Posted inଜାତୀୟ

ଗୁପ୍ତଚରୀ ପାଇଁ ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ କଲ୍‌ରେ କରାଯାଉଥିଲା ପରିବର୍ତ୍ତନ

ବେଙ୍ଗାଲୁରୁ,୨୨।୬: ଭାରତୀୟ ସେନାର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଉଥିବା ଏକ ର଼୍ୟାକେଟକୁ ଠାବ କରାଯାଇଛି। କର୍ନାଟକ ପୋଲିସ ଓ ସାମରିକ ଗୋଇନ୍ଦା ଅଧିକାରୀଙ୍କ ମିଳିତ ଚଢ଼ାଉ ବେଳେ ର଼୍ୟାକେଟ ଠାବ ହେବା ସହ ଏଥିରେ ସମ୍ପୃକ୍ତ ଜଣକୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଡାର୍କନେଟ ଜରିଆରେ କଲ୍‌ କରି ଏମାନଙ୍କଠାରୁ ଭାରତୀୟ ସୁରକ୍ଷା ବଳ ସମ୍ପର୍କିତ ତଥ୍ୟ ମାଗୁଥିବା ସ୍ପଷ୍ଟ ହୋଇଛି। ଗିରଫ ଶରଫୁଦ୍ଦିନ(୪୧)ଙ୍କ ଘର କେରଳର ଓ୍ବାୟନାଡରେ। ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ କଲ୍‌ରେ ପରିବର୍ତ୍ତନ କରିବା ଟେକ୍ନୋଲୋଜିର ବିକାଶ କରିଥିଲେ। ସେ ବେଙ୍ଗାଲୁରୁର ୪ଟି ସ୍ଥାନରେ ସିମ୍‌ ବାକ୍ସ ରଖିଥିଲେ। ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରୁ ୨,୧୪୪ଟି ସିମ୍‌ କାର୍ଡ, ୫୮ ସିମ୍‌ ବାକ୍ସ ଓ ଇଲେକ୍ଟ୍ରୋନିକ ସରଞ୍ଜାମ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

NEET UG 2026 Cancelled: ମୋଦି ସରକାରଙ୍କ ଉପରେ ବର୍ଷିଲେ ମମତା, କହିଲେ…

ନୂଆଦିଲ୍ଲୀ,୧୨।୫: NEET-UG 2026 ପରୀକ୍ଷା ବାତିଲ ହେବା ପରେ ମମତା ବାନାର୍ଜୀଙ୍କ TMC ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। TMC ରାଜ୍ୟସଭା ଏମପି ସାଗରିକା ଘୋଷ କହିଛନ୍ତି…

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏପରି କହିଦେଲେ ହିମନ୍ତଙ୍କ ପତ୍ନୀ, ଭାଇରାଲ ହେଉଛି ଭିଡିଓ

ଗୁଆହାଟୀ,୧୨।୫: ଆସାମରେ ଭାଜପା ପାଇଁ ହିରୋ ଭାବରେ ଉଭା ହୋଇଥିବା ହିମନ୍ତ ବିଶ୍ୱ ଶର୍ମା ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କ…

NEET UG ପରୀକ୍ଷା ବାତିଲ: ଆଗକୁ କ’ଣ ହେବ? ଛାତ୍ରୀଛାତ୍ରଙ୍କୁ ପୁଣି ଥରେ ଆବେଦନ କରିବାକୁ ପଡିବ କି? ପୂର୍ବ ପଞ୍ଜୀକରଣ ବୈଧ ରହିବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୫: NEET ପେପର୍‌ ଲିକ ଦୁର୍ନୀତି ସମ୍ପର୍କରେ, ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଛି। ହଁ, NEET UG ପରୀକ୍ଷା ବିଶେଷକରି NEET UG 2026…

୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବି: ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପାଟଣା, ୧୨।୫ (ବୀର କିଶୋର ଦାଶ) : ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ମଙ୍ଗଳବାର ଏକ…

ଟ୍ୟୁସନ ଯାଇ ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ, ସାଙ୍ଗ ସହ…

ପାଟକୁରା,୧୨।୫(ରବୀନ୍ଦ୍ର ନାଥ ବାରିକ ): ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ତଥା କୁଦାନଗରୀ ଥାନା ଅଂଚଳର ଗୋଟିଏ ହାଇସ୍କୁଲରେ…

ଗୋପାଳପୁର–ରାୟଗଡ଼ା ରେଳ ଲାଇନ: ସର୍ଭେ ରିପୋର୍ଟକୁ ପରିବର୍ତ୍ତନ କରି ଚାଲିଛି ଯୋଜନାବଦ୍ଧ …

ଦିଗପହଣ୍ଡି, ୧୨।୫ (ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ଗ୍ରାମର ଗୋପାଳ ସମାଜ କୋଠଘର ପରିସରରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର…

କ୍ଷତ ଚିହ୍ନ ଦେଖାଇ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କଲେ କୃନାଲ, କ୍ୟାପଶନରେ ଲେଖିଲେ…

ନୂଆଦିଲ୍ଲୀ,୧୨ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ରବିବାର ମୁମ୍ୱାଇ ବିପକ୍ଷରେ ୭୩ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ଦଳକୁ ଜିତାଇବା ପରେ…

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୋଡରେ ବିଜୟ, ମଦକୁ ନେଇ କଲେ ବଡ଼ ଘୋଷଣା

ଚେନ୍ନାଇ,୧୨।୫: ପଶ୍ଚିମବଙ୍ଗ ପରି, ତାମିଲନାଡୁରେ ଏକ ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିଛି । କାର୍ଯ୍ୟ ଆରମ୍ଭରୁ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri