Posted inଫୁରସତ

ଅଜବ: Valentine Dayରେ ଏଠାରେ ଭଡ଼ାରେ ମିଳନ୍ତି ପ୍ରେମିକା, ସିଙ୍ଗଲ୍‌ ଯୁବତୀ ବି…

ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହା ପ୍ରେମର ସପ୍ତାହ ହୋଇଥିବାରୁ ସମସ୍ତେ ନିଜ ପାର୍ଟନରଙ୍କ ସହ ସମୟ ବିତାଉଛନ୍ତି, ଉପହାର ଦେଉଛନ୍ତି। ହେଲେ କିଛି ଏମିତି ଥାନ୍ତି ଯାହାଙ୍କ ଜୀବନରେ ପ୍ରେମକୁ ନେଇ ଏକ ଅଭାବୀପଣ ଥାଏ। ଯଦି ଆପଣ ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଏକାକି ଅଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଖାସ୍‌। କାରଣ ଏବେ ଆପଣ ଭଡ଼ାରେ ପାର୍ଟନର ରଖିପାରିବେ।

ଯୁବକମାନେ କିଛି ଟଙ୍କା ଦେଇ ଭଡ଼ାରେ ପ୍ରେମିକା ଆଣିପାରବେ। ସେହିଭଳି ଯୁବତୀମାନେ କିଛି ଟଙ୍କା ଦେଇ ନିଜ ପାଇଁ ପ୍ରେମିକ ଆଣିପାରିବେ। ବିନା କୌଣସି ଚୁକ୍ତିନାମାରେ ଆପଣଙ୍କୁ ପ୍ରେମିକା-ପ୍ରେମିକ ମିଳିଯିବେ। ଆସନ୍ତୁ ଜାଣିବା ଏଭଳି କେଉଁଠାରେ ହେଉଛ। ଆମର ପଡ଼ୋଶୀ ଦେଶ ଚାଇନା, ଜାପାନ, ଭିଏତନାମରେ ଏହ ସୁବିଧା ପାର୍ଟନର ନ ଥିବା ଲୋକଙ୍କୁ ମିଳିପାରେ।

୨୦୧୮ରୁ ଚାଇନାରେ ପ୍ରେମିକା-ପ୍ରେମିକ ଭଡ଼ାରେ ରଖିବା ପରମ୍ପରା ଚାଲି ଆସୁଛି। ସେତେବେଳେ ୨୦ ମିନିଟ୍‌ ସେବା ଲାଗି ଲୋକଙ୍କୁ ୧୦ ହଜାର ଖର୍ଚ୍ଚ କରିବାକୁ ପଡ଼ୁଥିଲା। ବିଶେଷକରି ଶପିଂ ମଲ୍‌ରେ ଏହି ସେବା ଦିଆଯାଉଥିଲା। ୧୦ ଟଙ୍କାରେ ପ୍ରେମିକାଙ୍କୁ ନିଜ ସହ ନେଇପାରିବ, ତାଙ୍କ ସହ ଦୂରରୁ କଥା ହୋଇପାରିବ ବୋଲି ନିୟମ ରହିଥିଲା।

ହେଲେ ଏବେ ସବୁକିଛି ବଦଳିଛି। ପ୍ରେମିକାଙ୍କ ସହ ଖାଇବା-ପିଇବା, ବୁଲିବାକୁ ଯିବା ଆଦି କରିପାରିବେ। ଯେଉଁଭଳି ପ୍ୟାକେଜ୍‌ ଆପଣ ନେବେ ତଦନୁଯାୟୀ ସେବା ନେବା ପରେ ତାଙ୍କୁ ଛାଡ଼ିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri