Home Left

ହିଜାବ ମାମଲାର ଆଜି ଶୁଣାଣି, ବେଙ୍ଗାଲୁରୁ ସମେତ କିଛି ଜିଲାରେ ୧୪୪ଧାରା ଜାରି, ସ୍କୁଲ କଲେଜ ବନ୍ଦ

ବେଙ୍ଗାଲୁରୁ,୧୫ ।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିବେ । ମୁସଲମାନ ଝିଅମାନେ ସ୍କୁଲ, କଲେଜରେ ହିଜାବ ପିନ୍ଧିବାକୁ ନେଇ କୋର୍ଟରେ ସକାଳ ପ୍ରାୟ ୧୦ଟା ୩୦ ସୁଦ୍ଧା ଶୁଣାଣି କରାଯିବ । ତେବେ ଶୁଣାଣି ପୂର୍ବରୁ…

ବେଆଇନ କାର୍ଯ୍ୟକୁ ବିରୋଧ ଜାରି

ପୁରୀ ଅଫିସ,୧୫।୩:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପକୁ ଆଶିଂକ ଅନୁମତି ଥିବାବେଳେ ପ୍ରଶାସନ ମନଇଚ୍ଛା ବେଆଇନ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ବିଭିନ୍ନ ମହଲରେ ଦାବି…

ଆଳିରେ ମାତିଛନ୍ତି ମାଟି ମାଫିଆ

ଆଳି,୧୫ା୩(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅଧୀନରେ ଥିବା ସରକାରୀ ସ୍ଥାନ ଉପରେ ମାଟି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ସେମାନଙ୍କ ସହ ସାଲିସ କରିଛନ୍ତି ସରକାରୀ ବାବୁ। ଆଳି ତହସିଲ ଅଧୀନରେ ଥିବା ସରକାରୀ ଜମିରୁ ମାଟି ଉଠାଇ ରାସ୍ତା ନିର୍ମାଣ…

ନୂଆ ବର୍ଥରେ ଲାଗିଲା ସର୍ବବୃହତ ଜାହାଜ ଷ୍ଟାର ଲାୟରା

ପାରାଦୀପ,୧୫ା୩(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦରରେ ସର୍ବବୃହତ ଜାହାଜ ଏମ୍‌.ଭି. ଷ୍ଟାର ଲାୟରା ଲାଗିଛି। ବନ୍ଦର ନିଷିଦ୍ଧାଞ୍ଚଳର ନୂତନ ଲୁହାପଥର ବୋଝେଇ ବର୍ଥରେ ଏହି ଜାହାଜ ଲାଗିଛି। ୨୯୨ ମିଟର ଲମ୍ବ ଓ ୪୫ ମିଟର ପ୍ରସ୍ଥ ଥିବା ଏହି ଜାହାଜରେ ୧…

କଂଗ୍ରେସର ପରାଜୟ ପାଇଁ ଗାନ୍ଧୀ ପରିବାର ଦାୟୀ: ଅମରିନ୍ଦର

ଚଣ୍ଡିଗଡ଼,୧୫।୩ : ପଞ୍ଜାବ ସମେତ ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଗାନ୍ଧୀ ପରିବାର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ମୁଖ୍ୟ ଅମରିନ୍ଦର ସିଂ କହିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ…

ନିଆଁ ଲାଗିବା ପରେ ଫାଟିଲା ସିଲିଣ୍ଡର, ୪ ମୃତ

ଶ୍ରୀନଗର,୧୫।୩: ଜମ୍ମୁରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଜମ୍ମୁର ରେସିଡେନ୍ସି ରୋଡ୍‌ରେ ଥିବା ସ୍କ୍ରାପ୍‌ ଦୋକାନରେ ନିଆଁ ଲାଗି ଯାଇଥିଲା। ପରେ ଗ୍ୟାସ…

ବିମାନ ଶୋଭାଯାତ୍ରାରେ ଡିଜେ ବନ୍ଦ

ଡେରାବିଶ,୧୫ା୩(ସ୍ବ.ପ୍ର.):ପ୍ରସିଦ୍ଧ ଓଳକଣା ମେଳଣ ଗୁରୁବାର ଅନୁଷ୍ଠିତ ହେବ। ହେଲେ ଏ ବର୍ଷ ବିମାନ ଶୋଭାଯାତ୍ରାରେ ଡିଜେ ବାଜିବ ନାହିଁ। ଲକ୍ଷାଧିକ ଜନସମାଗମ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ମେଳଣ ପଡ଼ିଆରେ ହୋଇଯାଇଛି। ମେଳଣ ପଡ଼ିଆଟି…

୩୦ ସୁଦ୍ଧା ସରିବ ଟେଣ୍ଡର, କାମ ସରିବାକୁ ଆହୁରି ୨ ବର୍ଷ

ଭୁବନେଶ୍ୱର,୧୫ା୩(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ବିଧାୟକ ଏବଂ ବିଧାୟିକାମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁତଳ ସରକାରୀ ବାସଭବନ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ଏଥିଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକାଧିକ ବୈଠକ ହୋଇସାରିଥିବା ବେଳେ ବିଧାୟକମାନଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ ବହୁ…

ଚାକିରି ହରାଇଛନ୍ତି ୨.୧୫ କୋଟି

ନୂଆଦିଲ୍ଲୀ, ୧୫ା୩: ଦେଶର ପର୍ଯ୍ୟଟନ କ୍ଷେତ୍ର ଉପରେ କରୋନାର ବ୍ୟାପକ ପ୍ରଭାବ ପଡ଼ିଛି। କୋଭିଡ୍‌ର ୩ ଲହର ଯୋଗୁ ଏହି ବିଭାଗରେ କାର୍ଯ୍ୟ କରୁଥିବା ପ୍ରାୟ ୨ କୋଟି ୧୫ ଲକ୍ଷ ଲୋକ ଚାକିରି ହରାଇଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.…

୬ ରାଇସ୍‌ ମିଲ୍‌କୁ ବନ୍ଦ ଚେତାବନୀ

ଯାଜପୁର ଅଫିସ,୧୫ା୩:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାଜ୍ୟର ୬ ରାଇସ୍‌ ମିଲ୍‌ ଓ ଗୋଟିଏ ତେଲ ମିଲ୍‌୍‌କୁ ବନ୍ଦ କରି ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ମର୍ମରେ ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର…

ମେ’ ୧ରୁ ରବିଧାନ ସଂଗ୍ରହ

ଭୁବନେଶ୍ୱର,୧୫ା୩(ବ୍ୟୁରୋ):ଆସନ୍ତା ମେ ୧ ତାରିଖରୁ ରାଜ୍ୟରେ ରବି ଧାନ ସଂଗ୍ରହ ଆରମ୍ଭ ହେବ। ଏହା ଜୁନ୍‌ ୩୦ ତାରିଖ ଯାଏ ଚାଲିବ। ରବି ଧାନ ସଂଗ୍ରହ ହେବାକୁ ଥିବା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା,…

କଶ୍ମୀର ପାଇଁ ୧.୪୨ ଲକ୍ଷ କୋଟିର ବଜେଟ

ନୂଆଦିଲ୍ଲୀ,୧୫।୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ୨୦୨୨-୨୩ ଆର୍ଥତ୍କ ବର୍ଷ ନିମନ୍ତେ ୧.୪୨ ଲକ୍ଷ କୋଟି ଟଙ୍କାର ବଜେଟ ଲୋକ ସଭାରେ ଉପସ୍ଥାପନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri