ଜମ୍ମୁରେ ବଡ଼ ଧରଣର ବିସ୍ଫୋରଣ: ୩ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ
ଶ୍ରୀନଗର,୧୪।୩: ଜମ୍ମୁର ରେସିଡେନ୍ସି ରୋଡ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…
ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ ଏନ୍ ଚନ୍ଦ୍ରଶେଖରନ୍
ନୂଆଦିଲ୍ଲୀ,୧୪।୩: ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରନ୍ ଅକ୍ଟୋବର ୨୦୧୬ରେ ଟାଟା ସନ୍ସ ବୋର୍ଡରେ ସାମିଲ ହୋଇଥିଲେ ଏବଂ ଜାନୁଆରୀ…
ଗୁଜରାଟ, ମଧ୍ୟପ୍ରଦେଶ-ହରିଆଣା ପରେ ଏବେ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ,୧୪।୩: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ପିଲ୍ମ ସିନେମା ହଲ୍ରେ ରିଲିଜ୍ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଦ…
ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ବନ୍ଦ ରହିବ ବସ୍ ଚଳାଚଳ
ଭୁବନେଶ୍ୱର ,୧୪।୩(ବ୍ୟୁରୋ): ରାଜ୍ୟରେ ବଢୁଛି ତାତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି । ତେବେ ଗାଇଡ୍ଲାଇନ ଅନୁଯାୟୀ, ରାଜ୍ୟରେ ଦିନ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ ।…
ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ ହେଲେ ଅମିତ ଶାହ
ନୂଆଦିଲ୍ଲୀ,୧୪ ।୩: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଦଳ ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି । ଏହାସହ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ବି ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ ନିଯୁକ୍ତ…
ଘରେ ପଶିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ, ଗୋଡ଼ ହାତ ବାନ୍ଧି ବୁଲାଇଲେ କଳାକନା
ଦିଗପହଣ୍ଡି,୧୪।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ରଘୁନାଥ ଗୌଡଙ୍କ ଘରେ ଶସସ୍ତ୍ର ଡକାୟତି ହୋଇଛି। ରବିବାର ବିଳମ୍ବିତ ରାତିରେ ପରିବାର ଲୋକେ ଘରେ ଶୋଇଥିବା ବେଳେ କଳାମୁଖା ପିନ୍ଧିଥିବା ୫ ଜଣ ଦୁର୍ବୃତ୍ତ ଘର ଛାତ…
ଟେଷ୍ଟ ସିରିଜ୍ ପୋଛିଲା ଟିମ୍ ଇଣ୍ଡିଆ
ବେଙ୍ଗାଲୁରୁ,୧୪।୩: ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନ ମଧ୍ୟରେ ଜିତି ନେଇଛି। ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୨୩୮ ରନ୍ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏଥିଯୋଗୁ ୨…
ଜେଲରେ ‘ଦଶଭି’ର ପ୍ରସ୍ତୁତି କରିବେ ଅଭିଶେକ
ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଦଶଭି’ (Dasvi) ର ରିଲିଜ ଡେଟ ଘୋଷଣା ହୋଇଗଲାଣି । ଫିଲ୍ମରେ ଅଭିଶେକ ବଚ୍ଚନ ଓ ୟାମି ଗୌତମଙ୍କ ଯୋଡି ଦେଖିବାକୁ ମିଳିବ । ଅଭିଶେକ ଗଙ୍ଗା ରାମ ଚୌଧୁରୀ ଭୂମିକାରେ…
ଜାଣନ୍ତୁ ଅମିରଙ୍କ ଜନ୍ମଦିନରେ କିଏ ଜଣାଇଥିଲେ ପ୍ରଥମ ଶୁଭେଚ୍ଛା
ବଲିଉଡ୍ ଅଭିନେତା ଅମିର ଖାନ୍ଙ୍କୁ କିଏ ବା ନ ଜାଣେ। ସେ ତାଙ୍କର ଲୁକ୍ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ତେବେ ଆଜି ଅର୍ଥାତ୍ ମାର୍ଚ୍ଚ ୧୪ରେ ଅମିର ତାଙ୍କର ୫୭ ତମ ଜନ୍ମଦିନ ପାଳୁଛନ୍ତି। ପ୍ରସଂଶକଙ୍କ ଠାରୁ ସେଲିବ୍ରିଟି…
ସ୍ତ୍ରୀଙ୍କ ପରାଜୟ ପରେ ଥଟ୍ଟା ସହିପାରିଲେନି ସ୍ବାମୀ, ନେଲେ ଏଭଳି ନିଷ୍ପତ୍ତି…
ପଦ୍ମପୁର,୧୪।୩(ଡି.ଏନ୍.ଏ.): ପଞ୍ଚାୟତ ନିର୍ବାଚନରେ ହାରିଯିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ଦମ୍ପତି। ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅଛନ୍ତି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପଦ୍ମପୁର ପଞ୍ଚାୟତରେ।…
ବିରୋଧୀ ଖେଳାଳିଙ୍କ ପିଠି ଥାପୁଡାଇଲେ ଦ୍ରାଭିଡ
ବେଙ୍ଗାଲୁରୁ,୧୪।୩: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କାର ଦ୍ରୁତ ବୋଲର ସୁରଙ୍ଗା ଲାକମାଲଙ୍କୁ ତାଙ୍କର ଜବରଦସ୍ତ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଲାକମଲ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ…
୪୦୦ ରନ୍ରେ ଆଗୁଆ ଥାଇ ଫଲୋଅନ୍ ଦେଲାନି ଅଷ୍ଟ୍ରେଲିଆ
କରାଚୀ,୧୪।୩: ଜାତୀୟ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୦୦ରୁ ଊର୍ଦ୍ଧ୍ୱ ରନ୍ରେ ଆଗୁଆ ରହିବା ପରେ ମଧ୍ୟ ପାକିସ୍ତାନକୁ ଫଲୋଅନ୍ ଦେଇନାହିଁ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୫୬/୯ରେ ପାଳି ଘୋଷଣା…
Archives


