ଆଣ୍ଟି କରୋନା ଟେଣ୍ଟ୍ ତିଆରି କଲେ ମହିଳା
ଉହାନ, ୨୨।୨: ଚାଇନାରେ କରୋନା ଆତଙ୍କ ସୃଷ୍ଟି କରିଛି। ଲୋକଙ୍କୁ ଘରୁ ବାହାରକୁ ନ ବାହାରିକୁ ସରକାର କଟକଣା ଜାରି କରିଛନ୍ତି। ଫଳରେ ପିଲାମାନଙ୍କ ସ୍କୁଲ ଯିବା ମଧ୍ୟ ବନ୍ଦ ହୋଇଯାଇଛି। ଏପରିସ୍ଥଳେ ହୁବେଇ ପ୍ରଦେଶର ଜଣେ ମହିଳା ତାଙ୍କ...
କାହିଁକି କ୍ଷୀରରେ କରାଯାଏ ଭଗବାନ ଶିବଙ୍କ ଅଭିଷେକ
ଆଜି ପବିତ୍ର ମହାଶିବରାତ୍ରି। ଏହିଦିନ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ହୋଇଥିଲା। ଶିବଙ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ଦିନଟି ଅତ୍ୟନ୍ତ ଶୁଭ ହୋଇଥିବାରୁ ଉପବାସ କରି ଶିବଙ୍କ ଉଦ୍ଦେଶ୍ୟରେ ଜାଗର...
୩୦ଥର ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ
ନୂଆଦିଲ୍ଲୀ,୨୧।୨: ୧୦ଟଙ୍କାର ପ୍ଲାଟଫର୍ମ ଟିକେଟକୁ ମାଗଣାରେ ନେବାକୁ ଚାହୁଁଛନ୍ତି। ଯଦି ହଁ ତେବେ ଆପଣଙ୍କୁ ଏଥିପାଇଁ କିଛି ସର୍ତ୍ତ ପୁରା କରିବାକୁ ପଡ଼ିବ। ଆଉ ଏହି ସର୍ତ୍ତ ମଧ୍ୟ ଶରୀର ପାଇଁ ଲାଭଦାୟକ। କଥାଟି ଟିକେ ଅଡ଼ୁଆ ଲାଗୁଛି ହେଲେ...
ଦେଶର ପ୍ରଥମ ବରଫ କାଫେ
ମନାଲି: ଲେହ-ମନାଲି ଜାତୀୟ ରାଜପଥରେ ୧୪ ହଜାର ଫୁଟର ବରଫ କାଫେ ତିଆରି କରାଯାଇଛି। ଏହା ଦେଶର ପ୍ରଥମ ବରଫ କାଫେ। ଏଠାରେ ମସଲା ଚା’, ବଟର ଟି ଏବଂ ମସଲା ମ୍ୟାଗି ଉପଲବ୍ଧ ହେବ। ଏହାକୁ ସ୍ଥାନୀୟ ୪...
‘ଓମ୍ ଜୟ ଜଗଦୀଶ ହରେ’ର ଲେଖକ ଏହି କାରଣ ଲାଗି ଗାଁରୁ ହୋଇଥିଲେ ବିତାଡ଼ିତ
ଯେକୌଣସି କାର୍ଯ୍ୟକ୍ରମ ହେଉ କି ଧାର୍ମିକ ଅନୁଷ୍ଠାନ। ପ୍ରାରମ୍ଭରେ ‘ଓମ୍ ଜୟ ଜଗଦୀଶ ହରେ’ ଆରତି ଅବଶ୍ୟ ଗାନ କରାଯାଇଥାଏ। ପ୍ରତ୍ୟେକ ପୂଜାରେ ଏହି ମନ୍ତ୍ରର ଗୁରୁତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କୁ ଆରାଧନା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ।...
ଦିବ୍ୟାଙ୍ଗ ଧୋଇ ଖାଇଲେ ରୁଟି, ଲୋକେ ଦେଖି ହେଲେ ଭାବୁକ
ସାଧାରଣତଃ ଲୋକେ ବଳକା ଖାଦ୍ୟକୁ ଡଷ୍ଟବିନ୍ରେ ଫୋପାଡି ଦେଇଥାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ ଆପଣ ଖାଦ୍ୟ ଫୋପାଡିବା ପୂର୍ବରୁ ଥରୁଟିଏ ଚିନ୍ତା କରିବେ ନିଶ୍ଚୟ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ...
ଏହି ସ୍ଥାନରେ ରହିଛି ଆସ୍ଥା ବ୍ୟାଙ୍କ: ଏଠାରେ ଜମା ହୁଏ ‘ଓମ୍ ନମଃ ଶିବାୟ’
ବ୍ୟାଙ୍କର ନାଁ ଆସିଲେ ସାଧାରଣତଃ ଆମ ମନରେ ଟଙ୍କା ନେଣ ଦେଣ କଥା ଆସିଥାଏ। କିନ୍ତୁ ଏଭଳି ଏକ ବ୍ୟାଙ୍କ ଅଛି ଯେଉଁଠାରେ ଟଙ୍କା ନୁହେଁ ବରଂ ଆସ୍ଥା ଜମା ହୋଇଥାଏ। ଉତ୍ତରପ୍ରଦେଶ ବାରାଣସୀରେ ଏଭଳି ଏକ ନିଆରା ବ୍ୟାଙ୍କ...
ଅନ୍ତର୍ଜାତୀୟ ମାତୃଭାଷା ଦିବସ: ବିକାଶ ଓ ଏକତାର ସେତୁ ମାତୃଭାଷା
ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ବିଶ୍ୱରେ ଭାଷା ଏବଂ ସଂସ୍କୃତିର...
କ୍ୟାପ୍ଶିକମ ଭିତରେ ଜିଅଁନ୍ତା ବେଙ୍ଗ, ଫଟୋ ଭାଇରାଲ
ପନିପରିବାରୁ ପୋକ ବାହାରିବା ସାଧାରଣ ଘଟଣା। ମାତ୍ର କ୍ୟାପ୍ଶିକମ୍ ଭିତରୁ ଜିଅଁନ୍ତା ବେଙ୍ଗ ବାହାରିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କାନାଡାରେ। ଏଠାକାର ଏକ ଦମ୍ପତି କିଛିଦିନ ତଳେ ବଜାରରୁ କିଛି ପରିବା...
କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ
ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଆପଣ ଜାଣନ୍ତି କି ଟ୍ରମ୍ପ କେବଳ...
ଗର୍ଲଫ୍ରେଣ୍ଡ ଖୋଜି ଦେଲେ ମିଳିବ ୧୮ ଲକ୍ଷ ପୁରସ୍କାର
ଓ୍ବାଶିଂଟନ,୨୦।୨: ଆମେରିକାର ଜଣେ ବ୍ୟବସାୟୀ ତାଙ୍କ ପାଇଁ ଗର୍ଲ ଫ୍ରେଣ୍ଡ ଖୋଜି ଦେଲେ ୧୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ୪୭ ବର୍ଷ ବୟସ୍କ ଜେଫ୍ ଗେବହାର୍ଟ ଏଭଳି ଘୋଷଣା କରି ରାତାରାତି ସୋସିଆଲ୍ ମିଡ଼ିଆରେ ପରିଚିତି ହାସଲ...
ଗଙ୍ଗାରେ ବିସର୍ଜନ କଲେ କୁକୁର ଅସ୍ଥି
ପୁର୍ଣ୍ଣିଆ,୨୦।୨: ହିନ୍ଦୁ ପରମ୍ପରା ଅନୁସାରେ ମୃତକଙ୍କ ଅନ୍ତିମ ସଂସ୍କାର ପରେ ଅସ୍ଥି ଗଙ୍ଗାରେ ବିସର୍ଜନ କରାଯାଇଥାଏ। ତେବେ ବିହାର ପୁର୍ଣ୍ଣିଆ ଜିଲାରେ ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରର ଅସ୍ଥି ଗଙ୍ଗାରେ ବିସର୍ଜନ କରିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍...
Archives


