ଫୁରସତ

ବିବିଧ କଳାରେ ନିପୁଣ ଫରେଷ୍ଟର

ପେସା ତାଙ୍କର ସରକାରୀ ଚାକିରି, ନିଶା କିନ୍ତୁ କାଠରେ ସୁନ୍ଦର ମୂର୍ତ୍ତି ତିଆରି କରିବା। କାଠରେ ସେ ରାଧାକୃଷ୍ଣ, ଗଣେଶ ଆଦି ଦେବଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି। ଆଉ ସେଗୁଡ଼ିକ ରଙ୍ଗ କରିବା ପରେ ଲାଗନ୍ତି ସତେ ଯେମିତି ଜୀବନ୍ତ...

ପଶ୍ଚିମ ଓଡ଼ିଶାର ଧବଳେଶ୍ୱର ପୀଠ

ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରଠାରୁ ଅଳ୍ପ ଦୂରରେ ଥିବା କୁମୁଡ଼ା ପାହାଡ଼ରେ ରହିଛି ପ୍ରସିଦ୍ଧ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ। ଓଡ଼ିଶାରେ ଥିବା ବିଭିନ୍ନ ଐତିହାସିକ ଶୈବପୀଠ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏଠାରେ ଶ୍ରୀ ଶ୍ରୀ...

ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଅତିରିକ୍ତ ଜିଲାପାଳ ନିରଞ୍ଜନ ଦାସ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡାପାଟଣା ଗାଁରେ ମୋର ଜନ୍ମ। ବାଣପୁର ଗୋଦାବରୀଶ ବିଦ୍ୟାପୀଠରୁ ୧୯୬୭ ମସିହାରେ ଏକାଦଶ ଶ୍ରେଣୀ ପାସ୍‌ କରିବା ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଆଇ.ଏ. ଓ ରାଜନୀତି ବିଜ୍ଞାନ ସମ୍ମାନ ରଖି ବି.ଏ....

ବ୍ୟକ୍ତିତ୍ୱ : ଲେଖକ ଅମିଶ୍‌ ତ୍ରିପାଠୀ

ସାହିତ୍ୟକୁ ଯୁବବର୍ଗ ମଧ୍ୟରେ ଲୋକପ୍ରିୟ କରାଇବାରେ ଯେଉଁ କେତେଜଣ ଭାରତୀୟ ଲେଖକ ସବୁଠୁ ଅଧିକ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅମିଶ୍‌ ତ୍ରିପାଠୀ ହେଉଛନ୍ତି ଅନ୍ୟତମ। ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶେଖର କପୁର ତାଙ୍କ ଉଦ୍ଦେଶ୍ୟରେ ଏକଥା କହିଥିଲେ ଯେ,...

ପହିଲି ଗାଡ଼ି

ରାତି ପାହିବାକୁ ଘଡ଼ିଏ ବାକିଥାଏ। ଗଣ୍ଠିଲି ମୁଣ୍ଡେଇ ଗାଁ ଦାଣ୍ଡରେ ଧପ୍‌ ଧପ୍‌ ଚାଲିଥା’ନ୍ତି ଜଣେ। ପଛେ ପଛେ ଛୁଆ ହାତଧରି ଆସୁଥାନ୍ତି ତାଙ୍କ ସ୍ତ୍ରୀ। ଦୂରରୁ କୁକୁରର ଭୋ ଭୋ ରଡି ଆଉ କୁଆଙ୍କ କା କା ରାବ।...

ପାହାଡ଼ ଉପରେ ଗଡ଼ିବ ଟ୍ରେନ୍‌

ଉତ୍ତରାଖଣ୍ଡ: ପାହାଡ଼ ଉପରେ ନ୍ୟାରୋଗେଜ୍‌ ହେଉ କି ମିଟରଗେଜ୍‌ ପ୍ରଥମ ଥର ପାଇଁ ଟ୍ରେନ୍‌ ଗଡ଼ିବ। ଘଣ୍ଟାପ୍ରତି ଏହା୧୦୦ କିଲୋମିଟର ବେଗରେ ଗତିକରିବ। ପ୍ରଥମେ ବ୍ରଡ୍‌ଗେଜ୍‌ ରେଲ୍‌ଓ୍ବେ ଟ୍ରାକ୍‌ ୬୩ କିଲୋମିଟର ଲମ୍ବ ପଞ୍ଜାବର ଭାନୁପଲ୍ଲୀରୁ ହିମାଚଳର ବିଳାସପୁର ପର୍ଯ୍ୟନ୍ତ...

ମଦ୍ୟପଙ୍କୁ ପିଞ୍ଜରାରେ ୨୪ ଘଣ୍ଟା ବନ୍ଦ କରନ୍ତି ଗ୍ରାମବାସୀ

ସାଣନ୍ଦ,୧୬।୨: ମଦ୍ୟପାନ ବିରୋଧରେ ଦେଶରେ ସଚେତନତା ଅଭିଯାନ ଜାରି ରହିଛି। ଗୁଜରାଟ ସାଣନ୍ଦରେ ଲୋକେ ମଦ୍ୟପମାନଙ୍କୁ ସଚେତନ କରାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ମଦ୍ୟପଙ୍କୁ ଧରି ୨୪ ଘଣ୍ଟା ଲାଗି ପିଞ୍ଜରାରେ ବନ୍ଦ କରି...

ରିକ୍ସା ଚାଳକଙ୍କ ଝିଅ ବିବାହରେ ଶୁଭେଚ୍ଛା ବାର୍ତ୍ତା ପଠାଇଲେ ମୋଦି

ବାରାଣସୀ,୧୬।୨: ଉତ୍ତରପ୍ରଦେଶ ବାରାଣସୀର ରିକ୍ସା ଚାଳକ ମଙ୍ଗଳ କେବଟଙ୍କ ଘରେ ଝିଅ ବାହାଘର ପାଇଁ ଖୁସିର ପରିବେଶ ସୃଷ୍ଟି ହୋଇଛି। ଆଉ ଏହି ଖୁସି ଏବେ ଦ୍ୱିଗୁଣା ହୋଇଯାଇଛି। ଏହାର କାରଣ ହେଉଛି ମଙ୍ଗଳଙ୍କ ଝିଅ ବିବାହ ପାଇଁ ପ୍ରଧାନମନ୍ତ୍ରୀ...

ନାଇଟ୍‌ କ୍ଲବ୍‌ରେ ସଂସ୍କୃତ ଗୀତରେ ନାଚନ୍ତି ଲୋକେ…

ବୁଇନୋସ୍‌ ଆରିସ୍‌, ୧୬।୨: ନାଇଟ୍‌ କ୍ଲବ୍‌ରେ ହିନ୍ଦୀ ଅବା ଇଂଲିଶ୍‌ ଗୀତରେ ଲୋକେ ନାଚିଥାନ୍ତି। କିନ୍ତୁ ଆର୍ଜେଣ୍ଟିନାରେ ଥିବା ଏକ ନାଇଟ୍‌ କ୍ଲବ୍‌ରେ ଲୋକେ ସଂସ୍କୃତ ଗୀତରେ ନାଚିଥାନ୍ତି। ସ୍ଥାନୀୟ ବୁଇନୋସ୍‌ ଆରିସ୍‌ରେ ଥିବା ଗ୍ରୋବ୍‌ ନାଇଟ୍‌ କ୍ଲବ୍‌ରେ ଏଭଳି...

ଦ୍ୱାର ସମ୍ମୁଖରେ କଳସ ରଖିଲେ ମିଳିଥାଏ ଏସବୁ ଲାଭ

ଗୃହପ୍ରବେଶ, ନବରାତ୍ରି ପୂଜା, ଦୀପାବଳି, ଲକ୍ଷ୍ମୀପୂଜା, ଯଜ୍ଞ ଅନୁଷ୍ଠାନ, ବିବାହ ଆଦି ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେଣୁ ଏହି କଳସ କାହିଁକି ରଖାଯାଏ ଏବଂ ଏଥିରୁ କେଉଁ ଶୁଭ ଫଳ ମିଳିଥାଏ ଜାଣନ୍ତୁ ଏ...

ପେଚା କାହିଁକି ରାତିରେ ଦେଖିପାରେ…

ପେଚା ଯେତିକି ଭୟଙ୍କର ସେତିକି ବୁଦ୍ଧିମାନ ମଧ୍ୟ। କେହି କେହି ପେଚାକୁ ବୋକା ବୋଲି ଭାବିଥାନ୍ତି। କିନ୍ତୁ ପେଚା ବିଷୟରେ ଏମିତି କିଛି ଖାସ୍‌ କଥା ଅଛି ଯାହା ଅଧିକାଂଶ ଲୋକେ ଜାଣି ନ ଥିବେ। ତେବେ ଜାଣନ୍ତୁ ଏ...

ବିବାହ ବନ୍ଧନରେ ବାନ୍ଧିହେଲେ ଘୋଡ଼ା-ଘୋଡ଼ୀ, ଫଟୋ ଭାଇରାଲ

ବେଙ୍ଗାଲୁରୁ: କର୍ନାଟକ ରାଜଧାନୀ ବେଙ୍ଗାଲୁରୁର କୁବନ ପାର୍କରେ ଏକ ଘୋଡ଼ା(ରାଜା) ଏବଂ ଘୋଡ଼ୀ(ରାଣୀ)ର ବିବାହ ଭାଲେଣ୍ଟାଇନ୍ସ ଡେ’ରେ ସମ୍ପନ୍ନ ହୋଇଛି। ଏହି ବିବାହ ପାରମ୍ପରିକ ରୀତିନୀତିରେ ହୋଇଥିଲା। ଘୋଡ଼ା ଧୋତି ଏବଂ ଶାର୍ଟ ପିନ୍ଧିଥିବା ବେଳେ ଘୋଡ଼ୀ ଶାଢ଼ି ସହିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri