ସୁପର ର଼୍ୟାଟ୍
ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଦୂଷିତ ପରିବେଶର ପ୍ରଭାବ କେବଳ ମାନବ ସମାଜ ନୁହେଁ, ଜୀବଜନ୍ତୁ, ବୃକ୍ଷଲତା ଉପରେ ପଡୁଛି। ଏହି ସମୟରେ ଏକ ରୋଚକ କଥା ଆଲୋଚନାର ଶିରୋନାମା ପାଲଟିଛି। ଜଳବାୟୁ ଏବଂ ପରିବେଶ ପରିବର୍ତ୍ତନ ଦ୍ୱାରା...
ଆର୍ଥିକ ବିକାଶରେ ଉତ୍ପାଦ ଶୁଳ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭାରତରେ ପ୍ରତିବର୍ଷ ୨୪ ଫେବୃୟାରୀରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଦିବସ ପାଳନ କରାଯାଉଛି। ଏହିି ଦିନରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ତଥା ଲବଣ ଆଇନ, ୧୯୪୪କୁ ମଧ୍ୟ ସ୍ମରଣ କରାଯାଏ। କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବିଭାଗ ଦ୍ୱାରା...
୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ
ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨ ବର୍ଷ ଧରି କନ୍ୟାଘରଙ୍କଠାରୁ କୌଣସି ଯୌତୁକ ଅବା ଅନ୍ୟ ଉପହାର ଗ୍ରହଣ କରି...
୨୦୨୦ କିଗ୍ରାର କେକ୍ ପ୍ରସ୍ତୁତ କରି କାଲାମ୍ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ଚେନ୍ନାଇ, ୨୪।୨: ତାମିଲନାଡୁରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୨୦ କିଗ୍ରାର ଏକ ବୃହତ କେକ୍ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ କଟ୍ଟୁପକ୍କମଠାରେ ୩୦ ଜଣ ବେକେରି ବିଶେଷଜ୍ଞ ମିଳିତ ଭାବେ ୨୫ ଫୁଟ ଲମ୍ବ...
ଅଜବ ସଉକ: ବିମାନରେ ଏକାକୀ ୧୯୯ ସିଟ୍ ବୁକ୍ କରି ଉଡ଼ାଣର ମଜାନେଲେ ମହିଳା
ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ସଉକ ଭିନ୍ନ ଭିନ୍ନ ଥାଏ। ନିଜର ଇଚ୍ଛାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ଠିକ୍ ସେମିତି ଫିଲିପାଇନ୍ସର ଜଣେ ମହିଳା ନିଜର ଇଚ୍ଛାକୁ ପୂରଣ କରିବା...
ପରିବେଶକର୍ମୀ ହେବା ଗ୍ରେଟା ଥନବର୍ଗଙ୍କ ପାଇଁ ନ ଥିଲା ସହଜ: ମା’ ମୈଲେନା ଇର୍ମାନ୍
ଷ୍ଟକ୍ହୋମ୍,୨୩।୨: ପରିବେଶକର୍ମୀ ଭାବେ ସମ୍ପ୍ରତି ୧୭ ବୟସ୍କା ଗ୍ରେଟା ଥନବର୍ଗ ପୃଥିବୀ ସାରା ପରିଚିତ ହାସଲ କରିପାରିଛନ୍ତି। ଗ୍ରେଟା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି ପାଇଁ ନିଜର ଅଭିଯାନ ଜାରି ରଖିଛନ୍ତି। ତେବେ ଗ୍ରେଟାଙ୍କୁ ୧୧ ବର୍ଷ ହୋଇଥିବାବେଳେ...
ଜାପାନ ତିଆରି କଲା ଏଆଇ ସୁଟକେସ
ଟୋକିଓ,୨୩।୨: ଜାପାନର କିଛି ଗବେଷକ ଏକ ଆର୍ଟିଫିସିଆଲ୍ ଇଣ୍ଟେଲଜେନ୍ସ(ଏଆଇ) ସୁଟକେସ ତିଆରି କରିଛନ୍ତି। ଏହା ଦେଖିପାରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ ବୋଲି କୁହାଯାଉଛି। ବୟସ ବଢ଼ିଲେ କେତେକଙ୍କଠାରେ ମୋତିଆବିନ୍ଦୁ ହୋଇଥାଏ। ଏଭଳି ବ୍ୟକ୍ତିଙ୍କୁ ଏହି...
ଡ୍ରିମ୍ ଓ୍ବେଡିଂ
ନିଜ ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ବପ୍ନ ଥାଏ। ବିବାହକୁ ସ୍ମରଣୀୟ କରିବା ଲାଗି ଲୋକେ ଅନେକ ନୂତନ ତଥା ନିଆରା ପନ୍ଥା ଆପଣେଇଥାନ୍ତି। ଏଥିଲାଗି କିଏ ଡେଷ୍ଟିନେଶନ ଓ୍ବେଡିଂର ଯୋଜନା କରିଥାନ୍ତି ତ କେହି...
ଡିପ୍ରେଶନ୍ ଦୂର କରେ ଅଙ୍ଗୁର
କାମର ଚାପ ହେଉକି ପାରିବାରିକ ସମସ୍ୟା ଆଜିକାଲି ଅନେକେ ଡିପ୍ରେଶନ୍ ବା ଅବସାଦର ଶିକାର ହେଉଛନ୍ତି। ଏଥିରୁ ମୁକୁଳିବା ପାଇଁ କିଏ କେତେ ଉପାୟ ଆପଣାଉଛନ୍ତି। ତେବେ ଜାଣି ଖୁସି ହେବେ ଛୋଟିଆ ଫଳ ଅଙ୍ଗୁର ଆପଣଙ୍କୁ ଏହି ସମସ୍ୟାରୁ...
ଅସରପା ଡ୍ରୋନ୍ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ
କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍ ଲିମିଟେଡ୍ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍ ପ୍ରସ୍ତୁତ କରାଯାଇଛି। ଏହା ସହଜରେ ଶତ୍ରୁ ଶିବିରରେ ପହଞ୍ଚି ଆବଶ୍ୟକ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ ବୋଲି...
କୁକୁର କଲା ରେକର୍ଡ
ଗୋଲ୍ଡେନ୍ ରିଟ୍ରିଭର୍ ପ୍ରଜାତିର ଏହି କୁକୁରର ଫଟୋ ଦେଖି ଭାବୁଥିବେ ଏହି ସୁନ୍ଦର କୁକୁରଟି ଲୋଭରେ ମେଞ୍ଚେ ଖାଦ୍ୟ ପାଟିରେ ପୂରାଇଛି। ହେଲେ ନା। କୁକୁରଟି ପାଟିରେ ୫ଟି ଟେନିସ୍ ବଲ୍ ପୂରାଇଛି। ସେ ପୁଣି ରେକର୍ଡ ପାଇଁ, ଯାହାକି...
ଗିନିଜ୍ ବିଲେଇ ନିଖୋଜ
ବିଲେଇ ନିଖୋଜ ହେବା କିଛି ବଡ଼ କଥା ନୁହେଁ। ହୁଏତ କେଉଁଆଡ଼େ ଚାଲିଯାଇ ଥାଇପାରେ। ନ ହେଲେ ମରିଯାଇ ଥାଇପାରେ। ମାତ୍ର ଏ ବିଲେଇ ସାଧାରଣ ବିଲେଇ ନୁହେଁ। ଗିନିଜ୍ ଓ୍ବର୍ଲଡ ରେକର୍ଡ କରିଥିବା ବିଲେଇ। ଗୋଟିଏ ନୁହେଁ; ଦୁଇଟି...
Archives


