Posted inଜାତୀୟ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୩ ।୭: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ଉପରେ କଂଗ୍ରେସ ଲଗାଇଛି ଗୁରୁତର ଅଭିଯୋଗ । ଦଳ ପକ୍ଷରୁ ସ୍ମୃତିଙ୍କ ଇସ୍ତଫା ଦାବି କରାଯାଇଛି । ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫା ଗ୍ରହଣ କରନ୍ତୁ ବୋଲି କଂଗ୍ରେସ କହିଛି । କଂଗ୍ରେସର ଅଭିଯୋଗ ସ୍ମୃତିଙ୍କ ଝିଅକୁ ନେଇ । ଦଳ କହିଛି ସ୍ମୃତି ଇରାନିଙ୍କ ଝିଅ ଗୋଆରେ ଯେଉଁ ବାର ଚଳାଉଛନ୍ତି ଏହାର ଲାଇସେନ୍ସ ନକଲି । କଂଗ୍ରେସ କହିଛି ଏହି ଲାଇସେନ୍ସ ନକଲି ଭାବେ ଦିଆଯାଇଛି । ଆଉ ଏହାର ଯାଞ୍ଚ ହେବା ଜରୁରୀ ।
କଂଗ୍ରେସ ନେତା ଜୟରାମ ରମେଶ ଏକ ପ୍ରେସ କନଫରେନ୍ସରେ କହିଛନ୍ତି ପ୍ରଧାନମନ୍ତ୍ରୀ ତୁରନ୍ତ ସ୍ମୃତି ଇରାନିଙ୍କ ଇସ୍ତଫା ନିଅନ୍ତୁ । ଗୋଆରେ ସ୍ମୃତିଙ୍କ ଝିଅ ଚଳାଇଥିବା ବାରର ଲାଇସେନ୍ସ ନକଲି । ମୃତ ବ୍ୟକ୍ତିଙ୍କ ନାଁରେ ଏହି ଲାଇସେନ୍ସ ଦିଆଯାଇଛି । ତେଣୁ ଏହାର ଯାଞ୍ଚ କରାଯାଉ ଓ ସ୍ମୃତିଙ୍କ ଇସ୍ତଫା ଗ୍ରହଣ କରାଯାଉ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିବା ପାଇଁ ସିଦ୍ଧୁଙ୍କୁ ୭୦ ଥର ଭେଟିଥିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୮।୨: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ନିଜ ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ପୁଣି...

୨୦୨୪ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଚେହେରା: କମଲନାଥ

ଭୋପାଳ,୩୧ ।୧୨: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱର...

ହାଜତ ମୃତ୍ୟୁରେ ଗୁଜରାଟ ନଂ.୧

ନୂଆଦିଲ୍ଲୀ,୧୫ା୨: ହାଜତ ମୃତ୍ୟୁରେ ଭାଜପା ଶାସିତ ଗୁଜରାଟ ପୁଣି ଥରେ ୧ ନମ୍ବର ସ୍ଥାନ ଅଧିକାର କରିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୮୦...

ଥୋରଟ୍‌ କଂଗ୍ରେସ ନେତା

ମୁମ୍ବାଇ, ୨୭ା୧୧(ପି.ଟି.) : ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରଟ୍‌ଙ୍କୁ ଦଳ ପକ୍ଷରୁ ମଙ୍ଗଳବାର ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଏଆଇସିସି ସାଧାରଣ...

ଶାଳକଙ୍କୁ ସୁରକ୍ଷା ଦେବାକୁ ଯାଇ ଉଦ୍ଧବ ଛାଡିଥିଲେ ମୁଖ୍ୟମନ୍ତ୍ରୀ ପଦ…

ମୁମ୍ବାଇ,୨୭।୩ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଧାୟକ ସୁହାସ କାଣ୍ଡେ ଏକ ବଡ଼ ଦାବି କରିଛନ୍ତି। ଏକଦା ଠାକେର ପରିବାର ପାଇଁ ସ୍ବତନ୍ତ୍ର ଥିବା...

ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ବିଭାଗ, ସିଭିସି ରିପୋର୍ଟ ନେଇ ହୋଇନି କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ, ୨୯।୮ : ସରକାରୀ ବିଭାଗ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ଏକ ସରକାରୀ ରିପୋର୍ଟରୁ ଜଣାପଡିଛି। ଏହି ବିଭାଗଗୁଡ଼ିକ ଦୁର୍ନୀତିଗ୍ରସ୍ତ...

ମୁମ୍ବାଇରେ ଭୁଶୁଡ଼ିଲା ୪ମହଲା କୋଠା

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜ୍ୟ ଭିଓ୍ବାଣ୍ଡିର ଶାନ୍ତିନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୪ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ିପଡ଼ିଛି। ଏହି ଦୁଃଖଦ ଘଟଣାରେ ୨ ଜଣଙ୍କର...

ହାଫ୍ ପ୍ୟାଣ୍ଟ ପିନ୍ଧି ବଜାରରେ ବୁଲି ପାରିବେନି ଯୁବକ!

ବାଗପତ,୩୦ ।୧୦: ବର୍ତ୍ତମାନ ପର୍ଯ୍ୟନ୍ତ ଝିଅମାନଙ୍କ ପୋଷାକକୁ ନେଇ ନିୟମ ଜାରି କରୁଥିବା ହରିୟାଣାର ବଲିୟାନ ଖାପ ପଞ୍ଚାୟତର ମୁଖିଆ ତଥା ଭାରତୀୟ କୃଷକ ୟୁନିୟନର...

Advertisement
Archives

Model This Week