ଫୁରସତ

କରୋନାକୁ ଡର ନାହିଁ: ପ୍ଲେଗ ସମୟରେ ଡାକ୍ତର ନ ଥିଲେ ଏବେ ଡାକ୍ତର ଅଛନ୍ତି

ଲକ୍ଷ୍ନୌ,୧୬।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଯାଇଥିବା ବେଳେ ଏବେ ଜଣେ ୧୨୦ ବର୍ଷର ବୃଦ୍ଧା ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାର ଉତ୍ତରରେ ରହୁଥିବା ୧୨୦ ବର୍ଷ ବୟସ୍କା ବୃଦ୍ଧା ଜନିଆ ଦେବୀ କହିଛନ୍ତି ଦେଶରେ...

ଲକ୍‌ଡାଉନ୍‌ ପାଇଁ ବଢ଼ିଛି ସେକ୍ସ ଟଏ ବିକ୍ରି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରାୟ ସବୁ ବ୍ୟବସାୟ ଠପ୍‌ ହୋଇଯାଇଥିବା ବେଳେ ହଠାତ୍‌ ସେକ୍ସ ଟଏ ବିକ୍ରି ଅତ୍ୟଧିକ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବୋଧହୁଏ ଏହା ଏକମାତ୍ର ଅନ୍‌ଲାଇନ୍‌ ବ୍ୟବସାୟ ଆଶାତୀତ ପରିମାଣରେ ବିକ୍ରି ହୋଇପାରିଛି। ପ୍ରାୟ ସବୁ...

କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲାରେ ଏବେ ଡାକ୍ତରମାନେ ପ୍ରକୃତ ଯୋଦ୍ଧା ସାଜିଛନ୍ତି। ନିଜ ଜୀବନକୁ ବାଜିଲଗାଇ ସେମାନେ ରୋଗୀମାନଙ୍କର ସେବା କରୁଛନ୍ତି। ଏଥିପାଇଁ ଅଷ୍ଟ୍ରେଲିଆର ଦୁଇଜଣ ଡାକ୍ତର ମ୍ୟାକ୍ସ ଏବଂ ଗ୍ରେଟା ସେମାନଙ୍କର ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଦୁହେଁ...

ବିଶ୍ୱକୁ ବାଟ ବତାଇଛନ୍ତି ଏମାନେ

ଆଇସଲାଣ୍ଡରୁ ତାଇଓ୍ବାନ ଓ ଜର୍ମାନୀରୁ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ମହିଳାମାନେ ବିଶ୍ୱକୁ ମହାମାରୀ କରୋନାରୁ ମୁକ୍ତିର ବାଟ ବତାଉଛନ୍ତି। ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ ଓ ଡେନ୍‌ମାର୍କ ସବୁଠି ଏହି ଘାତକ ଭୂତାଣୁ ଗୋଟିଏ ବିଷୟ ସାମ୍ନାକୁ ଆଣିଛି ଯେ ମହିଳାମାନେ ହିଁ ସେମାନଙ୍କ...

ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ,୧୫ା୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯେପରି ସବୁ କିଛି ଥମିଯାଇଛି। ଏଥିରୁ ବିବାହ ମଧ୍ୟ ବାଦ୍‌ ପଡ଼ିନାହିଁ। ପୂର୍ବରୁ ଠିକ୍‌ ହୋଇ ସାରିଥିବା ବିବାହ ତାରିଖକୁ ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ସବୁ ଲୋକ ଆଗକୁ ଘୁଞ୍ଚାଇ ଦେଉଥିବା ବେଳେ ଆଉ...

ଜନ୍ମିତ ଶିଶୁର ନାମ ‘ସାନିଟାଇଜର୍‌’

ଲକ୍ଷ୍ନୌ: ଦେଶ ସହିତ ସମଗ୍ର ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ପ୍ରଥମେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା ମଧ୍ୟରେ ଏଭଳି ବହୁତ ବାପା-ମା କରୋନାକୁ ନେଇ ଜନ୍ମିତ ଶିଶୁର ନାମକରଣ...

ଟିକ୍‌ଟକ୍‌ ଭିଡିଓ କରି ମାସ୍କର ଉଡ଼ାଉଥିଲେ ମଜା, ଏବେ ନିଜେ କରୋନା ଆକ୍ରାନ୍ତ

ସମଗ୍ର ବିଶ୍ୱକୁ ମହାମାରୀ କରୋନା ଭୂତାଣୁ ଗ୍ରାସ କରିଥିବା ବେଳେ ଟିକ୍‌ଟକ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଟିକ୍‌ଟକ୍‌ ୟୁଜର ମାସ୍କର ମଜା ଉଡ଼ାଉଥିବା ବା ଥଟ୍ଟା ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଯାହା ତାଙ୍କ ପାଇଁ...

ଲକ୍‌ଡାଉନ୍‌: ଘର ଆଗରେ ବୋର୍ଡ ଲଗାଇଲେ ୬୦ ବର୍ଷୀୟା ବୃଦ୍ଧା, ଲେଖିଲେ ଅଧିକ ମଦ ଆବଶ୍ୟକ

ଓଟ୍ଟଓ୍ବା: ମହାମାରୀ କରୋନା ଭୂତାଣୁ ଯୋଗୁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଏହି ଭୂତାଣୁ ଆଉ ବ୍ୟାପିବ ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ ନିକଟରେ ଖାଦ୍ୟପାନୀୟର ଅଭାବ ଦେଖାଦେଇଛି। କାରଣ ଅଧିକାଂଶ ଲୋକ ଗୃହବନ୍ଦୀ ଜୀବନ ବିତାଉଛନ୍ତି।...

ଦେଶର ୪ ରାଜ୍ୟର ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା ଦେଇଛନ୍ତି। ଦେଶରେ ଥିବା ଦୁଇ ପ୍ରଜାତିର ବାଦୁଡ଼ି ମଧ୍ୟରୁ ୫୮୬ ବାଦୁଡ଼ିଙ୍କର ନମୁନା...

ଘରେ ବନ୍ଦୀ ହୋଇ ରହୁଛନ୍ତି କରୋନା ଯୋଦ୍ଧାଙ୍କ ୭ ବର୍ଷର ଶିଶୁ

ଭିଲଓ୍ବାରା,୧୪।୪: ରାଜସ୍ଥାନର ସରୋଜ କୁମାର କନଷ୍ଟେବଳ ଭାବେ କାମ କରନ୍ତି। ଏବେ ସେ କରୋନା ଯୋଦ୍ଧା ଭାବେ ନିଜର କାର୍ଯ୍ୟରେ ଯୋଗ ଦେଉଥିବା ବେଳେ ନିଜର ୭ ବର୍ଷ ଶିଶୁକୁ ଘରେ ତାଲା ପକାଇ ଯାଉଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ...

ଲକ୍‌ଡାଉନ: ଅନ୍‌ଲାଇନ ବିବାହରେ ସାମିଲ ହେଲେ ୨ଶହ ଅତିଥି

ଟେକ୍ସାସ,୧୪।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍‌ଡାଉନ୍‌ ହୋଇ ଯାଇଛି କହିଲେ ଚଳେ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ୨ ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ଏଥିରେ ବିଶେଷ...

ଲକ୍‌ଡାଉନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଶିଶୁ ପାଇଁ କ୍ଷୀର ମାଗିଲେ ମା’: ସାହାଯ୍ୟ କଲେ ଓଡ଼ିଶା କ୍ୟାଡର ଆଇପିଏସ୍‌

ମୁମ୍ବାଇ,୧୪।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ଚାଲିଥିବା ଲକ୍‌ଡାଉନ ଫଳରେ କିଏ କେତେ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ଜଣେ ଅଟିଜିମ ପୀଡିତ ଶିଶୁର ମା’ଙ୍କ ଦୁଃଖକୁ ଲାଘବ କରିଛନ୍ତି ଜଣେ ଓଡ଼ିଆ ଆଇପିଏସ୍‌ ଅରୁଣ ବୋଥ୍ରା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri