Home Left

ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଶଶୀ ଥରୁର

ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ତେଣୁ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ରେସକ୍ୟୁ କରିବା ଲାଗି ଅପରେଶନ୍‌ ଗଙ୍ଗା ଅଭିଯାନକୁ ତ୍ୱରାନିତ୍ୱ କରାଯାଇଛି। ଇତିମଧ୍ୟରେ ମଙ୍ଗଳବାର ସକାଳେ ୟୁକ୍ରେନର ଖାର୍କ୍ୱିଭରେ ରୁଷିଆର ଗୁଳିରେ…

କୋହଲିଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟବାଣୀ

ମୋହାଲି,୧।୩: ମାର୍ଚ୍ଚ ୪ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି। ଟି -୨୦ ସିରିଜ ପରେ ଟିମ ଇଣ୍ଡିଆ ଏବେ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ କ୍ଲିନ୍‌ସୁଇପ୍‌ କରିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ଟେଷ୍ଟରେ ଭାରତୀୟ…

ବିଜେଡିର ଐତିହାସିକ ସଫଳତା: ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ମାତ୍ରାରେ ବିଜୟ ହୋଇଛି। ୮୪୮ ଜିଲାପରିଷଦ ଜୋନ୍‌ରୁ ବିଜେଡି ୭୬୨ଟି ଜୋନ୍‌ରେ ବିଜୟୀ ହୋଇଛି । ଭାଜପା ୪୨, କଂଗ୍ରେସ ୩୭ ଆସନରେ ଜିତିଥିବା ବେଳେ ଅନ୍ୟ ଦଳ ଓ ସ୍ବାଧୀନ ପ୍ରୀର୍ଥୀ ୭ଟି…

ସ୍ବାମୀଙ୍କ ସହ ଶିବରାତ୍ରି ପାଳିଲେ ପ୍ରିୟଙ୍କା

ଅଭିନେତା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ମା’ବାପା ହେବା ପରେ ପରେ ମଙ୍ଗଳବାର ସେମାନଙ୍କର ପ୍ରଥମ ମହା ଶିବରାତ୍ରି ପାଳନ କରିଛନ୍ତି। ପ୍ରିୟଙ୍କା ଏହାର ଏକ ଫଟୋ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଶେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା-ନିକ୍‌ ପ୍ରଭୁ ଶିବଙ୍କ ପ୍ରତିମା…

କହୁଣି ଦିଶିବ ସୁନ୍ଦର

କହୁଣି ଅଧିକ କଳା ଏବଂ ରୁକ୍ଷ ହେଲେ ହାତର ସୌନ୍ଦର୍ଯ୍ୟ କମି ଯାଇଥାଏ। ତେଣୁ କହୁଣିର କଳାପଣକୁ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଟିପ୍ସ… କହୁଣିର କଳାଦାଗ ଦୂର କରିବା ପାଇଁ ଲେମ୍ବୁକୁ ଦୁଇଫାଳ କରି ଉଭୟପଟରେ ଘଷନ୍ତୁ।…

ବଢ଼ାନ୍ତୁ ପିଲାଙ୍କ ଉଚ୍ଚତା

ପିଲାଙ୍କ ଖାଦ୍ୟରେ ଠିକ୍‌ ମାତ୍ରାରେ ପୋଷଣ ନ ରହିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ଶାରୀରିକ ବିକାଶ ମଧ୍ୟ ହୋଇ ପାରି ନ ଥାଏ। ତେଣୁ କେଉଁଭଳି ଖାଦ୍ୟ ଖାଇଲେ ପିଲାଙ୍କର ଉଚ୍ଚତା ବୃଦ୍ଧି ପାଇବ ଜାଣି ରଖନ୍ତୁ……

ପାଣି ଫିଲ୍‌ଟର ମେଶିନ ଭିତରେ ମଦ ଚାଲାଣ

ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଚଢ଼ାଉ ହୋଇଛି। ଆସାମରୁ ଓଡ଼ିଶାର ଅନୁଗୋଳ ଆଡ଼କୁ ଯାଉଥିବା ଏକ ୩୨ ଜିଏ ୮୨୦୫ ନମ୍ବର ବିଶିଷ୍ଟ ଏକ ବାର ଚକିଆ ଟ୍ରକ୍‌ରେ ବିଦେଶୀ ମଦ ଚୋରାଚାଲାଣ ବେଳେ ହିନ୍ଦୋଳ…

ରୁଷିଆ ପରେ ଏବେ ବେଲାରୁସ୍‌ କଲା ଯୁଦ୍ଧ ଘୋଷଣା

ମିନସ୍କ,୧।୩: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ରୁଷିଆ ପରେ ଏବେ ବେଲାରୁଷ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଘୋଷଣା କରିଛି। ଇତିମଧ୍ୟରେ ଖୁନିକି ଉପରେ ଏକ ଯୁଦ୍ଧ ବିମାନ ଉଡ଼ୁଥିବା…

ସାମ୍ନାକୁ ନ ଆସିବାକୁ କହିଲେ ରାକ୍ଷୀଙ୍କ ପୂର୍ବ ସ୍ବାମୀ

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଏବଂ ରିତେଶ ସିଂ ପରସ୍ପରଠାରୁ ଅଲଗା ହୋଇଛନ୍ତି। ପୂର୍ବରୁ ପୋଷ୍ଟ ଶେୟାର ରାକ୍ଷୀ ଅଲଗା ହେବାର ଖୁଲାସା କରିଥିଲେ । କିନ୍ତୁ ଏଥର ରିତେଶ ତାଙ୍କ ପୋଷ୍ଟରେ ରାକ୍ଷୀ ବିଷୟରେ ଏଭଳି କିଛି କହିଛନ୍ତି, ଯାହା…

ଅଜ୍ଞାତବାସରେ ସମିତି ସଭ୍ୟ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ସରିଲା ନିର୍ବାଚନ ପ୍ରକାଶ ପାଇଲା ଫଳାଫଳ। ବର୍ତମାନ ଅଧକ୍ଷ ପଦ ପାଇଁ ଘୋଡ଼ା ବେପାର ଆରମ୍ଭ ହୋଇଛି। ନବନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟମାନେ ବର୍ତ୍ତମାନ ଅଜ୍ଞାତବାସରେ ଥିବା ଜଣାପଡିଛି। ୧୫ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ଅଧକ୍ଷ ପଦ…

୩ କୁ ୩ ପୋଛି ନେଲା

ପୁରୁଷୋତ୍ତମପୁର,୧।୩(ଡି.ଏନ୍‌.ଏ,): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୩୫, ୩୬, ୩୭ ଜୋନ୍‌କୁ ବିଜେଡି ହାତେଇ ନେଇଛି। ଗଣତିର ଶେଷ ଦିନରେ ୩୭ ଜୋନ୍‌ ଅଧୀନରେ ଥିବା ୮ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲା ପରିଷଦ ପ୍ରାର୍ଥୀ ବିଜେଡିର…

୨ ସପ୍ତାହ ମଧ୍ୟରେ ପଦ ଛାଡ଼ିଲେ ଏୟାର ଇଣ୍ଡିଆ ମୁଖ୍ୟ

ନୂଆଦିଲ୍ଲୀ,୧।୩: ଟାଟା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ହେବା ପାଇଁ ମନା କରି ଦେଇଛନ୍ତି ତୁର୍କୀର ଇଲ୍କର ଅଇସି। ଏ ନେଇ ଟାଟା ପ୍ରବକ୍ତା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଫେବୃୟାରୀ ୧୪ରେ ଟାଟା ସନ୍ସ ବୋର୍ଡ ପକ୍ଷରୁ ଅଇସିଙ୍କୁ ସିଇଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri