ପ୍ରେମିକାଙ୍କୁ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଲେ ରାଜା
ଥାଇଲାଣ୍ଡର ୬୮ ବର୍ଷୀୟ ରାଜା ମହା ଭାଜିରାଲଙ୍ଗକର୍ନ ନିଜ ୩୨ ବର୍ଷୀୟା ପ୍ରେମିକା ସିନିନଟ ଓ୍ବଙ୍ଗଭାଜିରାପକଡିଙ୍କୁ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ରାଜା ମହା ତାଙ୍କୁ ମୁକୁଟ ପିନ୍ଧାଇ ଦେଶର ଦ୍ୱିତୟ ରାଣୀ କରିଛନ୍ତି। ସିନିନଟ ଓ୍ବଙ୍ଗଭାଜିରାପକଡି ପୂର୍ବରୁ ଅନେକ…
ହିଟଲର-ଟ୍ରମ୍ପ୍ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ
ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ ଗୁରୁଙ୍କଠାରୁ ହିଟଲର ନାମ ମିଳିଛି। ତାଙ୍କର ପ୍ରକୃତ ନାମ ଅଜୟ କୁମାର ତ୍ରିପାଠି…
୧୯ ବର୍ଷ …
୧୯ ବର୍ଷ ଅର୍ଥାତ୍ ୨୬ ଜାନୁୟାରୀ ୨୦୦୨ରେ ଜାତୀୟ ପତାକା କୋଡ୍ରେ କେତେକ ସଂଶୋଧନ କରାଯାଇଥିଲା ଏହି କୋଡ୍ରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚାହୁଁଥିବା ନାଗରିକ ଅବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥତ୍ଲା…
ବ୍ୟାଣ୍ଡ୍-ବାଜା ସହ ପହଞ୍ଚିଲେ ବର, କନ୍ୟା ଘରେ ପଡିଥିଲା ତାଲା: ଆଉ ତା’ପରେ
ଚଣ୍ଡିଗଡ,୨୬।୧: ପଞ୍ଜାବର ମୋଗା ଜିଲାରେ ଏକ ରୋଚକ ଘଟଣା ଘଟିଛି। ବ୍ୟାଣ୍ଡବାଜା ସହ ବର କନ୍ୟା ଘରେ ପହଞ୍ଚିବା ପରେ ସେଠାରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟା ଘରେ ତାଲା ପଡିଥିବା ଦେଖି ବରଘର ପକ୍ଷ କୌଣସି ଉପାୟ…
ଲାହୋଲରେ ୧୭୫ କିଲୋମିଟର ମଧ୍ୟରେ ନାହିଁ ସେଲୁନ!
ଉଦୟପୁର,୨୬ ।୧: ହିମାଚଳପ୍ରଦେଶର ଲାହୋଲରେ ଛୋଟ ପିଲା, ଯୁବକ, ବୃଦ୍ଧ ହେୟାର ଷ୍ଟାଇଲ କରିବାକୁ ଟ୍ରିମର ଉପରେ ନିର୍ଭର କରିଥାଆନ୍ତି । ସେଥିପାଇଁ ସେଠାରେ ମିଳିଥିବା ବିଭିନ୍ନ କମ୍ପାନୀର ଟ୍ରିମରକୁ ଏମାନେ ୫ଶହ ଟଙ୍କାରୁ ନେଇ ୫ ହଜାର ଟଙ୍କା ପର୍ଯ୍ୟନ୍ତ…
ସମ୍ବିଧାନ ପ୍ରସ୍ତୁତିକୁ ଲାଗିଥତ୍ଲା ୨ବର୍ଷ ୧୧ମାସ ୧୮ଦିନ
୧୯୪୭ ଅଗଷ୍ଟ ୧୫ ରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ବାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନ ଥିଲା ବ୍ରିଟିଶ୍ ଉପନିବେଶ ଅାଇନ ଦେଶରେ ପ୍ରଚଳିତ ଥତ୍ଲା ବ୍ରିଟିଶ ସରକାର ୧୯୩୫ରେ ଭାରତ ପାଇଁ ଏକ…
ଗଣତନ୍ତ୍ର, ଲୋକମତ
ଲୋକଙ୍କ ବିଚାର ଓ ମତାମତ ଶାସନକୁ ନିୟନ୍ତ୍ରିତ କରିବା ଏକ ଦୈନନ୍ଦିନ ପ୍ରକ୍ରିୟା ଯଦି ସମସ୍ତେ ସରକାରଙ୍କ ସହ ସବୁକଥାରେ ଏକମତ ହୋଇଯିବେ ବା ହେବାକୁ ବାଧ୍ୟ ହେବେ ତେବେ ତାକୁ ଗଣତନ୍ତ୍ରର ଅପମୃତୁ୍ୟ ବୋଲି କୁହାଯିବ ସେଥିଲାଗି ଭିନ୍ନମତ ଗଣତନ୍ତ୍ରର…
କୁକୁର ଠାରୁ କ୍ଷୀର ପିଉଛି ବିଲେଇ ଛୁଆ
ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ…
ଏହି ମୁଦ୍ରା ପାଖରେ ଅଛି କି? ହୋଇଯିବେ ଲକ୍ଷପତି
ମା’ ବୈଷ୍ଣୋ ଦେବୀଙ୍କ ମୁଦ୍ରା ଥିବା ବ୍ୟକ୍ତି ଏବେ ହୋଇପାରିବେ ଲକ୍ଷପତି। କିନ୍ତୁ ଏ କଥା ଖୁବ୍ କମ୍ ଲୋକ ଜାଣିଥିବେ। ଏହି ମୁଦ୍ରା ଦେଲେ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହିପରି ମୁଦ୍ରାକୁ ଆଣ୍ଟିକ୍ ଭାବେ ବିବେଚନା କରାଯାଏ।…
ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜେଲ ଟୁରିଜିମ: ସାଧାରଣ ଜନତା ବିନା ଅପରାଧରେ ପାଇବେ ଜେଲ୍ର ଅନୁଭୁତି!
ମୁମ୍ବାଇ,୨୫ ।୧: ଜେଲ୍ ଯିବାକୁ ସମସ୍ତେ ସାଧରଣତଃ ନିଚ୍ଚ ଦୃଷ୍ଟିରେ ଦେଖିଥାଆନ୍ତି । ଆଉ ଯେଉଁମାନେ ଜେଲ୍ ଯାଆନ୍ତି ସେମାନଙ୍କୁ ସମାଜରେ ବଦନାମ ହେବାକୁ ପଡିଥାଏ । ହେଲେ ଏବେ ଜେଲ ଯିବାକୁ ନେଇ ଲୋକଙ୍କର ଚିନ୍ତାଧାରା ବଦଳିବାକୁ ଯାଉଛି ।…
ଲଙ୍କାଠାରୁ ବି ଅଧିକ ରାଗ ଏହି ଆଇସ୍କ୍ରିମ୍
ଚାଇନାର ଲୋକମାନେ ସେମାନଙ୍କ ଅଜବ ଖାଦ୍ୟ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବାଦୁଡିର ସୁପ୍ ପିଇବା ଠାରୁ ଆରମ୍ଭ କରି ଭିନ୍ନ ପ୍ରକାରର ପରୀକ୍ଷା ସେ କରିଥାନ୍ତି। ନିକଟରେ ବିଶ୍ୱର ସବୁଠାରୁ ବଡ଼ ଫାଷ୍ଟଫୁଡ୍ ଚେନ୍ ‘ମାକ୍…
ଦିନକ ପାଇଁ ମୁଖ୍ୟମନ୍ତ୍ରୀ
ଡେରାଡୁନ୍, ୨୫ା୧: ଦିନକ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ବସି ଚର୍ଚ୍ଚାକୁ ଆସିଛନ୍ତି ସୃଷ୍ଟି ଗୋସ୍ବାମୀ। ରବିବାର ଜାତୀୟ କନ୍ୟା ଦିବସ ଅବସରରେ ହରିଦ୍ୱାର ଜିଲା ଦୌଲତପୁର ଗ୍ରାମର ସୃଷ୍ଟି ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳ ପକ୍ଷରୁ ସ୍ବାଗତ…
Archives


