Home Left

ଇଡିକୁ ୩ ଦିନ ଛୁଟି ମାଗିଲେ ରାହୁଲ

ନୂଆଦିଲ୍ଲୀ,୧୬।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କ୍ରମାଗତ ତୃତୀୟ ଥର ଜେରା କରାଯାଇଛି। ଆଜି ମଧ୍ୟ ରାହୁଲଙ୍କୁ ଇଡି ପୁଣି ଜେରା କରିଥାଆନ୍ତା। ହେଲେ ମା’ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଅଛନ୍ତି।…

ରାସ୍ତା ବିପର୍ଯ୍ୟସ୍ତ, ୭୫ ଲକ୍ଷ ପଇଠ ପାଇଁ କମ୍ପାନୀକୁ ନୋଟିସ୍‌

କେନ୍ଦୁଝର,୧୬ା୬(ସ୍ବ.ପ୍ର.): ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ତିଆରି କରାଯାଇଛି। ତେବେ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବାରୁ ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଚାୟତ ଜାମୁଡିହାଠାରୁ ବିସ୍ତାପାଳ ପର୍ଯ୍ୟନ୍ତ ପ୍ରାୟ ୧.୪୨ କୋଟି ଟଙ୍କା ବ୍ୟୟରେ ଦୀର୍ଘ…

ଚୋରି ହୋଇଗଲା ବିବାହ ପାଇଁ ରଖିଥିବା ପିତଳ, କଂସା ବାସନ

ବ୍ରହ୍ମପୁର ଅଫିସ,୧୬।୬: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅଧୀନ ରାମନଗର ତୃତୀୟ ଲାଇନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୩ ବସ୍ତା ପିତଳ ଓ କଂସା ବାସନ ଚୋରି ହୋଇଛି। ଏନେଇ ବୈଦ୍ୟନାଥପୁର ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି…

ଝିଅକୁ ଏମିତି ମା’ ରୂପରେ ଦେଖିବାକୁ ଚାହାନ୍ତି ଅନିଲ

ମୁମ୍ବାଇ,୧୬ା୬: ବଲିଉଡ୍‌ ଅଭିନେତା ଅନିଲ କପୁର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯୁଗ୍‌ ଯୁଗ୍‌ ଜିଓ’ର ପ୍ରମୋଶନରେ ବ୍ୟସ୍ତ ଥିବାବେଳେ ନାତୁଣୀ କି ନାତିଙ୍କୁ ସ୍ବାଗତ କରିବାକୁ ବି ଅପେକ୍ଷା କରିଛନ୍ତି। କାରଣ ଅନିଲଙ୍କ ଝିଅ ସୋନମ କପୁର ମାଆ ହେବାକୁ ଯାଉଛନ୍ତି।…

ରିଲିଜ୍‌ ପୂର୍ବରୁ ବୟକଟ ଦାବି

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଜୁନ୍‌ ୧୫ରେ ରିଲିଜ୍‌ ହୋଇଯାଇଛି। ଟ୍ରେଲର ରିଲିଜ୍‌ ହେବା ପରେ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବିବାଦ ଉପୁଜିଛି। ଏପରିକି ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରାଯାଉଛି।…

ତେଲ ଭରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଅଟୋ ଚାଳକଙ୍କ ମୃତ୍ୟୁ

କଲମ୍ବୋ,୧୬ା୬: ଶ୍ରୀଲଙ୍କା ଅତ୍ୟନ୍ତ ଖରାପ ପରସ୍ଥିତି ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିୟମ ଉତ୍ପାଦ ଦର ଆକାଶଛୁଆଁ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ଶ୍ରୀଲଙ୍କାର ଜଣେ ସାଧାରଣ ନାଗରିକ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ କିଣିବାକୁ ସକ୍ଷମ…

ଭୁଲ୍‌ ଇଞ୍ଜେକ୍‌ସନ ନେଲା ନାବାଳିକାଙ୍କ ଜୀବନ, ଅଭିଯୋଗ ଆଣିଲେ ପରିବାର ଲୋକେ

ଝାରସୁଗୁଡ଼ା ଅଫିସ,୧୬ା୬: ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ ଯୋଗୁ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ମାଆ। ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛନ୍ତି ପରିବାରବର୍ଗ ଏବଂ ଗ୍ରାମବାସୀ। ଝାରସୁଗୁଡ଼ା ଜିଲା…

ଶତକ ହାସଲ ପରେ ମନ୍ତ୍ରୀଙ୍କ ରୋମାଣ୍ଟିକ୍‌ ଚିଠି ଭାଇରାଲ୍‌

କୋଲକତା,୧୬।୬: ରଣଜୀ ଟ୍ରଫିରେ ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଆଲୁର (କର୍ନାଟକ)ରେ ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚରେ ମନୋଜ ତିୱାରୀ ୧୦୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୧୨ଟି ଚୌକା ସାମିଲ ଥିଲା।…

ବ୍ରିଟେନରେ ପ୍ରଫେଟ ମହମ୍ମଦଙ୍କ ଝିଅଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମକୁ ବିରୋଧ

ଲଣ୍ଡନ,୧୬ ।୬: ବ୍ରିଟିଶ ଚଳଚ୍ଚିତ୍ର ‘ଦ ଲେଡି ଅଫ୍ ହେଭେନ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମକୁ ନେଇ ଏବେ ସେଠାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଚଳଚ୍ଚିତ୍ର ଉପରେ ନିନ୍ଦା କରାଯାଇଥିବା ଅଭିଯୋଗ ଆସିଛି । ତେଣୁ…

ରାଜଧାନୀରୁ ଉଠିବ ଆଇସିସିଆର କାର୍ଯ୍ୟାଳୟ

ଭୁବନେଶ୍ୱର,୧୬ା୬(ବ୍ୟୁରୋ): ଭୁବନେଶ୍ୱରରୁ ଆଇସିସିଆର ବା ଇଣ୍ଡିଆନ କାଉନସିଲ୍‌ ଫର୍‌ କଲଚୁରାଲ ରିଲେଶନ କାର୍ଯ୍ୟାଳୟ ଉଠିଯିବ। ୨୦୧୫ରୁ ଏହି କାର୍ଯ୍ୟାଳୟ ପଳାସପଲ୍ଲୀରେ ରହିଛି। ତେବେ କେନ୍ଦ୍ର ସରକାର ହଠାତ୍‌ ଏହି କାର୍ଯ୍ୟାଳୟକୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। କୋଲକତାସ୍ଥିତ ଜୋନ କାର୍ଯ୍ୟାଳୟରେ ଭୁବନେଶ୍ୱରସ୍ଥିତ…

ମହିଳା ଏମ୍‌ପିଙ୍କ ଡ୍ରେସ୍‌ ଚିରିିଦେଲା ପୋଲିସ!

ନୂଆଦିଲ୍ଲୀ,୧୬।୬:ନ୍ୟାଶନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୪ ଦିନ ହେବ ପଚରାଉଚରା କରାଯାଉଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ଓ ନେତାମାନେ ସାରା ଦେଶରେ ପ୍ରଦର୍ଶନ କରିଛନ୍ତି। ଇଡି ଅନୁସନ୍ଧାନ ଏବଂ…

ସାତକୋଶିଆରେ ବାଘ ଗଣନା ଆରମ୍ଭ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ସାତକୋଶିଆରେ ଗୁରୁବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି । ପ୍ରି-ମନସୁନ ପୂର୍ବରୁ ସାଧାରଣତଃ ଏହି ଗଣନା ହୋଇଥାଏ । ଏହି ସର୍ଭେ ୭ ଦିନ ପର୍ଯ୍ୟନ୍ତ ଚାଲିବ । ଏହାପରେ ଗୋଟିଏ ମାସ ପର୍ଯ୍ୟନ୍ତ କ୍ୟାମେରା ଟ୍ୟାପ କରାଯିବ। ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?