ସାମନ୍ଥାଙ୍କଠାରୁ ବି ସୁନ୍ଦର ନାଗାଙ୍କ ନୂଆ ୱାଇଫ

ଚେନ୍ନାଇ: ନାଗା ଓ ସାମନ୍ଥା ପରସ୍ପରଠାରୁ ଅଲଗା ହେବା ପରେ ନିଜ ଲାଇଫରେ ମୁଭ ଅନ୍ କରିବାକୁ ବେଶୀ ସମୟ ଲଗାଇ ନାହାନ୍ତି । ସାମନ୍ଥା ଏବେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିବା ବେଳେ ନାଗା ପୁଣିଥରେ ତାଙ୍କ ଲଭ୍ ଲାଇଫକୁ ମୌକା ଦେବା ମୁଡରେ ଅଛନ୍ତି । ସାମନ୍ଥାଙ୍କଠାରୁ ଅଲଗା ହେବାର କିଛିମାସ ପରେ ନାଗା ତାଙ୍କ ପାଇଁ ନୂଆ ଜୀବନସାଥି ଖୋଜି ଦେଇଛନ୍ତି । ନାଗା ଯାହାକୁ ନେଇ ଏବେ ସଂସାର କରିବାକୁ ଯାଉଛନ୍ତି ସେ କୁଆଡେ ସାମନ୍ଥାଙ୍କଠାରୁ ଅଧିକ ସୁନ୍ଦର ବୋଲି କୁହାଯାଉଛି । ସେ ହେଉଛନ୍ତି ଅଭିନେତ୍ରୀ ଶୋଭିତା ଧୁଲିପାଲା । ଶୋଭିତା ଜଣେ ଆଗଧାଡିର ଅଭିନତ୍ରୀ । ସେ ଫିଲ୍ମ ସହ କିଛି ୱେବ ସିରିଜରେ ବି କାମ କରି ସାରିଛନ୍ତି । ଆକ୍ଟ୍ରେସ୍ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ।
ତେବେ ନାଗାଙ୍କୁ ୩୫ ବର୍ଷ ହୋଇଥିବା ବେଳେ ଶୋଭିତା ତାଙ୍କଠାରୁ ୫ ବର୍ଷ ସାନ ଅର୍ଥାତ୍ ଶୋଭିତାଙ୍କୁ ମାତ୍ର ୩୦ ବର୍ଷ ବୟସ । ହେଲେ ସାମନ୍ଥାଙ୍କ ବୟସ ଥିଲା ୩୫ ବର୍ଷ । କୁହାଯାଉଛି କି ଏବେ ନାଗା ଅଭିନେତ୍ରୀ ଶୋଭିତାଙ୍କୁ ଡେଟ୍ କରୁଛନ୍ତି । ନିକଟରେ ଉଭୟଙ୍କୁ ନାଗାଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା । ଏହାପରେ ଅନୁମାନ କରାଯାଉଛି କି ଉଭୟ ପରସ୍ପରକୁ ଡେଟ କରୁଛନ୍ତି ।
ନାଗା ଚୈତନ୍ୟ ହାଇଦ୍ରାବାଦର ଜୁବଲି ହିଲ୍ସରେ ଏକ ନୂଆ ଘର କିଣିଛନ୍ତି । ଏବେ ଏହାର କାମ ଚାଲିଛି । ତେବେ ଏହି ଘରେ ନାଗା-ଶୋଭିତାଙ୍କୁ ଏକାସାଙ୍ଗେ ବହୁତ କମ୍ଫଟେବଲ ଭାବେ ଦେଖିବାକୁ ମିଳିଛି । ତେବେ ଘର ଦେଖିବା ସମୟରେ ଉଭୟ ଖୁବ୍ ଖୁସି ଜଣାପଡୁଥିବା ବେଳେ ସେଠାରୁ ଫେରିବା ସମୟରେ ବି ଉଭୟ ଏକାଠି ଫେରିଥିବାରୁ ଆଲୋଚନା ହେଉଛି କି ନାଗା-ଶୋଭିତା ପରସ୍ପରକୁ ଡେଟ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri