ଫୁରସତ

ମଡେଲ ପରି ଚାଲୁଛି ଗାଈ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଗାଈର ଚାଲିବା ଷ୍ଟାଇଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ ଆଉ କହିବେ ଏହା କେଉଁ ମଡେଲଠାରୁ ବି କମ୍‌ ନୁହଁ। ଭିଡିଓରେ ଗାଈଟି ରାସ୍ତାରେ ଧୀରେ ଧୀରେ ଚାଲୁଛି। ଆଉ ବେଳେବେଳେ...

ରାସ୍ତାରେ ବିଲେଇକୁ ଦେଖି ଏମିତି କଲା ହାତୀ: ଭିଡିଓ ଭାଇରଲ୍‌

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ଏମିତି ଟାଟୁ କରି ଚର୍ଚ୍ଚାରେ ଏହି ଯୁବତୀ, ହାତରେ ଲେଖିଛନ୍ତି…

ସାଧାରଣତଃ ଯୁବପିଢ଼ିଙ୍କୁ ବର୍ତ୍ତମାନ ଟାଟୁ ମାନିଆ ଘାରିଛି। ସବୁଦିନେ କିଛି ନା କିଛି ଅଜବ ଟାଟୁକୁ ନେଇ ଚର୍ଚ୍ଚା ହୋଇଥାଏ। କେଉଁଠି ଟାଟୁର ସ୍ଥାନକୁ ନେଇ ତ ଆଉ କେଉଁଠି ଟାଟୁର ରଙ୍ଗକୁ ନେଇ। ଏହି ସମୟରେ ଏମିତି ଟାଟୁ...

ବଡ଼ ଝିଅର ଜୀବନ ବଞ୍ଚାଇବାକୁ ସାନକୁ ୧୦ ହଜାରରେ ବିକିଲେ ମା’ବାପା

ପ୍ରତ୍ୟେକ ମଣିଷ ପାଇଁ ତାର ସମସ୍ତ ସନ୍ତାନ ସମାନ ହୋଇଥାନ୍ତି। କିନ୍ତୁ ଦରିଦ୍ର ଆଗରେ ବ୍ୟକ୍ତି ଅସହାୟ ହୋଇପଡ଼ନ୍ତି। ଏମିତି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ। ଏକ ଦମ୍ପତ୍ତି ସେମାନଙ୍କର ବଡ଼ ବର୍ଷ (୧୬ ବର୍ଷ)ର ଚିକିତ୍ସା ପାଇଁ...

ସନ୍ଧାନୀ କୁକୁରକୁ ରାଜକୀୟ ବିଦାୟ

ନାସିକ,୨୭।୨: ଚାକିରିରୁ ଅବସର ନେବା ସମୟରେ ବିଦାୟ ଉତ୍ସବର ଆୟୋଜନ କରାଯାଇଥାଏ। ନାସିକ ପୋଲିସ ବିଭାଗରେ ଗତ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ପାଇକ୍‌ ନାମକ ସନ୍ଧାନୀ କୁକୁରକୁ ଫେବୃୟାରୀ ୨୪ରେ ରାଜକୀୟ ବିଦାୟ ଦିଆଯାଇଛି। ବମକ ଡିଟେକଶନ୍‌...

ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର

ଭୋପାଳ,୨୬।୨: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାର ଦୀପକ ଗୋଏଲ ନାମକ ଜଣେ ଯୁବ ଇଞ୍ଜିନିୟର ଆମେରିକାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ବର୍ତ୍ତମାନ ସେ ଆମେରିକାରୁ ଫେରି ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ମିଶି ଏକ ପାହାଡ଼କୁ ସବୁଜ ସୁନ୍ଦର କରିବାରେ ସକ୍ଷମ...

ଫୁଡ୍‌ ଡେଲିଭରୀ ବୟ ଲୋକେଶନ ନ ପାଇବାରୁ ଏମିତି କଲେ ଗ୍ରାହକ

ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଏହାକୁ ଲକ୍‌ଡାଉନର ପ୍ରଭାବ କହିପାରିବା। କିନ୍ତୁ ରେଷ୍ଟୁରାଣ୍ଟ ଯିବା ବଦଳରେ ଏବେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ତେବେ ଖାଦ୍ୟ ନେଇକି ଆସୁଥିବା ଡେଲିଭରୀ ବୟକୁ ସଠିକ୍‌...

ବିନା ଦୋଷରେ ଷଣ୍ଢଙ୍କୁ ପିଟୁଥିଲେ ବୃଦ୍ଧ, ପାଇଲେ ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ଭରଣପୋଷଣ ଲାଗି ସ୍ବାମୀ ଦେଲେ…

ଆର୍ଜେଣ୍ଟିନାର ସ୍ଥାନୀୟ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଡିଗ୍ରୀଧାରୀ ସ୍ତ୍ରୀଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଘର କାମ କରିବା ନିମନ୍ତେ ୧ କୋଟି ୨୦ ଲକ୍ଷ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାଡ଼ପତ୍ର ମାମଲାରେ କୋର୍ଟ ଏହି ରାୟ ପ୍ରକାଶ...

ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ, ଭିଡିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି। ଏପରି ଲଢ଼େଇ ଆପଣ ଆଗରୁ କେବେ ଦେଖି ନ ଥିବେ। ଭିଡିଓରେ ଦେଖିବେ ଦୁଇଟି ଜିରାଫ ପାଖାପାଖି...

ହୋମଓ୍ବାର୍କ କରିବା ବେଳେ ଝିଟିପିଟି ଉପରେ ଶୋଇପଡ଼ିଲେ ଶିଶୁ: ଉଠିବା ପରେ ଯାହା ଦେଖିଲେ…

ଘରେ ହୋମଓ୍ବାର୍କ କରୁକରୁ ଅନେକଙ୍କୁ ନିଦ ଲାଗିଥାଏ। ସେଭଳି ଏକ ଘଟଣା କ୍ରମରେ ଜଣେ ଶିଶୁ ପଢ଼ା ଟେବୁଲ ଉପରେ ଶୋଇ ପଡ଼ିଥିଲେ। ହେଲେ ଶୋଇବା ସମୟରେ ନୋଟବୁକ୍‌ ଉପରେ ଏକ ଝିଟିପିଟି ଥିଲା। ଏହା ସେ ଜାଣି ପାରି...

ପବ୍‌ଜୀ ଖେଳୁଖେଳୁ ଯୁକ୍ତ ୨ ପଢ଼ୁଥିବା ଛାତ୍ରଙ୍କୁ ହୃଦୟ ଦେଇଦେଲେ ବିବାହିତା ମହିଳା; ଏବେ ଘର ଛାଡ଼ି ଫେରାର ହେବା ପରେ…

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ସୋସିଆଲ ମିଡିଆ ପ୍ରେମରେ। ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ଅନ୍‌ଲାଇନ୍‌ରେ କଟିଥାଏ। ଅନେକ ସମୟରେ ସୋସିଆଲ ମିଡିଆରେ ଜଣେ ଅନ୍ୟଜଣଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥାଏ। ସେଥିରୁ କିଛି ପ୍ରେମ ସଫଳ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri