ସରିଲା କୋଟିଆରେ ମତଦାନ
ପଟ୍ଟାଙ୍ଗୀ,୧୯ା୨(ଡି.ଏନ.ଏ.): ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶୁକ୍ରବାର କୋରାପୁଟ ଜିଲା ଜଲା ପଟ୍ଟାଙ୍ଗୀ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ନିର୍ବାଚନରେ କୋଟିଆ ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଥିଲା। ବ୍ଲକ ଅଧୀନରେ ୨ଟି ଜିଲା ପରିଷଦ…
ଭୁବନେଶ୍ୱରରେ ଲାଟ୍ ଲିଭ୍ର ୧ମ ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୧୯।୨: ବର୍ତ୍ତମାନର ଜଟିଳ ସମୟ ମଧ୍ୟରେ ସହରବାସୀଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟ ନେଇ କମ୍ପାନୀ ଭୁବନେଶ୍ୱରରେ ତା’ର ପ୍ରଥମ ‘ଲାଟ୍ ଲିଭ୍’ ଏକ୍ସକ୍ଲୁସିଭ୍ ଷ୍ଟୋରର ଶୁଭାରମ୍ଭ କରିଛି। ଗୁରୁବାର ସ୍ଥାନୀୟ କଳ୍ପନା ଛକସ୍ଥିତ…
‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେଡି ରାଜନୀତି କରୁଛି’
ଭୁବନେଶ୍ୱର,୧୯ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଅସୁସ୍ଥ ହେବା ଗୁଜବ ଓ ଏହାର କିଛି ଘଣ୍ଟା ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ ଓ ଭାଜପା। କଂଗ୍ରେସର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, କିଛି ଦିନର…
ମିନର୍ଭା ଅଟୋମୋବାଇଲ୍ସର ନୂତନ ଶୋ’ରୁମ୍ ଉଦ୍ଘାଟିତ
ବଲାଙ୍ଗୀର,୧୯।୨: ଦେଶର ପ୍ରମୁଖ ଅଟୋ ଶିଳ୍ପ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମଲ୍ଟି ବ୍ରାଣ୍ଡ ୟୁଜ୍ଡ (ବ୍ୟବହାର) କାର୍ ଡିଭିଜନ, ମହିନ୍ଦ୍ରା ଫାଷ୍ଟ ଚଏସ୍ର ନୂତନ ଆଉଟ୍ଲେଟ ଗୁରୁବାର ବଲାଙ୍ଗୀର ଠାରେ ଶୁଭାରମ୍ଭ କରାଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ‘ମିନର୍ଭା ଅଟୋମୋବାଇଲ୍ସ’ ସହାୟତାରେ ଏହି…
୨ ବୁଥ୍ରେ ହିଂସା, ମତଦାନ ବନ୍ଦ
ଜଗତ୍ସିଂହପୁର ଅଫିସ, ୧୯ା୨: ଜଗତ୍ସିଂହପୁର ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ନିର୍ବାଚନ ବେଳେ ଜଗତ୍ସିଂହପୁର ଥାନା ପଟସରା ପଞ୍ଚାୟତ ଅନ୍ତର୍ଗତ ଢିଅପଟସରା ପ୍ରାଥମିକ ବିଦ୍ୟାଳୟ ୧ନଂ. ଓ…
୪୫%କୁ ବୃଦ୍ଧି ପାଇବ ଡିଜିଟାଲ ବଜାର
ନୂଆଦିଲ୍ଲୀ,୧୯।୨: ଗ୍ରୁପ୍ଏମ୍ ଇଣ୍ଡିଆ ପକ୍ଷରୁ ନିକଟରେ ୨୦୨୨ ବର୍ଷ ଲାଗି ବିଜ୍ଞାପନ ବ୍ୟୟର ଏକ ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। କମ୍ପାନୀର କହିବା ଅନୁଯାୟୀ କୌଣସି ଏକ ଉତ୍ପାଦକୁ ଗ୍ରାହକଙ୍କ ନିକଟରେ ପରିଚିତ କରାଇବା ପାଇଁ ସରକାରୀ ସ୍ବୀକୃତିପ୍ରାପ୍ତ ଗଣମାଧ୍ୟମ ସଂସ୍ଥାର…
ଡଗ୍ ସ୍କ୍ବାଡ୍ କେ-୯ରେ ୫ ବେଲ୍ଜିଆନ ମାଲିନୋଇସ
କଟକ ଅଫିସ,୧୯ା୨: ବେଲ୍ଜିଆନ ମାଲିନୋଇସ ପ୍ରଜାତିର ୫ କୁକୁର ଶୁକ୍ରବାର ଓଡ଼ିଶା ପୋଲିସର ଡଗ୍ ସ୍କ୍ବାଡ୍ କେ-୯ରେ ସାମିଲ ହୋଇଛନ୍ତି। କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ସେମାନଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଉକ୍ତ କୁକୁରମାନେ…
ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଉତ୍ତେଜନା
ସମ୍ବଲପୁର,୧୯ା୨(ବ୍ୟୁରୋ): ସମ୍ବଲପୁର ଜିଲାର ମାନେଶ୍ୱର ଓ ନାକଟିଦେଉଳ ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି। ମାନେଶ୍ୱର ବ୍ଲକ ସାହସପୁର ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ୧ଟା ପରେ ଶତାଧିକ ଭୋଟର କେନ୍ଦ୍ର ଭିତରକୁ…
ଜଗତ୍ସିଂହପୁର ବ୍ଲକରେ ୭୮.୯୨% ମତଦାନ
ଜଗତ୍ସିଂହପୁର ଅଫିସ, ୧୯ା୨: ୨ୟ ପର୍ଯ୍ୟାୟ ନିର୍ବାଚନରେ ଜଗତ୍ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ପାଇଁ ଶୁକ୍ରବାର ମତଦାନ ହୋଇଛି। ଏହି ଅବସରରେ ୭୮.୯୨% ମତଦାନ ହୋଇଛି। ସେଥିମଧ୍ୟରୁ ୧ନଂ.ରେ ସର୍ବାଧିକ ୮୧.୯୫%, ୨ନଂ.ରେ ୭୮.୭୯%, ୩ନଂ.ରେ ୭୭.୭୭%…
କଂଗ୍ରେସ, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ
କେନ୍ଦ୍ରାପଡ଼ା ଅଫିସ, ୧୯ା୨: କେନ୍ଦ୍ରାପଡ଼ା ବ୍ଲକର ୭ ନଂ. ଜିଲା ପରିଷଦ ଜୋନ୍ରେ ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କଲେଣି। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ଜୋନ୍ ଉଭୟ ବିଜେଡି ଓ କଂଗ୍ରେସ ପାଇଁ…
ଥରୁରଙ୍କ ବିବାଦୀୟ ଟୁଇଟ
ନୂଆଦିଲ୍ଲୀ,୧୯ ।୨: ଦେଶରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ଏଜେଣ୍ଟଙ୍କ ଟୁଇଟକୁ ରି ଟୁଇଟ କରି ଏବେ ଅଡୁଆରେ ଫସି ଯାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଏ ନେଇ କୁଏତରେ ଥିବା ଭାରତୀୟ ଦୂତାବାସ ଥରୁରଙ୍କୁ…
ମୁଖ୍ୟମନ୍ତ୍ରୀ ହେବି, ନହେଲେ ଘରେ ବସିବି
ଡେରାଡୁନ,୧୯।୨: ସଦ୍ୟ ଅନୁଷ୍ଠିତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଫଳ ନ ଆସୁଣୁ ମୁଖ୍ୟମନ୍ତ୍ରୀ ଚୌକି ପାଇଁ କଂଗ୍ରେସରେ କନ୍ଦଳ ଆରମ୍ଭ ହୋଇଗଲାଣି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ହରିଶ୍ ରାଓ୍ବତ୍ ଏନେଇ ପୂର୍ବତନ ପିସିସି ସଭାପତି ପ୍ରୀତମ୍ ସିଂଙ୍କ…
Archives


