Home Left

ଗୁପ୍ତଚରୀ ପାଇଁ ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ କଲ୍‌ରେ କରାଯାଉଥିଲା ପରିବର୍ତ୍ତନ

ବେଙ୍ଗାଲୁରୁ,୨୨।୬: ଭାରତୀୟ ସେନାର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଉଥିବା ଏକ ର଼୍ୟାକେଟକୁ ଠାବ କରାଯାଇଛି। କର୍ନାଟକ ପୋଲିସ ଓ ସାମରିକ ଗୋଇନ୍ଦା ଅଧିକାରୀଙ୍କ ମିଳିତ ଚଢ଼ାଉ ବେଳେ ର଼୍ୟାକେଟ ଠାବ ହେବା ସହ ଏଥିରେ ସମ୍ପୃକ୍ତ ଜଣକୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି।…

ଓଟିଟିରେ ରିଲିଜ୍‌ ହେବ ‘ଡକ୍ଟର ଷ୍ଟ୍ରେଞ୍ଜ୍‌’

ହଲିଉଡ୍‌ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ୍‌’: ମେଲ୍ଟିଭର୍ସ ଅଫ ମେଡନେସ’ ମେ’୬ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପାଇଁ ଫିଲ୍ମ ହଲ୍‌ରେ ଦର୍ଶକଙ୍କ ଭିଡ ଜମିଥିଲା। ହେଲେ ବର୍ତ୍ତମାନ ଦର୍ଶକଙ୍କ ପାଇଁ ଖୁସି ଖବର ଆସିଛି ଯେ, ଫିଲ୍ମ ‘ଡକ୍ଟର…

ବ୍ରିଜ୍‌ରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ହରିଡାମୂଳ ବ୍ରିଜ୍‌ରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଆନ୍ଧ୍ରରୁ କଲିକତା ଅଭିମୁଖେ ଯାଉଥିବା ଏକ ମାଛ ବୋଝେଇ ଟ୍ରକ ବ୍ରିଜ୍‌ରୁ ତଳକୁ ଖସି ଜଳିଯାଇଛି। ସୂଚନାଯୋଗ୍ୟ, ବ୍ରେକ୍‌ଫେଲ କାରଣରୁ ଟ୍ରକ୍‌ଟି ବ୍ରିଜ ତଳକୁ…

କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି:୨୨।୬(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଶ୍ୟାମ ନଗରରେ ମଙ୍ଗଳବାର ରାତିରେ ଚୋରି ହୋଇଛି। ପ୍ରକାଶ ଚୌଧୁରୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ତାଲା ଭାଙ୍ଗି ସୁନାଗହଣା, ଟଙ୍କା ସହ ମୂଲ୍ୟବାନ ଇଲେଟ୍ରୋନିକ୍‌ ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ…

ଫ୍ରାନ୍ସରେ ୨୫ ଲୋକଙ୍କ ଶ୍ରବଣ ଶକ୍ତି କମୁଛି…

ପ୍ୟାରିସ, ୨୨।୬ : ଆଜିକାଲି, ଅଟୋ, ବସ କିମ୍ବା ମେଟ୍ରୋରେ ହେଉ, ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ତେବେ ଗବେଷକମାନେ କହିଛନ୍ତି ଯେ ଏହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ଫ୍ରାନ୍ସରେ ଏନେଇ…

ମନ୍ଦିରରେ ପୂଜାର୍ଚ୍ଚନା କଲେ ଦ୍ରୌପଦୀ

ବାରିପଦା ଅଫିସ,୨୨।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ନାମ ଘୋଷଣା ପରେ ଦ୍ରୌପଦୀ ବୁଧବାର ସକାଳୁ କଡ଼ା ସୁରକ୍ଷା ମଧ୍ୟରେ ବାସଭବନରୁ ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିର,…

ଶିବସେନାରେ ବିଦ୍ରୋହ ମଧ୍ୟରେ ଏମ୍‌ଭିଏର ମନ୍ଥନ: ମୁଖ୍ୟମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ମୁମ୍ବାଇ,୨୨।୬: ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ ଉଦ୍ଧବ ସରକାରଙ୍କ ଉପରେ ଘାରିଥିବା ସଙ୍କଟକୁ ଦୃଷ୍ଟିରେ ରଖି ମହା ବିକାଶ ଅଘାଡି(ଏମଭିଏ)ର ସହଯୋଗୀ ଦଳ ଏବେ ଆକ୍ସନମୁଡରେ ଆସିଯାଇଛି। ଇତିମଧ୍ୟରେ ବୁଧବାର ଦିନ…

ବାପା ବୋନି କପୁରଙ୍କ ସହ ସ୍କ୍ରିନ ଶେୟାର କରିବେ ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଅଭିନୟ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଆଗାମୀ ଫିଲ୍ମ ‘ଗୁଡ ଲକ ଜେରୀ’ର ପ୍ରମୋସଶନରେ ବ୍ୟସ୍ତ ଅଛନ୍ତି। ହେଲେ ଏହାରି ଭିତରେ ଏକ କବର ସାମ୍ନାକୁ ଆସିଛି ଯେ, ଜାହ୍ନବୀ ପ୍ରଥମ…

ଦ୍ରୌପଦୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୨।୬: ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏନ୍‌ଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ୧୦ରୁ ଅଧିକ ଏନ୍‌ଏସ୍‌ଜି ସହ ସିଆର୍‌ପିଏଫ୍‌ କମାଣ୍ଡୋ…

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ କରୋନା

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ସିଂହ କୋଶିଆରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗତ କିଛି ଦିନରୁ ସେ ଅସୁସ୍ଥ ଥିବା ବେଳେ କରୋନା ଯାଞ୍ଚ କରାଇଥିଲେ। ତେବେ…

ଉପରମୁହାଁ ହେଉଛି କରୋନା,ଚିହ୍ନଟ ହେଲେ ୪୫ ପଜିଟିଭ୍‌

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୩ଜଣ ସଂକ୍ରମିତ…

କାର୍‌ ସାମ୍ନାକୁ ଚାଲିଆସି ଥିଲା ବାଘ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?