ଫୁରସତ

ପ୍ରତିରୋପଣ ହେଲା ଶୁଆ ଡେଣାର ପର

ବ୍ରିସ୍‌ବେନ,୨୬।୨: ଆଧୁନିକ ଚିକିତ୍ସା ବିଜ୍ଞାନ ସହାୟତାରେ ମଣିଷର ଅଙ୍ଗ ପ୍ରତିରୋପଣ ହୋଇପାରୁଛି। ତେବେ ଅଷ୍ଟ୍ରେଲିଆରେ ଏକ ଶୁଆ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିଛି। ୧୨ ସପ୍ତାହର ଛୋଟ ଶୁଆ ବେଇ-ବେଇ କାଳେ ଉଡ଼ିଯିବ ସେଥିପାଇଁ ତା ମାଲିକ ଡେଣାର ପର...

ଏହି ଭାରତୀୟ ଯୁବକଙ୍କୁ ଟ୍ରମ୍ପ କାହିଁକି ଦେଲେ ସ୍ବତନ୍ତ୍ର ଉପହାର

ଆଗ୍ରା,୨୫।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହଧର୍ମଣୀ ମେଲାନିଆ ଟ୍ରମ୍ପଙ୍କ ସମେତ ଝିଅ ଜ୍ୱାଇଁ ପ୍ରଥମ ଥର ଭାରତକୁ ଆସିଛନ୍ତି। ସୋମବାର ଟ୍ରମ୍ପ ଓ ମେଲାନିଆ ଆଗ୍ରାରେ ଥିବା ତାଜମହଲକୁ ପରିଦର୍ଶନ କରିଥିଲେ। ସେହି ସମୟରେ ଟ୍ରମ୍ପ ଜଣେ ଭାରତୀୟ...

ଶିଶୁଙ୍କ ଭଳି ମୁହଁ ଥିବା ରୋବୋ: ସ୍ପର୍ଶ, ଯନ୍ତ୍ରଣା କରିପାରିବ ଅନୁଭବ

ଟୋକିଓ,୨୫।୨: ଜାପାନରେ ବୈଜ୍ଞାନିକ ଛୋଟ ଶିଶୁଙ୍କ ମୁହଁ ଥିବା ରୋବୋ ତିଆରି କରିଛନ୍ତି। ଏହି ରୋବୋ ସ୍ପର୍ଶ ଏବଂ ଯନ୍ତ୍ରଣା ଅନୁଭବ କରିପାରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହାକୁ ଏଫେଟ୍ଟୋ ଭାବେ ନାମିତ କରାଯାଇଛି। ଏହି ରୋବୋକୁ ପ୍ରଥମେ...

ମେଲାନିଆଙ୍କ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆମେରିକାର ଫାଷ୍ଟ ଫ୍ୟାମିଲିଙ୍କ ଖାଦ୍ୟ ରୁଚି କଥା କହିଲେ ଟ୍ରମ୍ପଙ୍କୁ...

କେବେ ଟ୍ରେନ୍‌ରେ ବସି ନ ଥିବା ଛାତ୍ରୀଛାତ୍ରଙ୍କୁ ପ୍ରଥମ ଥର ବିମାନରେ ଯାତ୍ରା କରାଇଲେ ଶିକ୍ଷକ

ଛୋଟବେଳେ ଆକାଶରେ ବିମାନ ଯାଉଥିବା ଦେଖି ସବୁ ପିଲା ଖୁସି ହୋଇଯାଇଥାନ୍ତି। କେବେବେଳେ କାଗଜରେ ବିମାନ କରି ଉଡାଇଥାନ୍ତି ତ କେତେବେଳେ ସତସତିକା ବିମାନ ପଛରେ ଧାଉଁଥିବା ନଜିର ରହିଛି। କିଛି ପିଲା ସେଥିରେ ବସିବା ପାଇଁ ମଧ୍ୟ ଇଛା...

ଗାଡ଼ି ଷ୍ଟାର୍ଟ କରିବ ଆପ୍‌

ଜୟପୁର,୨୫।୨: ରାଜସ୍ଥାନର ଜଣେ ଯୁବକ ଏକ ନୂଆ ଆପ୍‌ ତିଆରି କରିଛନ୍ତି। ଏହି ଆପ୍‌ ଯେକୌଣସି ଗାଡ଼ି ଷ୍ଟାର୍ଟ ଏବଂ ବନ୍ଦ କରିବାକୁ ସକ୍ଷମ ହୋଇପାରିବ। ଶ୍ରୀଗଙ୍ଗାନଗର ଜିଲାର ସୁରତଗଢ଼ ଅଞ୍ଚଳର ଲାଲଗଢ଼ିଆ ଗାଁରେ ବାସ କରୁଥିବା ଯୁବକ ବିକାଶ...

ନିମନ୍ତ୍ରଣ କାର୍ଡ ଛାପୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ କନ୍ୟା-ବରଙ୍କ ବୟସ ପ୍ରମାଣ !

ରାଞ୍ଚି,୨୫।୨: ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବାଲ୍ୟ ବିବାହ ଘଟଣା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଚାଇଲ୍ଡ ଲାଇନ୍‌ ପକ୍ଷରୁ ଏଭଳି ବିବାହ ରୋକିବା ଲାଗି ରାଞ୍ଚିରେ ପ୍ରଶାସନ ପକ୍ଷରୁ ଏକ ଯୋଜନା କରାଯାଇଛି। ଯୋଜନା ଅନୁସାରେ ନିମନ୍ତ୍ରଣ କାର୍ଡ...

ଏମିତି ଦେଶ, ଯେଉଁଠି ଛତାଧରି ସାଇକେଲ ଚଲାଇବା ମନା

ଜାପାନର ଟେକ୍‌ନୋଲୋଜି ସବୁଠାରୁ ଭିନ୍ନ। ଏଠାକାର ଆଇନ ମଧ୍ୟ ବହୁତ କଡ଼ା। ଯାହାକି ଏହାକୁ ସୁରକ୍ଷିତ ଦେଶ କରିପାରିଛି। ଜାପାନରେ କଡ଼ା ଆଇନ ରହିଛି। ସାଇକେଲ ଚଲାଇବା ସମୟରେ ଫୋନ୍‌ରେ କଥା ହେବା ଏବଂ ଛତା ଧରିବା ମନା। ଖାଲି...

ବିବାହ ପୋଷାକରେ ୨୩ ଦେଶ ବୁଲିଲେ ନବଦମ୍ପତି

ଓ୍ବାଶିଂଟନ୍‌: ଆମେରିକାର ନ୍ୟୁଜର୍ସିରେ ରହୁଥିବା କପଲ ନିକ୍‌ ଅଷ୍ଟ ଏବଂ ଜୋନ ନେ ଦୁହେଁ ଦୁହିଁଙ୍କୁ ଡେଟ୍‌ ସମୟରେ ବିବାହକୁ ଖାସ୍‌ କରିବା ନେଇ ଶପଥ କରିଥିଲେ। ଯେଉଁଥିପାଇଁ ବିବାହ ପୋଷାକରେ ୨୩ ଦେଶ ବୁଲି ଆସିଛନ୍ତି। ୨୦୧୬ରେ ଏହି...

ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର ବ୍ୟବସ୍ଥା କରାଯାଇଥାଏ। ଏଭଳି ବୋଟ୍‌ ସ୍କୁଲ ଏଠାରେ ୨୦୧୨ଠାରୁ ଆରମ୍ଭ ହୋଇଛି। ଏଠାରେ...

ବନ୍ଦ ବୋତଲରୁ ମିଳିଲା ୮୨ ବର୍ଷ ତଳର ଚିଠି

ପ୍ୟାରିସ୍‌, ୨୪।୨: ଫ୍ରାନ୍ସ୍‌ର ଜର୍ସି ନିକଟରେ ଥିବା ଇଂଲିଶ୍‌ ଚ୍ୟାନେଲର ସମୁଦ୍ର କୂଳରୁ ୮୨ ବର୍ଷ ତଳେ ଲେଖାଯାଇଥିବା ଏକ ଚିଠି ବନ୍ଦ ବୋତଲରୁ ମିଳିଛି। ଏହା ସ୍ଥାନୀୟ ଚ୍ୟାନେଲ ଦ୍ୱୀପ ଉପକୂଳର ବେଲ୍‌ ରୟାଲରେ ପଡ଼ିଥିଲା। ବୋତଲଟି ବାଲିରେ...

ଏହି ଦେଶରେ ମାର୍ଚ୍ଚ ୧ରୁ ବସ୍‌, ଟ୍ରେନ୍‌ ଯାତ୍ରା ମାଗଣା

ମହିଳାଙ୍କ ପାଇଁ ଦିଲ୍ଲୀରେ ବସଯାତ୍ରା ମାଗଣା ବୋଲି ସମସ୍ତଙ୍କୁ ଜଣା। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ମାର୍ଚ୍ଚ ୧ରୁ ଟ୍ରେନ୍‌ ଏବଂ ବସ୍‌ରେ ସମସ୍ତେ ମାଗଣାରେ ଯିବାଆସିବା କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri