ଭୁବନେଶ୍ୱରରେ ‘ସାଇନ୍ସ ସିଟି’ , ଚିହ୍ନଟ ହୋଇଛି ୩୦ ଏକର ଜମି
ଭୁବନେଶ୍ୱର,୧୫ା୭(ବ୍ୟୁରୋ):ଭୁବନେଶ୍ୱର ଉପକଣ୍ଠରେ ଏକ ବିଜ୍ଞାନ ସହର(ସାଇନ୍ସ ସିଟି) ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୩୦ ଏକର ଜମି ଚିହ୍ନଟ ହୋଇଛି। ନ୍ୟାଶନାଲ କାଉନ୍ସିଲ ଅଫ୍ ସାଇନ୍ସ ମ୍ୟୁଜିୟମକୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା…
ପୁରୀରେ ହେବ ପ୍ଲାନେଟାରିୟମ
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ପୁରୀ ଜିଲାରେ ନିର୍ମାଣ ହେବ ପ୍ଲାନେଟାରିୟମ। ପୁରୀ ଐତିହ୍ୟ ପ୍ରକଳ୍ପ ସହ ଯୋଡ଼ି ହେବ ଆଉ ଏକ ଫର୍ଦ୍ଦ। ରାଜ୍ୟ ସରକାର ପୁରୀ ଜିଲାର ସିଦ୍ଧମହାବୀର ମୌଜା ୟୁନିଟ୍-୩ ଠାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟାରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି…
ନା ବିବାହ, ନା ନିର୍ବନ୍ଧ; କୋଡିଏ ଘଣ୍ଟା ପରେ ମୁହଁ ଖୋଲି ସୁସ୍ମିତା କହିଲେ…
ବମ୍ବେ: ଲଳିତ ମୋଦିଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍ ଡିଭା ସୁସ୍ମିତା ସେନ। କିଛି ମାସ ତଳେ ନିଜଠାରୁ ସାନ ବୟସର ମଡେଲଙ୍କ ସହ ତାଙ୍କର ବ୍ରେକ୍ଅପ୍ ହୋଇଥିଲା। ଏବେ ସେ ପୁଣି ପ୍ରେମରେ ପଡ଼ିଛନ୍ତି। ପ୍ରଥମେ ଲଳିତ…
୨୮ ସାଗୁଆନ ଗଣ୍ଡି ଜବତ
ରାଇଘର,୧୫ା୭(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବନ ବିଭାଗ ଟିମ୍ ଗୁରୁବାର ରାତିରେ ପାଟ୍ରୋଲିଂବେଳେ କୁସୁମପୁର-ଜୈଲଗୁଡ଼ା ନିକଟରେ ଏକ ସାଗୁଆନ କାଠ ବୋଝେଇ ପିକ୍ଅପକୁ ଜବତ କରିଛି। ସେଥିରୁ ୨୮ ଖଣ୍ଡ ସାଗୁଆନ କାଠ ଗଣ୍ଡି ଜବତ କରାଯିବା ସହ ଜଣଙ୍କୁ ଗିରଫ…
ବାପାଙ୍କ ଆଖି ଆଗରେ ବୁଡ଼ିଗଲେ ଝିଅ
ଉମରକୋଟ,୧୫ା୭(ସ୍ବ.ପ୍ର.): ଶୌଚ ପାଇଁ ଯାଇ ଆଖି ଆଗରେ ପୋଖରୀରେ ବୁଡ଼ିଗଲେ ଝିଅ। ଏହା ଦେଖି ବାପା ଚିତ୍କାର କରୁଥିଲେ ମଧ୍ୟ ଝିଅକୁ ବଞ୍ଚାଇ ପାରି ନ ଥିଲେ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ସଦର ଗ୍ରାମରେ ଶୁକ୍ରବାର ଏଭଳି…
ଗ୍ୟାରେଜରୁ ଚୋରି କରି ବନ୍ଧା ହେଲେ
ଝାରସୁଗୁଡ଼ା ଅଫିସ,୧୫।୭: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅଧୀନ ଯୋବ ଛକର ଏକ ଗ୍ୟାରେଜରୁ ଚୋରି ଅଭିଯୋଗରେ ଗଙ୍ଗାନଗର ଅଞ୍ଚଳର ମହମ୍ମଦ ସକିଲ (୨୨)ଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗତ ୧୨ତାରିଖ ରାତିରେ ଗ୍ୟାରେଜରେ ଥିବା…
୬ ଜିଲାରେ ପ୍ରବଳ ବର୍ଷିବ: ଅରେଞ୍ଜ ୱାର୍ନିଂ ଜାରି
ଭୁବନେଶ୍ୱର,୧୫।୭(ବ୍ୟୁରୋ): ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉପକୂଳ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଜାରି ରହିଛି। ଆଗକୁ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଆଗାମୀ…
ଦ୍ରୌପଦୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତାଙ୍କ କଟୁ ମନ୍ତବ୍ୟକୁ ଭାଜପାର ବିରୋଧ
ଝାରସୁଗୁଡ଼ା ଅଫିସ,୧୫।୭: ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତା ଅଜୟ କୁମାରଙ୍କ କଟୁ ମନ୍ତବ୍ୟକୁ ନେଇ ଭାଜପା ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଝାରସୁଗୁଡା ବସ୍ଷ୍ଟାଣ୍ଡ ନିକଟ ଗାନ୍ଧୀମୂର୍ତ୍ତି ତଳେ ଦଳୀୟ କର୍ମକର୍ତ୍ତା…
ଆର୍ମି କ୍ୟାମ୍ପରେ ଫୁଟିଲା ଗୁଳି
ଶ୍ରୀନଗର,୧୫।୭: ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଞ୍ଛ ଜିଲାର ସୁରାନକୋଟର ଆର୍ମି କ୍ୟାମ୍ପ ଭିତରେ ଗୁଳି ଫୁଟିଛି। ଏହି ଘଟଣାରେ ୨ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ୫ଟା ୩୦ରେ ପୁଞ୍ଛର ସୁରାନକୋଟରେ ଅବସ୍ଥିତ…
ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଗାଁରେ ପହଞ୍ଚିଲା ବିଶେଷଜ୍ଞ ଟିମ୍
ବ୍ରହ୍ମପୁର ଅଫିସ,୧୫।୭: ଗଞ୍ଜାମ ଜିଲାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛି। ଡେଙ୍ଗୁ ରୋଗରେ ଆକ୍ରାନ୍ତ ଜଣଙ୍କ ମହିଳା ବୋଲି ଜଣାପଡିଛି। ସେ ଭୁବନେଶ୍ୱରରେ ପରିବାର ସହ ରହୁଥିବା ବେଳେ ତାଙ୍କୁ ଜ୍ୱର ହୋଇଥିଲା। ପରେ ସେ ଗଞ୍ଜାମ ଘରକୁ…
ସୁସ୍ମିତାଙ୍କ ରୋମାନ୍ସକୁ ପୂର୍ବ ପ୍ରେମିକଙ୍କ ସମର୍ଥନ
ବମ୍ବେ: ପୂର୍ବତନ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ ନିଜର ନୂଆ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ। ୫୬ ବର୍ଷୀୟ ଲଳିତ ମୋଦିଙ୍କୁ ଡେଟ୍ କରୁଛନ୍ତି ସେ। ଏନେଇ ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଉଭୟଙ୍କୁ କଟାକ୍ଷ କରାଯାଉଛି। କିଛି ପଇସା ଥିଲେ ସବୁକିଛି…
ଦିନ ଦ୍ବିପ୍ରହରରେ ଘରେ ପଶି ମହିଳାଙ୍କ ବେକ କାଟି ଦେଲେ
କଟକ ଅଫିସ, ୧୫।୭: ଦିନ ଦ୍ବିପ୍ରହରରେ ମହିଳାଙ୍କୁ ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କୁତାଖାଇ ଗଳିରେ। ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ହତ୍ୟା କରିଛନ୍ତି । ମୃତା ମହିଳା ହେଲ ଭି. ଗୁଣତି। ତାଙ୍କ କାଟି ହତ୍ୟା…

