ବାର୍ହା ଭାବି ଯୁବତୀଙ୍କୁ ଗୁଳି
ସୁନ୍ଦରଗଡ଼,୭।୩(ଡି.ଏନ୍.ଏ.): ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ବନ୍ୟଜନ୍ତୁ ଶିକାର ପାଇଁ ଛକିଥିବା ଶିକାରୀ ବାର୍ହା ଭାବି ଚଳାଇଦେଲେ ଗୁଳି। ଏଥିରେ ଜଣେ ଯୁବତୀ ଆହତ ହୋଇଛନ୍ତି। ସେ ହେଲେ ଉର୍ବଶୀ ନାଏକ (୧୮)। ସୁନ୍ଦରଗଡ଼ ସଦର ବ୍ଲକ ଧରୁଆଡିହି…
ରୁଷିଆରେ ସମସ୍ତ ସେବା ବନ୍ଦ କଲା ନେଟଫ୍ଲିକ୍ସ
ମସ୍କୋ,୭ ।୩: ୟୁକ୍ରେନ୍-ରୁଷିଆ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଦୀର୍ଘ ୧୨ ଦିନର ଘମାଘୋଟ ଲଢେଇ ଭିତରେ ଛାରଖାର ହୋଇଗଲାଣି ୟୁକ୍ରେନ୍ । ଏପଟେ ରୁଷିଆର ଜିଦ୍ ଯୋଗୁ ଯୁଦ୍ଧ ବେଳକୁ ବେଳ ଆହୁରି ଭୟଙ୍କର…
ବୁଦାପେଷ୍ଟରେ ପହଞ୍ଚିବାକୁ ଜାରି ହେଲା ନୂଆ ଆଡଭାଇଜରି
ନୂଆଦିଲ୍ଲୀ,୬।୩: ୟୁକ୍ରେନ୍ରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଆହୁରି ଅନେକ ରହିଯାଇଥିବା ବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ରବିବାର ନୂଆ ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍ ଏବଂ ହଙ୍ଗେରିରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ…
୧୦ ଦିନ ପରେ କୋଇଲା ଖଣିରୁ ମିଳିଲା ୧୪ ଶ୍ରମିକଙ୍କ ମୃତଦେହ
ବେଜିଂ,୬।୩: ଚାଇନାରେ ଭୁଶୁଡ଼ି ପଡ଼ିଥିବା ଏକ କୋଇଲା ଖଣିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେବୃୟାରୀ ୨୫ରେ ଗୁଇଝୋଉ ପ୍ରଦେଶର ସାନ୍ହେ ଶୁନଜୁନ୍ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ବହୁସଂଖ୍ୟାରେ ଶ୍ରମିକ ଏଥିରେ ଫସି ରହିଥିଲେ। ୧୦ ଦିନ ହେଲା…
୬୭ ବର୍ଷ ପରେ ଭାରତୀୟ କ୍ରିକେଟରେ ଘଟିଲା ଏମିତି
ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଏକ ଇନିଂସ ଓ ୨୨୨ ରନ୍ର ବିରାଟ ବିଜୟ ସହ ଆରମ୍ଭ ହୋଇଛି ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ୟାରିୟର। ଅଧିନାୟକ ଭାବେ ପଦାର୍ପଣ ମ୍ୟାଚ୍କୁ ଏକ ଇନିଂସ ବ୍ୟବଧାନରେ ଜିତିବାରେ ରୋହିତ ଦ୍ୱିତୀୟ ଭାରତୀୟ। ତାଙ୍କ…
ଆଖିରେ ପଟି ବାନ୍ଧି ସବୁ କାମ କରୁଛନ୍ତି ୮ ବର୍ଷର ନାବାଳକ
କୋକସରା,୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡାଗୁଡା ଗାଁର ବିସ୍ମୟ ବାଳକ ରିତେଶ କୁମାର ସାହୁ (୮)। ସାଧାରଣତଃ ଆମ ଆଖିରେ ପଟି ବାନ୍ଧିଲେ ଆମକୁ କିଛି ଦେଖାଯାଏ ନାହିଁ। ହେଲେ ରିତେଶ ଆଖି ବନ୍ଦ କରି ସବୁ କାମ କରିପାରୁଛନ୍ତି।…
ବିରଳ ରେକର୍ଡ ହାତଛଡ଼ା କଲେ ଜାଡେଜା
ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ରବୀନ୍ଦ୍ର ଜାଡେଜା ଏକ ବିରଳ ରେକର୍ଡର ଅଧିକାରୀ ହେବାରୁ ବଞ୍ଚିତ ହୋଇଛନ୍ତି। ମ୍ୟାଚ୍ରେ ୧୭୫ ରନ୍ର ଅପରାଜିତ ଇନିଂସ ଖେଳିଥିବା ଅଲରାଉଣ୍ଡର ଉଭୟ ଇନିଂସ ଯଥାକ୍ରମେ ୫ ଓ ୪ ଉଇକେଟ…
ସୈଫ୍ଙ୍କ ଉପରକୁ ହାତ ଉଠାଇଲେ ତୈମୁର
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ବଡ଼ ପୁଅ ତୈମୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ରାଗିକି ବାପା ସୈଫ୍ଙ୍କୁ ହାତ ଉଠାଉଥିବା ଭିଡିଓ ଭାଇରାଲ ହୋଇଛି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ…
କାଠ ସଂଗ୍ରହ କରିବାକୁ ଯାଇ ଯୁବତୀ ଖାଇଲେ ଗୁଳି ମାଡ଼
ସୁନ୍ଦରଗଡ଼, ୬।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ସଦର ବ୍ଲକ ଧରୁଆଡିହି ଥାନା ଅନ୍ତର୍ଗତ ଲମଟି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ଅଭାବନୀୟ ଘଟଣା ଘଟିଛି। ମହିଳାମାନଙ୍କ ସହ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ଉର୍ବଶୀ ନାଏକ (୧୮) ନାମ୍ନୀ ଜଣେ…
ଜାଡେଜାଙ୍କ ଦ୍ୱିଶତକ ପୂର୍ବରୁ କାହିଁକି ହେଲା ଇନିଂସ ଘୋଷଣା: ରୋହିତ କଲେ ଖୁଲାସା
ମୋହାଲି,୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ ମାତ୍ର ୩ ଦିନରେ ଶେଷ ହୋଇଛି। ଅଧିନାୟକ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ…
ଚାମଚରେ ପାଣି ପିଇଲେ ମହାଦେବଙ୍କ ବୃଷଭ
କୋକସରା,୬।୩(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗାଁରେ ଥିବା ଚମ୍ପେଶ୍ୱର ମହାଦେବ ମନ୍ଦିରରେ ରବିବାର ମହାଦେବଙ୍କ ବୃଷଭ ଚାମଚରେ ପାଣି ପିଉଥିବା ଚର୍ଚ୍ଚା ହୋଇଥିଲା। ଏହାଶୁଣି ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ପଥରରେ ନିର୍ମିତ ବୃଷଭ ପାଣି ପିଇବା ଅବିଶ୍ୱାସ…
ପାକିସ୍ତାନ ଅଧିନାୟିକାଙ୍କ ଝିଅ ସହ ଖେଳିଲେ ଟିମ୍ ଇଣ୍ଡିଆ ସଦସ୍ୟା
ମାଉଣ୍ଟ ମାଉଙ୍ଗାନୁଇ,୬।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ଭାରତୀୟ ଦଳ ୧୦୭ ରନ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଦିନିକିଆ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଏହା ଭାରତର କ୍ରମାଗତ ୧୧ତମ ବିଜୟ। ମ୍ୟାଚ୍ ପରେ ଭାରତୀୟ ଦଳର…
Archives


