ଫୁରସତ

ଟ୍ରାଫିକ୍‌ରେ ଛିଡ଼ାହୋଇ ଏମିତି କଲା ହାତୀ

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ…

୭୦ ବର୍ଷ ଏକାଠି ବାଟ ଚାଲିବା ପରେ ପରପାରିକୁ ବି ଚାଲିଗଲେ ସାଥୀ ହୋଇ

୭୦ ବର୍ଷ ପର୍ଯ୍ୟନ୍ତ ସାଥୀ ହୋଇ ବାଟ ଚାଲିବା ପରେ ଏକାସାଥୀରେ ମଧ୍ୟ ପରପାରିକୁ ଚାଲିଗଲେ ବୃଦ୍ଧ ଦମ୍ପତି। ଏପରି ଏକ ନିରାଟ ସତ ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ପାର୍ଟିଗାନ୍‌ରେ ରହୁଥିବା ସ୍ବାମୀ ମାର୍ଗେଟ ଫର୍ଥ ଏବଂ ଡେରେକ ନାମକ…

ରାସ୍ତାରେ ଯାଉଥିଲେ କୁକୁର ପଲ, ହଠାତ୍‌ ବଦଳିଗଲା ରଙ୍ଗ, ସାମ୍ନାକୁ ଆସିଲା ଏହି କାରଣ

ରୁଷିଆରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ରାସ୍ତାରେ ଚାଲୁଥିବା କୁକୁରଙ୍କ ହଠାତ୍‌ ରଙ୍ଗ ବଦଳି ଯାଇଛି। ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି କୁକୁରଙ୍କ ରଙ୍ଗ ପୂରାର ନୀଳ ରଙ୍ଗ ହୋଇଯାଇଥିଲା।…

ମୁଁ ସ୍ବାମୀ ପାଖକୁ ଯିବି: କହୁଛି ଏହି କୁନି ଝିଅ

ଜଣେ କୁନି ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ଝିଅଟି କାନ୍ଦି କାନ୍ଦି ମା’ଙ୍କୁ ଏମିତି କିଛି କହିଲେ ଯାହାକୁ ଶୁଣିବା ପରେ ସମସ୍ତେ ହସି ହସି ଗଡ଼ିଯାଉଛନ୍ତି। ଝିଅଟି କାନ୍ଦି କାନ୍ଦି କହୁଛି, ମତେ…

ମାମୁଙ୍କର ଅତି ନିକଟତର ଥିଲେ ଏହି ସଙ୍ଗୀତକାର: ମୃତ୍ୟୁ ପରେ ତାଙ୍କ କଙ୍କାଳରେ ତିଆରିକଲେ ଗୀଟାର

ଆମେରିକାର ସଙ୍ଗୀତକାର ପ୍ରିନ୍ସ ମିଡନାଇଟ୍‌ଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କୁ ଏବଂ ତାଙ୍କ ଗୀଟାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓକୁ ବହୁତ ଶେୟାର ମଧ୍ୟ କରାଯାଉଛି। ତେବେ ପ୍ରିନ୍ସଙ୍କ ଗୀଟାର ପଛର…

ଆଇନ୍‌ ଛାତ୍ରୀ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଖାଦ୍ୟ: ମେସେଜ୍‌ ଆସିଲା ‘ଦୁଃଖିତ ପ୍ରିୟେ, ତୁମ ଖାଇବା ଖାଇନେଲି’; ଆଉ ତା’ ପରେ..

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଖାଇବା ଅର୍ଡର କରିବା ଏବେ ଅଭ୍ୟାସରେ ପରିଣତ ହେଲାଣି। ଘରେ ବସି ମନପସନ୍ଦର ଖାଇବା ମିଳୁଥିବାରୁ ଯେକେହି ଉପଲବ୍ଧ ଥିବା ଆପ୍‌ରୁ ଖାଇବା ମଗାଉଛନ୍ତି। ହେଲେ ଅନେକ ସମୟରେ ଡେଲିଭରି ବୟ/ଡ୍ରାଇଭରମାନଙ୍କ ଅଜବ କାରନାମା ଚର୍ଚ୍ଚାର କାରଣ ପାଲଟୁଛି।…

ବିରଳ ରୋଗରେ ପୀଡ଼ିତ ତିନି ବର୍ଷର ଶିଶୁ: ୨ ଇଞ୍ଚ୍‌ କାଟିବା ପରେ ବି ବଢୁଛି ଜିଭ

ଆମେରିକାର ଜଣେ ତିନି ବର୍ଷର ବାଳକ ବିରଳ ରୋଗରେ ପୀଡିତ ଅଛନ୍ତି। ଏହି ରୋଗଟି ହେଉଛି ବେକ୍‌ଓ୍ବିଥ୍‌-ଓ୍ବିଡ୍‌ମ୍ୟାନ୍‌ ସିଣ୍ଡ୍ରୋମ୍‌(ବିଡବ୍ଲୁଏସ)। ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀରର ବିଭିନ୍ନ ଅଙ୍ଗ ବଢିବାକୁ ଲାଗେ। ୧୫ ହଜାର ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ଏଭଳି ବିରଳ…

ଯମରାଜା ନେଲେ ଟିକା, କହିଲେ-‘ମୋତେ କରୋନାକୁ ଭାରି ଡର’

ଇନ୍ଦୋର: ଦେଶରେ କରୋନା ବିପକ୍ଷରେ ଟିକାକରଣ ଅଭିଯାନ ଜାରି ରହିଛି। ୬୬ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇସାରିଛି। ହେଲେ କିଛି ଲୋକ ଏହାକୁ ନେବାକୁ ଭୟ କରୁଥିବା ଦେଖିବାକୁ ମିଳୁଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ…

ଶନିବାର କରନ୍ତୁ ଏପରି, ହେବ ସୌଭାଗ୍ୟ ପ୍ରାପ୍ତି

କାଶୀ,୧୨।୨: ଜୀବନରେ ଶନିମହାଗ୍ରହଙ୍କ ଯୋଗୁ ବିଭିନ୍ନ ବାଧାବିଘ୍ନ ଆସିଥାଏ। କେତେକ ଶନିଙ୍କୁ ଭୟ କରି ଥାନ୍ତି। ତେବେ ଶନି ମହାଗ୍ରହ ନ୍ୟାୟ କାରକ ଗ୍ରହ। ସେ କାହାପ୍ରତି ଅନ୍ୟାୟ କରି ନ ଥାନ୍ତି। ସୁନା ନିଆଁରେ ପଡ଼ିଲେ ଅଧିକ ଉଜ୍ଜଳ ହେବା…

ଆଜି ହଗ୍‌ ଡେ’: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ହୃଦୟ ଖୋଲା କଥା

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଭାଲେଣ୍ଟାଇନ ସପ୍ତାହର ଷଷ୍ଠ ଦିନରେ…

ପୁରୁଣା କାରରେ ଏମିତି ମୁଦ୍ରା ଲଗାଇଲେ ୨ ବନ୍ଧୁ: ଦାମ୍‌ ଜାଣିଲେ…

ଖରାପ ପୁରୁଣା କାରକୁ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ଲୋକମାନେ ତାହାର ମରାମତି କରିଥାନ୍ତି। ନୂଆ ପାର୍ଟ ଲଗାଇବାଠାରୁ ଆରମ୍ଭ କରି ସେଥିରେ ରଙ୍ଗ ଦେବାରେ ଟଙ୍କା ଖର୍ଚ୍ଚ କରିଥାନ୍ତି। ମାତ୍ର ଅଷ୍ଟ୍ରେଲିଆର ୨ ବନ୍ଧୁ ମଧ୍ୟ ଏମିତି କିଛି…

ଇଲ୍‌କୁ ଗିଳୁଛି ମାଛ, ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଏକ ମାଛ ଗୋଟିଏ ବଡ଼ ଇଲ୍‌କୁ ଗିଳୁଛି। ଲୋକେ ଭିଡିଓ ଦେଖି ବିଶ୍ୱାସ କରିପାରୁନାହାନ୍ତି ମାଛ କିପରି ଏତେବଡ଼ ଇଲ୍‌କୁ ଖାଇପାରିବ? ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri