କାଶିପୁରରେ ଝାଡ଼ାବାନ୍ତି ନେଲା ପୁଣି ଜଣଙ୍କ ଜୀବନ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି
ରାୟଗଡ଼ା ଅଫିସ/ ଟିକିରି,୨୩।୭(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶିପୁର ବ୍ଲକରେ ଝାଡ଼ାବାନ୍ତି ଥମିବାର ନାଁ ଧରୁନି। ଏଥିରେ ଆଉ ଜଣଙ୍କର ଜୀବନ ଯାଇଛି। ମୃତକ ହେଉଛନ୍ତି ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଘାଗୁଡ଼ା ଗ୍ରାମର ଅର୍ଜୁନ ଜାନି (୫୫)। ୧୯ତାରିଖରେ ତାଙ୍କୁ ଝାଡାବାନ୍ତି ହେଉଥିଲା। ଡାକ୍ତରୀ…
ପୁଣି ବାପା ହେବେ ରାହାଣେ, ଫଟୋ ଶେୟାର କରି ଦେଲେ ସୂଚନା
ନୂଆଦିଲ୍ଲୀ,୨୩।୭: ପୁଣି ବାପା ହେବେ ଭାରତୀୟ କ୍ରିକେଟ୍ ଟିମ୍ର ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ। ଏହାକୁ ନେଇ ରାହାଣେଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଯେଉଁଥିରେ ସେ ଅଜିଙ୍କ୍ୟ ରାହାଣେ ଓ ଝିଅଙ୍କ ସହ ନଜର ଆସିଛନ୍ତି। ଏହି ଖବର ସାମ୍ନାକୁ…
ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଜବତ: ହତ୍ୟା ସନ୍ଦେହ
କଣ୍ଟାପଡ଼ା,୨୩।୭(ଡି.ଏନ୍.ଏ.): କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ବଜାର ପଛପଟୁ ଶନିବାର ସକାଳେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରଯାଇଛି। ମୃତକ ହେଲେ ସେହି ଗ୍ରାମର ଦେବେନ୍ଦ୍ର ବେହେରା(୩୫)। ଖବରପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ…
ଷ୍ଟାର୍ଙ୍କ କଳି: ଥାନାରେ ଦ୍ୱାରସ୍ଥ ହେଲେ ପ୍ରକୃତିଙ୍କ ମା’ବାପା
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ଏମିତି କି ବାବୁସାନଙ୍କ ସ୍ତ୍ରୀ ଅଭିନେତ୍ରୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି…
ଜ୍ୱାଇଁ ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ
ପରଜଙ୍ଗ,୨୩।୭(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ପଙ୍ଗାତିରା ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣିଲେ ଜ୍ୱାଇଁ। ମୃତ ଶ୍ୱଶୁର ଜଣଙ୍କ ପରଜଙ୍ଗ ଥାନା ପଙ୍ଗାତିରା ଗଁାର…
ବୁଲାଗୋରୁଙ୍କୁ ମୁକୁଳେଇବାକୁ ଆସିଲେ ମାଲିକ ଗଣିବେ ୫୦୦
ଗଞ୍ଜାମ,୨୩।୭(ଡି.ଏନ୍.ଏ.): ଗଞ୍ଜାମ ସହରରେ ବୁଲାଗୋରୁଙ୍କ ଉପଦ୍ରବ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ତେବେ ବିଳମ୍ବରେ ହେଲେ ମଧ୍ୟ ଏନ୍ଏସି…
ଲଗାଣ ବର୍ଷାରେ ପୁଣି ଧୋଇଗଲା ଆପ୍ରୋଚ ପୋଲ: ଜୁନାଗଡ଼-ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ
ଭବାନୀପାଟଣା,୨୩।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼-ଧର୍ମଗଡ଼ ମଧ୍ୟରେ ଥିବା ହାଲେର ଯୋରରେ ଶନିବାର ବନ୍ୟା ପାଣି ଆସି ପୁଣି ଆପ୍ରୋଚ ପୋଲକୁ ଧୋଇନେଇଛି। ଫଳରେ ଜୁନାଗଡ଼-ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ୧୨ ତାରିଖରେ ହୋଇଥିବା ଲଗାଣ ବର୍ଷାରେ ହାଲେର…
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ନୂଆଦିଲ୍ଲୀ,୨୩ ।୭: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ଉପରେ କଂଗ୍ରେସ ଲଗାଇଛି ଗୁରୁତର ଅଭିଯୋଗ । ଦଳ ପକ୍ଷରୁ ସ୍ମୃତିଙ୍କ ଇସ୍ତଫା ଦାବି କରାଯାଇଛି । ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫା ଗ୍ରହଣ କରନ୍ତୁ ବୋଲି କଂଗ୍ରେସ କହିଛି । କଂଗ୍ରେସର ଅଭିଯୋଗ ସ୍ମୃତିଙ୍କ…
ରେଳ ଷ୍ଟେଶନରେ ମହିଳାଙ୍କୁ ଗଣବଳାତ୍କାର, ୪ ଗିରଫ
ନୂଆଦିଲ୍ଲୀ,୨୩।୭: ମହିଳାଙ୍କୁ ଗଣବଳାତ୍କାର। ରାଜଧାନୀ ଦିଲ୍ଲୀ ରେଳ ଷ୍ଟେଶନରେ ଏଭଳି ଘଟଣା ଘଟିଛି। ଷ୍ଟେଶନ ପ୍ଲାଟଫର୍ମରେ ତିଆରି ଏକ କୋଠରୀ ଭିତରେ କିଛି ରେଲୱେ କର୍ମଚାରୀ ମହିଳାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏଥିରେ ୪ ଜଣଙ୍କୁ ପୋଲିସ ଗିରଫ…
‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍ ଦୀପେଶ ଭାନଙ୍କ ନିଧନ
ମୁମ୍ବାଇ,୨୩।୭: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଜଗତର ବେଶ୍ ଲୋକପ୍ରିୟ ସିରିୟଲ୍ ‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍ ଅଭିନେତା ଦୀପେଶ ଭାନଙ୍କ ପରଲୋକ ଘଟିଛି। ଶନିବାର ୪୧ବର୍ଷ ବୟସରେ ତାଙ୍କର…
ଡ୍ୟାମ୍ରୁ ମିଳିଲା ମୃତଦେହ: ଭାଇ କହୁଛି ମୋ’ ଭଉଣୀ, ମୋ ସ୍ତ୍ରୀ ନୁହେଁ କହିଲେ ସ୍ବାମୀ
ଝାରସୁଗୁଡ଼ା ଅଫିସ,୨୩ା୭: ଲଖନପୁର ଥାନା ବଳଣ୍ଡା ଗ୍ରାମ ନିକଟ ହୀରାକୁଦ ଜଳଭଣ୍ଡାରରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ଜଳଭଣ୍ଡାରରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ଥାନାକୁ ଜଣାଇଥିଲେ । ଖବରପାଇ ଏସ୍ଡିପିଓ ଗୁପ୍ତେଶର ଭୋଇ, ମାଜିଷ୍ଟ୍ରେଟ ଲଖନପୁର ତହସିଲଦାର…
ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ ‘ଶମଶେରା’
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ ‘ଶମଶେରା’ ଶୁକ୍ରବାର ରିଲିଜ୍ ହୋଇଯାଇଛି। ତେବେ ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ ୧୦ କୋଟି ଆୟ କରିଥିବା ଜଣାପଡ଼ିଛି। କୁହାଯାଉଥିଲା କି ଫିଲ୍ମଟି ବକ୍ସ…

