ବଦଳିଲା ଆଇପିଏଲ୍ ଫର୍ମାଟ୍: ପ୍ରଥମ ଥର ପାଇଁ ଏଭଳି ଖେଳାଯିବ ମ୍ୟାଚ୍
ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ନୂଆ ଫର୍ମାଟରେ ଖେଳାଯିବ। ଏହି ଆଇପିଏଲ୍ରେ ୧୦ଟି ଟିମ ଭାଗ ନେବାକୁ ଥିବା ବେଳେ ସେଗୁଡ଼ିକୁ ଦୁଇ ଗ୍ରୁପ୍ରେ ଭାଗ କରାଯାଇଛି। ଏହାସତ୍ତ୍ୱେ ପ୍ରତ୍ୟେକ ଟିମ୍…
ଘରୁ ଡାକିନେଇ ମାରିଦେଲେ
ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍.ଏ.): ଚନ୍ଦ୍ରଗିରି ନିକଟରେ ହାତଗୋଡ଼ ବନ୍ଧା ଜଣେ ଯୁବକଙ୍କ ମୃତଦେହ ଗୁରୁବାର ମୋହନା ପୋଲିସ ଜବତ କରିଥିଲା। ଶୁକ୍ରବାର ମୃତକଙ୍କ ପରିଚୟ ମିଳିଛି। ସେ ହେଲେ ଅଡବା ଥାନା ଖାରୀଗୁଡ଼ା ଲମଡାଙ୍ଗ ଗାଁର ଜୋସେଫ ନାୟକ। ବୁଧବାର ଜୋସେଫ କେତେଜଣ ସାଙ୍ଗମାନଙ୍କ…
ୟୁକ୍ରେନ ଉପରେ ଆକ୍ରମଣ କରି ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ପୁଟିନ୍
ମସ୍କୋ,୨୫।୨: ୟୁକ୍ରେନ ଉପରେ ଆକ୍ରମଣ କରି ଏବେ ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍। ରୁଷିଆ ରାଜଧାନୀ ମସ୍କୋ ସମେତ ଦେଶର ୫୧ଟି ସହରରେ ପୁଟିନ୍ଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନ ରୋକିବାକୁ ପୋଲିସ ପକ୍ଷରୁ…
୮ ବର୍ଷ ପରେ ଘରୋଇ ହିଂସା ମାମଲାରେ ଲିଆଣ୍ଡର ପେସ୍ଙ୍କୁ ଝଟ୍କା, ପୂର୍ବ ପାର୍ଟନରଙ୍କ ସପକ୍ଷରେ ରାୟ
ନୂଆଦିଲ୍ଲୀ,୨୫।୨: କିମ୍ବଦନ୍ତୀ ଟେନିସ ଷ୍ଟାର୍ ଲିଆଣ୍ଡର୍ ପେସଙ୍କୁ ଲାଗିଛି ଝଟ୍କା। ୨୦୧୪ରେ ତାଙ୍କ ବିରୋଧରେ ପୂର୍ବତନ ପାର୍ଟନର୍ ତଥା ଅଭିନେତ୍ରୀ ରିୟା ପିଲ୍ଲାଇ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାମଲାରେ କୋର୍ଟଙ୍କ ରାୟ ରିୟାଙ୍କ ସପକ୍ଷରେ ଯାଇଥିବା ବେଳେ ପେସଙ୍କ…
ଧରାପଡ଼ିଲା ଶାଳକାଠ ବୋଝେଇ ଗାଡ଼ି
ବୁଗୁଡ଼ା,୨୫ା୨(ଡି.ଏନ.ଏ.): ଗଞ୍ଜାମ ଜିଲା କରଚୁଲି ସଂରକ୍ଷିତ ଜଙ୍ଗଲ ଭାଗ-୨ ଅନ୍ତର୍ଗତ ତାକରଡା ଗାଁ ଛକ ନିକଟରେ ବନ ବିଭାଗ ପକ୍ଷରୁ ଚଢାଉ କରି ଶାଳ କାଠ ବୋଝେଇ ଏକ ଗାଡିକୁ ଜବତ କରାଯାଇଛି। କାଠ ଚାଲାଣରେ ସମ୍ପୃକ୍ତ ବୁଗୁଡ଼ା ଥାନା ଅନ୍ତର୍ଗତ…
ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ
ଭୋଗରାଇ, ୨୫ା୨(ଡି. ଏନ୍.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଶୁକ୍ରବାର ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ବିକ୍ରି ପାଇଁ ଆସିଥିଲା। ଗଭୀର ସମୁଦ୍ରରୁ ଏକ ଟ୍ରଲରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଥିବା ଏହି ବିରଳ ମାଛକୁ ପେଟୁଆ…
ପୁଟିନ୍ ସହ ଫୋନ୍ରେ କଥା ହେଲେ ଜିନ୍ପିଙ୍ଗ୍
ବେଜିଂ/ମସ୍କୋ,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନରେ ବିଧ୍ୱଂସ ଘଟିଛି। ଶୁକ୍ରବାର ସକାଳେ ରାଜଧାନୀ କ୍ୱିଭ୍ରେ ରୁଷିଆ ସୈନ୍ୟ ପହଞ୍ଚି ସେଠାରେ ୬ଥର କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ରୁଷିଆ ଆକ୍ରମଣରେ ୟୁକ୍ରେନ୍ରେ ଏପର୍ଯ୍ୟନ୍ତ ୧୩୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧୬ ଜଣ ଆହତ…
ନୀତିଙ୍କ ପରେ ଏବେ ଅକାଶା
ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍ନେସ୍ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ ଏବେ ତାଙ୍କ ହାତରେ ଗୋଟିଏରୁ ବଳି ଆଉଗୋଟେ ପ୍ରୋଜେକ୍ଟ। ‘ବିଗ୍ ବସ୍’ରୁ ବାହାରିବା ପରେ…
ଷ୍ଟ୍ରଙ୍ଗ ରୁମ୍ ଆଗରେ ଜଗି ରହିଛନ୍ତି ନେତା, କର୍ମୀ
ଆର.ଉଦୟଗିରି,୨୫।୨(ଡି.ଏନ୍.ଏ.): ଭୋଟ ବାକ୍ସ ଖୋଲି ବାଲାଟ ପେପର ହେରଫେର ଆଶଙ୍କାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଜଗି ରହିଛନ୍ତି ଭାଜପା ଏବଂ କଂଗ୍ରେସର ନେତା ଏବଂ କର୍ମୀ। ଟେଣ୍ଟ ପକାଇ ଦିନରାତି ପାଳି କରି ୨୪ ଘଣ୍ଟିଆ…
ଆତ୍ମସମର୍ପଣ କଲେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ
ମସ୍କୋ,୨୫।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ରୁଷିଆ ୟୁକ୍ରେନରେ ବ୍ୟାପକ କ୍ଷତି ଘଟାଇ ଚାଲିଛି। ଏପର୍ଯ୍ୟନ୍ତ ଅନେକ ସୈନ୍ୟ ଓ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଏହି ବିଧ୍ୱଂସ ପରେ ବର୍ତ୍ତମାନ ରୁଷିଆ…
ପୂଜାଙ୍କ ପ୍ରେମରେ ପ୍ରଭାସ !
ବମ୍ବେ: ପୂଜାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରଭାସ। କିଛି ଏଭଳି ଦୃଶ୍ୟ ଅଭିନେତାଙ୍କ ଅପକମିଂ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ। ଶୁକ୍ରବାର ଏହାର ଏକ ଗୀତ ‘ଜାନ ହୈ ମେରି’ ରିଲିଜ ହୋଇଛି। ଗୀତରେ ରୋମାଣ୍ଟିକ ବଏ ଲୁକ୍ରେ ନଜର…
ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଅଭିଯାନ: ସମସ୍ତ ଖର୍ଚ୍ଚ ବହନ କରିବେ ମୋଦି ସରକାର
ନୂଆଦିଲ୍ଲୀ,୨୫।୨: ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ଇତିମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସ୍ନ ଆରମ୍ଭ ହୋଇଛି। ପଡୋଶୀ ଦେଶରେ ସ୍ଥଳଭାଗରେ ଭାରତୀୟ ନାଗରିକ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ…
Archives


