Home Left

ଖସୁଛି ସଂକ୍ରମଣ: ଆଜି ୧୨୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ରବିବାର ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫୪ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

ନିଆରା ହୋଟେଲ

ବୁଲିବାକୁ ଗଲେ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ଅନେକେ ପସନ୍ଦ କରନ୍ତି । ତେଣୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲଗୁଡ଼ିକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ସୁସଜ୍ଜିତ କରାଯାଇଥାଏ। ତେବେ ଏମିତି କିଛି ନିଆରା ହୋଟେଲ ରହିଛି, ଯାହା ହୁଏତ ଆପଣଙ୍କୁ ଅଜଣା…

ଆଇକ୍ୟାଚି ଲାଗିବ ଲାପ୍‌ଟପ୍‌

ଆଜିକାଲି ପ୍ରାୟ ଯୁବପିଢ଼ି ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି କରୋନା ପରଠୁ ଅନ୍‌ଲାଇନ୍‌ କ୍ଲାସ୍‌ ହେଉ କିମ୍ବା ଜବ୍‌ ପାଇଁ ଏହାର ବ୍ୟବହାର ବଢ଼ିଯାଇଛି। ତେବେ ଫ୍ୟାଶନପ୍ରିୟ ଯୁବପିଢ଼ି ନିଜ ଲାପ୍‌ଟପ୍‌କୁ ବି ଆଇକ୍ୟାଚି ଲୁକ୍‌ ଦେବାକୁ ପଛାଉ…

ନିଜ ଫୋନ୍‌

ବର୍ତ୍ତମାନ ମୋବାଇଲ୍‌ ଫୋନ୍‌ ସାଜିଛି ଅନେକଙ୍କ ପାଇଁ ପର୍ସନାଲ ଡାଟା ଷ୍ଟୋରେଜ୍‌ର ଏକ ବଳିଷ୍ଠ ମାଧ୍ୟମ। ଯେଉଁଥିପାଇଁ ଆବଶ୍ୟକ ସମୟରେ ହାତପାହାନ୍ତାରେ ତତ୍‌କ୍ଷଣାତ୍‌ ମିଳିଯାଉଛି ଫଟୋ, ଭିଡିଓ, ଭୋଟର କାର୍ଡ, ଆଧାର କାର୍ଡଠୁ ଆରମ୍ଭ କରି ବ୍ୟାଙ୍କ ପାସବୁକ୍‌ ପର୍ଯ୍ୟନ୍ତ ସବୁକିଛି।…

ରୁଷିଆ-ୟୁକ୍ରେନ ବାର୍ତ୍ତାକୁ ଝଟ୍‌କା, ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ବୁଝାମଣାକାରୀ ଡେନିସ କ୍ରିଭଙ୍କୁ ହତ୍ୟା!

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହୋଇଛି । ହେଲେ ଉଭୟ ଦେଶ ମଧ୍ୟରେ ବାର୍ତ୍ତାଳାପ ପରେ ଶାନ୍ତିରେ ସମସ୍ୟାର ସମାଧାନ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରିନାହିଁ ।…

ବିଜୁ ଜୟନ୍ତୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଖୋର୍ଦ୍ଧା ଅଫିସ,୬।୩: ପୌର ନିର୍ବାଚନ ପାଇଁ ନାମାଙ୍କନକୁ ଦୁଇ ଦିନ ବାକି ରହିଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟକୁ ନେଇ ବିଜେଡି କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶନିବାର ଖୋର୍ଦ୍ଧା ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ…

ଘୋଡ଼ାବେପାର ଉପରେ ନଜର

ପୁରୀ ଅଫିସ,୬।୩: ପୁରୀ ସଦର ବ୍ଲକ୍‌ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ସେକଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପୁରୀ ସଦରର ୩୦ ବିଜୟୀ ସମିତିସଭ୍ୟଙ୍କୁ ନେଇ ଯେଉଁ ରାଜନୀତି ଚାଲିଛି ତାକୁ ଦେଖିଲେ ବ୍ଲକ୍‌ କାହା ହାତକୁ ସେକଥା…

ପ୍ରଥମ ପାରିଶ୍ରମିକ ଟଙ୍କା ମା’ବାପାଙ୍କୁ ଦେଇଥିଲି: ବିଷ୍ଣୁପ୍ରିୟା

୧୯୯୨ ମସିହାର କଥା, ସେତେବେଳେ ମୁଁ ଜୟପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳା ଛାତ୍ରୀ। ସେବେ ଜୟପୁର ଆକାଶବାଣୀ କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାରିତ କରିବା ପାଇଁ ରଘୁଭାଇ ମୋର ୩/୪ଟି କବିତାର ହାର୍ଡକପି ନେଇଥିଲେ। ନିର୍ଦ୍ଧାରିତ…

କେନ୍ଦ୍ର ସାହିତ୍ୟ ଏକାଡେମୀର ବିଜ୍ଞାନ-ସମ୍ପାନରେ କମଳାକାନ୍ତ

ଭୁବନେଶ୍ୱର,୬।୩(ବ୍ୟୁରୋ): ଦିଲ୍ଲୀଠାରେ ଆସନ୍ତା ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ବାର୍ଷିକ ସାହିତ୍ୟ ଉତ୍ସବ ‘ଫେଷ୍ଟିଭାଲ ଅଫ୍‌ ଲେଟର୍ସ୍‌’ ପାଳନ କରାଯିବ। ଏହି ଉତ୍ସବର ବିଜ୍ଞାନ-ସମ୍ପାନରେ ବିଶିଷ୍ଟ ଜନପ୍ରିୟ ବିଜ୍ଞାନ ଲେଖକ ତଥା ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ପଦାର୍ଥ…

ରହସ୍ୟମୟ ବିଭୋରତା କବି ମମତା

ଜୀବନର ପ୍ରଚଣ୍ଡ ପ୍ରବାହକୁ ତାଙ୍କ କବିତା ଯେମିତି ତୋଳିନେବାକୁ ଚାହେଁ ଶବ୍ଦ ଓ ଛନ୍ଦ ମାଧ୍ୟମରେ। କବିତାରେ ମାଧ୍ୟମରେ ଜୀବନର ଲାଳିତ୍ୟ, କୋମଳତା, ସୌକୁମାର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତିଫଳନ ଘଟାଉଥିବା ଏହି କବି ହେଉଛନ୍ତି ମମତା ଦାଶ.. କବିତାରେ ଜୀବନର ରହସ୍ୟ…

ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର,୬।୩(ବ୍ୟୁରୋ): ଖଣ୍ଡଗିରିରେ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜିତେନ୍ଦ୍ର ପ୍ରସାଦ ଦାସ (୪୨)। ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଧୀନ ଅନ୍ଦୁଳିରେ। ସେ ପ୍ରମେୟ ଖବରକାଗଜର ବରିଷ୍ଠ ସହ ସମ୍ପାଦକ…

ଭୁଶୁଡ଼ିଲା ନିର୍ମାଣାଧୀନ ରେଲୱେ ଓଭରବ୍ରିଜ

ବାଉଁଶୁଣୀ/ବୌଦ୍ଧ,୬।୩(ଡି.ଏନ.ଏ./ସ୍ବ.ପ୍ର.):  ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ବ୍ୟାପୀ ଏହି ରେଳପଥ ଯିବାକୁ ଥିବା ବେଳେ କାମ ଆଗେଇ ଚାଲିଛି। ତେବେ ନିମ୍ନମାନର କାମ ଯୋଗୁ ବୌଦ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri