ୟୁତ୍‌ ନ ଥିବାରୁ କାର୍‌ ହେଡ୍‌ଲାଇଟ୍‌ ଆଲୁଅରେ ପରୀକ୍ଷା ଦେଇଛନ୍ତି। ଏହାର ଫଟୋ ଓ ଭିଡିଓ ସାମ୍‌ନାକୁ ଆସିବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା…

ଏଣ୍ଟିଲିୟା ବୋମା ମାମଲାର ମାଷ୍ଟରମାଇଣ୍ଡ ପରମବୀର ସିଂ: ଅନିଲ ଦେଶମୁଖ

ନୂଆଦିଲ୍ଲୀ,୩ ।୨: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୁ ଦେଇଥିବା ବୟାନରେ ଦାବି କରିଛନ୍ତି କି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ, ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘର ‘ଏଣ୍ଟିଲିୟା’ ସାମ୍ନାରେ ଗତ…

ଗଲୱାନ ସଂଘର୍ଷ ସମୟରେ ବରଫ ନଦୀରେ ଭାସି ଯାଇଥିଲେ ୩୮ ଚାଇନା ସେନା!

ବେଜିଂ,୩ ।୨: ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ସୀମାରେ ହୋଇଥିବା ସଂଘର୍ଷରେ ଚାଇନାକୁ ବହୁତ ବଡ କ୍ଷତି ସହିବାକୁ ପଡିଥିଲା । ଏବେ ଦୀର୍ଘ ପ୍ରାୟ ଦେଢ ବର୍ଷ ପରେ ଏକ ରିପୋର୍ଟରେ ଦାବି…

ଯୁବକଙ୍କୁ କାବୁ କରିବାକୁ ଯାଇ ଆଇଆଇସିଙ୍କ ଗୋଡ଼ ଭାଙ୍ଗିଲା

ପାଟଣା,୨ା୨(ସ୍ବ.ପ୍ର.): କୁରାଢ଼ି ଧରି ଉତ୍ପାତ କରୁଥିବା ଜଣେ ଯୁବକଙ୍କୁ କାବୁ କରିବାକୁ ଯାଇ କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ଚିକିତ୍ସା ପାଇଁ କେନ୍ଦୁଝରର ଏକ ଘରୋଇ ହସ୍ପିଟାଲରେ…

ଅନ୍ଧାରରେ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ୍‌

ଅହମ୍ମଦାବାଦ୍‌,୨।୨: ଆସନ୍ତା ୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ସୀମିତ ଓଭର ସିରିଜ୍‌ ଉପରେ କଳାବାଦଲ ଦେଖା ଦେଇଛି। ୩ ଖେଳାଳିଙ୍କ ସହ ଭାରତୀୟ ଦଳର ମୋଟ ୬ ସଦସ୍ୟ କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଜଣାପଡ଼ିଛି।…

ଯୁବକଙ୍କୁ ମାଡ଼ମାରି ଗାଡ଼ି, ମୋବାଇଲ ଛଡ଼ାଇ ନେଲେ

ଯୋଡ଼ା,୨ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଉଁଚବାଲି ଗ୍ରାମର ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ ମାରିବା ସହିତ ତାଙ୍କ ଠାରୁ ମୋବାଇଲ ଫୋନ ଓ ଗାଡ଼ି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ,ମଙ୍ଗଳବାର ରାତି ପ୍ରାୟ ୧୦ଟା…

ଅଷ୍ଟ୍ରେଲିଆକୁ ୨୯୧ ରନ୍‌ ମଧ୍ୟରେ ରୋକିବା ଦରକାର

ଆଣ୍ଟିଗୁଆ,୨।୨: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୨୯୧ ରନ୍‌ର ଟାଗେର୍ଟ ଛିଡ଼ା କରିଛି ଭାରତୀୟ ଦଳ। ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ…

ସୁନାଚୋରି ଘଟଣାରେ ଆଇଆଇସି ନିଲମ୍ବିତ

କୋରାପୁଟ/ନାରାୟଣପାଟଣା,୨ା୨(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଥାନା ଆଇଆଇସି ରଞ୍ଜିତ୍‌ ସାହୁଙ୍କୁ ବୁଧବାର ଡିଜିପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ ସୁନା କିଣିଥିବା ଲୋକଙ୍କୁ ଖସି ପଳାଇବାରେ ଆଇଆଇସି ସାହୁ ସହାୟତା କରିଥିବାରୁ ତାଙ୍କ ବିରୋଧରେ…

ଶ୍ରୀଲଙ୍କାକୁ ୩୭ ହଜାର କୋଟି ଋଣ ଦେଲା ଭାରତ

ନୂଆଦିଲ୍ଲୀ,୨ା୨: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ତୈଳ ଏବଂ ଶକ୍ତି ଅଭାବ ମଧ୍ୟ ଲାଗି ରହିଛି। ଜରୁରିକାଳୀନ ସ୍ଥିତିରେ ତୈଳ କ୍ରୟ ପାଇଁ ଭାରତ ଶ୍ରୀଲଙ୍କାକୁ ୫ ଶହ ମିଲିୟନ ଡଲାର (୩୭,୪୦,୪୩,୨୫,୦୦୦) ଋଣ ଦେଇଛି। ଅର୍ଥ ଅଭାବରୁ ଦ୍ୱୀପରେ ବ୍ଲାକ୍‌ଆଉଟ…

୧୧ ଚନ୍ଦନ ଗଛ ଚୋରି

କେନ୍ଦୁଝର,୨ା୨(ସ୍ବ.ପ୍ର.): ଚମ୍ପୁଆସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ପରିସରରୁ ଗତ ୨୮ ତାରିଖରେ ୧୧ ଟି ମୂଲ୍ୟବାନ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ତେବେ ଏ ନେଇ କୌଣସି ରିପୋର୍ଟ ଥାନାରେ ଦିଆଯାଇ ନାହିଁ। ଫଳରେ ଏହାକୁ ନେଇ ସ୍ଥାନୀୟ…

‘ଦୁଇ ଭାଗରେ ବାଣ୍ଟି ହୋଇଛି ଭାରତ’

ନୂଆଦିଲ୍ଲୀ,୨।୨: ଭାରତ ଏବେ ଦୁଇ ଭାଗରେ ବାଣ୍ଟି ହୋଇଛି। ଗୋଟିଏ ଭାରତରେ କେବଳ ଅତ୍ୟଧିକ ଧନୀଙ୍କ ପାଇଁ। ଏହି ଦେଶରେ ସେମାନେ ରହୁଛନ୍ତି, ଯେଉଁମାନଙ୍କ ପାଖରେ ପ୍ରବଳ ଟଙ୍କା ସହ ଅପାର ଶକ୍ତି ଅଛି। ଏମାନଙ୍କୁ ଚାକିରି କିମ୍ବା ଜଳ କିମ୍ବା…

ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ମାଗିଥିଲେ ୩୦ ଲକ୍ଷ

ଭୁବନେଶ୍ୱର,୨।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀଶାଗର ଥାନା ଝାରପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ମୁଣ୍ଡ ଜାମିନ ମାଗିଥିଲେ। ହେଲେ କମିଶନରେଟ ପୋଲିସ ୩୬ ଘଣ୍ଟାର ଅପରେଶନ କରି ଶେଷରେ ୪ ଅପହର୍ତ୍ତାଙ୍କୁ ନୟାଗଡ଼ରୁ ଗିରଫ କରିବାରେ ସକ୍ଷମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri