Home Left

ଏମିତି କିଣନ୍ତୁ ଛତା…

ବର୍ଷାଦିନେ ପାଣିରୁ ସୁରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି । ଫଳରେ ବର୍ଷା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ତେଣୁ…

ମ୍ୟାଚ୍‌ ପୂର୍ବରୁ କୋହଲି କହିଲେ ‘କ’ଣ ହେବ ଯଦି ମୁଁ…’

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍‌ ପୂର୍ବରୁ ସ୍ବତନ୍ତ୍ର ପୋଷ୍ଟକୁ ନେଇ ଚର୍ଚ୍ଚାରେ ବିରାଟ କୋହଲି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ନିଜର ଫଟୋ ଶେୟାର କରି ସେ ଲେଖିଛନ୍ତି, ମୁଁ ଯଦି ପଡ଼ିଗଲି କ’ଣ ହେବ? ଓଃ, ଯଦି ପ୍ରିୟ…

ଭରା ନଈ ପାର ହେଲେ ପ୍ରସୂତି

କେନ୍ଦୁଝର,୧୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଦୁର୍ଗମ ତାଳପଦା ପଞ୍ଚାୟତ ଅନ୍ତର୍ଗତ ତାଳପଦା ମୁଣ୍ଡା ସାହିର ଜଣେ ପ୍ରସୂତିଙ୍କୁ ସମାକୋଇ ନଦୀରେ ପାର କରାଇଛନ୍ତି ତେଲକୋଇ ଦମକଳ ବାହିନୀ କର୍ମଚାରୀ। ଶନିବାର ଗ୍ରାମର କୁମର ମହାରଣାଙ୍କ ସ୍ତ୍ରୀ ବାସନ୍ତୀ ଗର୍ଭ ଯନ୍ତ୍ରଣା…

ରାତି ପାହିଲେ ଶ୍ରାବଣ ପ୍ରଥମ ସୋମବାର: ଶୈବ ପୀଠ ଚଳଚଞ୍ଚଳ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ପାଣି ଲାଗି କରିବାକୁ କାଉଡ଼ିଆ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି…

ହାତରେ କାର୍‌ ଉଠାଇଲେ ଏହି ବ୍ୟକ୍ତି, ଭିଡିଓ ଦେଖିଲେ କହିବେ…

ଆପଣ ନିଶ୍ଚିତ ଭାବରେ ମାର୍ଭେଲ କମିକ୍ସର ସୁପରହିଟ୍‌ ‘ହଲ୍କ’ ବିଷୟରେ ଜାଣିଥିବେ। ଆଭେଞ୍ଜର୍ସ ଫିଲ୍ମରେ ତାଙ୍କର ଚରିତ୍ରକୁ ବହୁତ ପ୍ରଶଂସା କରାଯାଏ। ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଅଟନ୍ତି। କିନ୍ତୁ ସେ ଫିଲ୍ମରେ କେବଳ ଏକ…

ଫସିରହିଥିବା କୈଳାସ ତୀର୍ଥଯାତ୍ରୀଙ୍କୁ ୩୬ ଘଣ୍ଟା ପରେ ଉଦ୍ଧାର

ଡେରାଡୁନ୍‌,୧୭।୭: ୩୬ ଘଣ୍ଟା ପରେ ଫସିରହିଥିବା ୪୦ ଜଣ କୈଳାସ ତୀର୍ଥଯାତ୍ରୀଙ୍କୁ ରବିବାର ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡ କୈଳାସ ମାନସରୋବର ରାସ୍ତାରେ ବଡ଼ବଡ଼ ଶିଳାଖଣ୍ଡ ଯୋଗୁ ରାସ୍ତା ବନ୍ଦ ରହିଥିଲା। ଫଳରେ କୈଳାସ ଯାତ୍ରାରୁ ଫେରିବା ବେଳେ ତୀର୍ଥଯାତ୍ରୀମାନେ ବୁନ୍ଦି ଗ୍ରାମରେ…

ବିମାନରେ ସ୍ପିକର ଦେଇ ଗୀତ ଗାଇଲେ ଏୟାରହୋଷ୍ଟେସ୍‌, ଯାତ୍ରୀ କହିଲେ…

ସାଧାରଣତଃ ବିମାନ ଯାତ୍ରା ବହୁ ଶାନ୍ତିଦାୟକ ବୋଲି କୁହାଯାଏ। ବସ୍‌ କିମ୍ବା ଟ୍ରେନରେ ଯାତ୍ରା କରିବା ସମୟରେ ଅଧିକ କୋଳାହଳ ଶୁଣିବାକୁ ମିଳିଥାଏ। ବସ୍‌ ଏବଂ ଟ୍ରେନ୍‌ରେ ଅନେକ ପ୍ରକାରର ଲୋକ ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ…

୭୦ ଶତକ ମାରିବା କ୍ୟାଣ୍ଡି କ୍ରସ୍‌ ନୁହେଁ: କୋହଲିଙ୍କୁ ନେଇ ଏମିତି କହିଲେ…

ନୂଆଦିଲ୍ଲୀ,୧୭।୭: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ବିତର୍କ ଚାଲିଛି। ଏବେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତର ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଶ୍ଚିତ ଭାବେ କୋହଲି ନିଜ ଫର୍ମ ହାସଲ କରିବେ। ଏଥିଲାଗି…

ଦେଶରେ ୨୦୦ କୋଟି ଅତିକ୍ରମ କରିବ ଟିକାକରଣ

ନୂଆଦିଲ୍ଲୀ,୧୭।୭: ଦେଶରେ ଜାରି ରହିଛି ଟିକାକରଣ। ଖୁବ୍‌ଶୀଘ୍ର ଟିକାକରଣରେ ୨୦୦ କୋଟି ଅତିକ୍ରମ କରିବାକୁ ଯାଉଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଶନିବାର ମୋଟ ୧୦ ଲକ୍ଷ ହିତାଧିକାରୀ ଟିକା ନେଇଥିବା ବେଳେ…

ବର୍ଷାରେ ଷ୍ଟ୍ରିଟ୍‌ଫୁଡ୍‌

ବର୍ଷାଦିନିଆ ଥଣ୍ଡା ପାଗରେ ଗରମ ଗରମ ଚଟପଟି ଖାଦ୍ୟ ଖାଇବାର ମଜା ନିଆରା। ଯେଉଁଥିପାଇଁ ଛୋଟରୁ ବଡ ପ୍ରତିଟି ସହରର ରାସ୍ତା ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳେ ଭଳିକି ଭଳି ଷ୍ଟ୍ରିଟ୍‌ଫୁଡ୍‌ର ସମ୍ଭାର। ଆଉ ଯାହାକୁ ଖାଇବାର କ୍ରେଜ୍‌ ସବୁଠୁ ଅଧିକ…

ଲଗାଣ ବର୍ଷା ଯୋଗୁ ପୁଣି ଗଜପତିରେ ଧସିଲା ପାହାଡ଼, ମାଡ଼ି ଆସିଲା ଝରଣା ପାଣି

ପାରଳାଖେମୁଣ୍ଡି,୧୭।୭(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ କଳାକୋଟରେ ଶନିବାର ରାତି ତମାମ ଲଗାଣ ବର୍ଷା ଯୋଗୁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିରତୁଲ କୁଲଙ୍ଗ ଗ୍ରାମ ପାହାଡରୁ…

ତୃତୀୟ ମ୍ୟାଚ୍‌ ଖେଳିବାକୁ ଟିମ୍‌ ଉତ୍ସାହର ସହ ଅପେକ୍ଷା କରିଛି: ସୂର୍ଯ୍ୟକୁମାର

ମଞ୍ଚେଷ୍ଟର,୧୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ରବିବାର ଖେଳାଯିବ। ଦୁଇଟି ମ୍ୟାଚ୍‌ ପରେ ଉଭୟ ଦଳ ୧-୧ରେ ସମାନ ସ୍ଥିତିରେ ଅଛନ୍ତି। ଏଣୁ ଉଭୟ ଦଳ ପାଇଁ ମ୍ୟାଚ୍‌ର ଗୁରୁତ୍ୱ ଅଧିକ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?