ବିହାର କ୍ରିକେଟ ମୁଖ୍ୟଙ୍କ ନାମରେ ବଳାତ୍କାର ଉଦ୍ୟମ ଅଭିଯୋଗ
ନୂଆଦିଲ୍ଲୀ,୯।୩: ଏକ ବିଜ୍ଞାପନ ଫାର୍ମ ଡିରେକ୍ଟର ବିହାର କ୍ରିକେଟ ଆସୋସିଏଶନ ମୁଖ୍ୟଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆଣିଛନ୍ତି। ପାରଲିଆମେଣ୍ଟ ଷ୍ଟ୍ରିଟ୍ ଥାନାରେ ମହିଳାଙ୍କ ଅଭିଯୋଗ ପରେ ବିସିଏର କାର୍ଯ୍ୟକାରୀ ମୁଖ୍ୟ ରାକେଶ ତିଓ୍ବାରୀଙ୍କ ବିରୋଧରେ ବଳାତ୍କାର ଓ ନିର୍ଯାତନା ମାମଲା…
ଜମ୍ମୁ-କଶ୍ମୀରରେ ବିସ୍ଫୋରଣ: ଜଣେ ମୃତ,୧୪ ଆହତ
ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ଉଧମପୁରରେ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ହଠାତ୍ ବଜାରରେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଲୋକେ ଆତଙ୍କିତ ହୋଇପଡିଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି…
ସ୍ବାମୀ ଭାଗବଣ୍ଟା: ଜଣେ ସ୍ତ୍ରୀଙ୍କ ପାଖରେ ୩ ଦିନ ରହିବାକୁ ଚୁକ୍ତି
ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶର ରାମପୁର ଜିଲାରେ ସ୍ବାମୀ ଭାଗବଣ୍ଟାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷଙ୍କୁ ଦୁଇଜଣ ମହିଳା ବିବାହ କରିବାକୁ ଚାହୁଁଥିଲେ। ତାଙ୍କର ଦ୍ୱିତୀୟ ବିବାହ ପ୍ରଥମ ସ୍ତ୍ରୀଙ୍କ ସହମତିରେ ହୋଇଥିଲା। ଆଶ୍ଚର୍ଯ୍ୟକର ବିଷୟ ହେଉଛି…
ଶେଷରେ କ୍ଷମା ମାଗିଲା ଫ୍ଲିପ୍କାର୍ଟ
ନୂଆଦିଲ୍ଲୀ,୯।୩: ଆକର୍ଷଣୀୟ ଅଫର୍ ନେଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ଆଜିକାଲିର ଅନ୍ଲାଇନ୍ ସପିଂ କମ୍ପାନୀଗୁଡ଼ିକର ଫର୍ମୁଲା। ହେଲେ ବେଳେବେଳେ ଏହି ଅଫର୍ କମ୍ପାନୀଗୁଡ଼ିକୁ ମହଙ୍ଗା ପଡ଼ୁଛି। ଏଭଳି କିଛି ଘଟିଛି ଅନ୍ଲାଇନ୍ ସପିଂ କମ୍ପାନୀ ଫ୍ଲିପ୍କାର୍ଟ ସହ। ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା…
ସୁମି ଅଞ୍ଚଳରେ ଏୟାର୍ଷ୍ଟ୍ରାଇକ୍ କଲା ରୁଷିଆ: ୨୨ ମୃତ
କ୍ୱିଭ୍,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ସୁମିର ଆବାସିକ ଅଞ୍ଚଳ ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ଅତିକମ୍ରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ପିଲା ସାମିଲ ଅଛି। ସୂଚନାଯୋଗ୍ୟ, ଆଜି ରୁଷିଆ…
ବିଶ୍ୱର ନଂ ୧ ଟେଷ୍ଟ ଅଲରାଉଣ୍ଡର ଜାଡେଜା
ଦୁବାଇ,୯।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍ରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ତଥା ମୋହାଲି ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଜାଡେଜାଙ୍କ ର଼୍ୟାଙ୍କିଙ୍ଗ୍ରେ ଏଭଳି ପରିବର୍ତ୍ତନ ଆସିଛି। ମ୍ୟାଚ୍ରେ ସେ ୧୭୫…
କ୍ରିକେଟରେ ମଙ୍କଡ ଆଉଟ୍ ଅନୁଚିତ ନୁହେଁ
ଲଣ୍ଡନ,୯।୩: କ୍ରିକେଟରେ ମଙ୍କଡ୍ ଆଉଟ୍ ଆଉ ଅନୁଚିତ ନୁହେଁ। ଅର୍ଥାତ ବୋଲର ବଲ ପକାଇବା ପୂର୍ବରୁ ଯଦି ନନ୍ ଷ୍ଟ୍ରାଇକର ଏଣ୍ଡ୍ରେ ଥିବା ବ୍ୟାଟର କ୍ରିଜ ଛାଡ଼ି ଆଗକୁ ଯାଆନ୍ତି, ତେବେ ବୋଲର ତାଙ୍କୁ ମଙ୍କଡ୍ ଆଉଟ୍ କରିପାରିବେ। ଏ ନେଇ…
ଉଧାମପୁରରେ ବିସ୍ଫୋରଣ, ଜଣେ ମୃତ ୧୩ ଆହତ…
ଶ୍ରୀନଗର,୯।୩ : ଜମ୍ମୁ-କଶ୍ମୀରର ଉଧାମପୁରର ସାଲାଥିଆ ଛକରେ ବୁଧବାର ଅପରାହ୍ନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ପୋଲିସ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ କିପରି ହୋଇଛି ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି। ଏଥିରେ…
ସିଏସ୍କେ ପାଇଁ ବଡ଼ ଖବର
ଚେନ୍ନାଇ,୯।୩: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ବୁଧବାର ବଡ଼ ଆଶ୍ୱସନା ମିଳିଛି। ଦଳର ପ୍ରମୁଖ ଅଲରାଉଣ୍ଡର ଦୀପକ ଚହର ଚଳିତ ସିଜନରେ ଖେଳିବା ପାଇଁ ଉପଲବ୍ଧ ରହିବେ। ମିଳିଥିବା ସୂଚନା ମୁତାବକ, ଏହି ପେସରଙ୍କ ଏବେ ଅସ୍ତ୍ରୋପଚାର…
ନିର୍ବାଚନ ମଇଦାନରେ ବାପା-ପୁଅ: ଚାଲିଛି କଡ଼ା ଟକ୍କର
ପୋଲସରା,୯।୩(ଡି.ଏନ୍.ଏ.): କୁହାଯାଏ, ବାପ ଥିବା ପୁଅ ସଭାରେ ହାରେନି। ହେଲେ, ପୁଅକୁ ହରାଇବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ବାପା। ନିର୍ବାଚନ ରଣାଙ୍ଗନରେ ଉଭୟ ବାପା ପୁଅଙ୍କ ମଧ୍ୟରେ ଲଢ଼େଇ । ଚାଲିଛି କଡ଼ା ଟକ୍କର। ଏଭଳି ନିଆରା ଘଟଣା…
ଗୋବରରେ ପ୍ରସ୍ତୁତ ଆଟାଚ୍ ଭିତରେ ବଜେଟ୍
ରାୟପୁର,୯।୩: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଗାଈକୁ ଗୁରୁତ୍ୱ ଦେବା ସହ ସେ ଏକ ନିଆରା ପଦକ୍ଷେପ ନେଇ ଗୋବରରେ ତିଆରି ଏକ ବ୍ୟାଗରେ ବଜେଟ ଡକ୍ୟୁମେଣ୍ଟ ଆଣିଥିଲେ।…
୧୫ ବର୍ଷରେ ଏମିତି ବଦଳିଗଲେ ‘ତାରେ ଜାମିନ ପର’ ଶିଶୁ କଳାକାର, ଜାଣନ୍ତୁ କ’ଣ କରନ୍ତି ଏବେ
ଫିଲ୍ମର କାହାଣୀ ସହିତ କେତେକ କଳାକାର ମଧ୍ୟ ଆମ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରନ୍ତି । ୨୦୦୭ର ମନସ୍ତାତ୍ତ୍ୱିକ ଫିଲ୍ମ ‘ତାରେ ଜାମିନ ପର’ରେ ଖୁବ୍ କମ୍ କଥା କହିଥିବା ଶିଶୁ କଳାକାର ଇଶାନ ଆଶ୍ୱସ୍ଥି ତାଙ୍କ ଅଭିନୟ…
Archives


