ପ୍ରେମିକଙ୍କ ମୃତଦେହ ଅଙ୍ଗୁଳିରେ ପ୍ରେମିକା ସିନ୍ଥିରେ ଲାଗିଲା ସିନ୍ଦୁର..
କୋଲକାତା,୩୧।୫: ନାବାଳକ ପ୍ରେମିକ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହ ଅଙ୍ଗୁଳିରେ ପ୍ରେମିକା ସିନ୍ଥିରେ ସିନ୍ଦୁର ଲଗାଯାଇଛି। ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲାରେ ଘଟିଛି। ଏବେ ଏହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରେମିକା...
ଜୁନ୍ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ
ଜୁନ୍ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ ୧୦ରେ ହେବ। ଏଥର ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେଉଥିବାରୁ ଚନ୍ଦ୍ର ପୃଥିବୀକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିବ।...
ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହାତୀ କରୁଛି ଏପରି, ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...
୭ କୋଟି ଟଙ୍କା ନା ମାନବିକତା- କାହାକୁ ବାଛିବେ
ବୋଷ୍ଟୋନ, ୩୦।୫: ଏକବିଂଶ ଶତାବ୍ଦୀରେ ଲୋକମାନେ ସ୍ବାର୍ଥପର କହିଲେ କେହି ଅସ୍ବୀକାର କରିବେ ନାହିଁ। ସମସ୍ତେ ନିଜ ଫାଇଦା ଦେଖନ୍ତି। ଅନ୍ୟ କଥା ଚିନ୍ତା କରିବାକୁ ସମୟ ବା କାହା ପାଖରେ। ତେବେ ଯଦି କାହାକୁ ୭ କୋଟି ଟଙ୍କା...
ପ୍ରଧାନମନ୍ତ୍ରୀଙ୍କ ସକାଳ ଜଳଖିଆ ଖର୍ଚ୍ଚ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିକାଲି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରିନ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସରକାରୀ ପାଣ୍ଠିରୁ ଅର୍ଥ ବ୍ୟବହାର କରି ସେ ନିଜ ତଥା ପରିବାର ପାଇଁ ପ୍ରତି ମାସ ଖାଦ୍ୟ ବାବଦରେ ବହୁ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ବିରୋଧୀଙ୍କ ଅନୁଯାୟୀ,...
ନଦୀରେ ମୃତଦେହ ଫିଙ୍ଗିବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ…
ବଳରାମପୁର,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଲୋକ ଆକ୍ରାନ୍ତଙ୍କ ମୃତଦେହ ନଦୀରେ ଫିଙ୍ଗୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଗଙ୍ଗା ନଦୀରୁ ଭାସୁଥିବା ଅବସ୍ଥାରେ ବହୁ ମୃତଦେହ ଉଦ୍ଧାର କରାଯାଇଛି।...
ଏଲିଅନ୍ ଆତଙ୍କ: ଆମେରିକା ନୌବାହିନୀ ଯୁଦ୍ଧପୋତ ଉପରେ ଉଡ଼ିବୁଲିଲା ୧୪ ୟୁଏଫ୍ଓ…
ଓ୍ବାଶିଂଟନ,୩୦।୫: ଏଲିଅନ୍ଙ୍କୁ ନେଇ ଆମେରିକାର ଡେଲି ମେଲ୍ ଡଟ୍ କମ୍ରେ ଫିଲ୍ମ ମେକର ଜେରେମି କୋରଓ୍ବେଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୪୬ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଆମେରିକା ନୌବାହିନୀର ଯୁଦ୍ଧପୋତ...
ସିନେମା ପରି କାହାଣୀ: ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବିବାହ କରାଇଦେଲେ ସ୍ବାମୀ
ଛାପ୍ରା: ଚଳଚ୍ଚିତ୍ର ‘ହମ୍ ଦିଲ୍ ଦେ ଚୁକେ ସନମ୍’ର କାହାଣୀକୁ ଥରେ ମନେ ପକାନ୍ତୁ। ନାୟକ ଅଜୟ ଦେବଗନ ଏଥିରେ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ପ୍ରେମିକ(ସଲମାନ୍ ଖାନ୍)ଙ୍କ ସହ ମିଶାଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ। ଠିକ୍ ଏଭଳି ସାମଞ୍ଜସ୍ୟ...
ଆମକୁ ଘରକୁ ପଠାନ୍ତୁନି ସାର୍, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…
ଗାଜିଆବାଦ୍,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଜେଲ୍ରେ ଭିଡ଼ କମ୍ କରିବା ଲାଗି କଏଦୀଙ୍କୁ ପାରୋଲ୍ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ସାଧାରଣତଃ ଘରକୁ ଯିବାକୁ କଏଦୀ ଚାହିଁଥାନ୍ତି। ମାତ୍ର ଉତ୍ତରପ୍ରଦେଶ ଗାଜିଆବାଦ୍ର ଡାସନା...
ବିଶ୍ୱର ସବୁଠୁ ଦାମୀ କାର୍, ଦାମ୍ ଜାଣିଲେ…
ବିଳାସପୂର୍ଣ୍ଣ କାର୍ ନିର୍ମାଣ କରିବାରେ ବେଶ୍ ଜଣାଶୁଣା କମ୍ପାନୀ ହେଉଛି ରୋଲ୍ସ ରୟସ। ବର୍ତ୍ତମାନ ଏହି କମ୍ପାନୀ ବିଶ୍ୱର ସବୁଠୁ ଦାମୀ କାର୍ ଲଞ୍ଚ୍ କରିଛି। ଏହି କାର୍ର ନାମ ବୋଟ୍ ଟେଲ। ଏହାର ଦାମ୍ ୨୦ ମିଲିୟନ ପାଉଣ୍ଡ୍ସ...
ବ୍ରେନ୍ ଡେଡ୍ ମହିଳାଙ୍କ ଅଙ୍ଗ ୪ ଜଣଙ୍କ ଜୀବନ ବଞ୍ଚାଇଲା
ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ରେନ୍ ଡେଡ୍ ମହିଳାଙ୍କ ଅଙ୍ଗଦାନ ଫଳରେ ୪ ଜଣଙ୍କ ଜୀବନ ବଞ୍ଚତ୍ପାରିଛି। ତାଙ୍କ ଯକୃତ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ହୋଇଥିବାବେଳେ କିଡ୍ନୀକୁ ସାର୍ ଗଙ୍ଗାରାମ ହସ୍ପିଟାଲର ଅନ୍ୟ ଜଣେ ରୋଗୀଙ୍କ...
ଗୋଟିଏ ଗୋଡ଼ରେ ପାହାଡ଼ ଚଢ଼ା
ନୂଆଦିଲ୍ଲୀ: କଥାରେ ଅଛି ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ଠିକ୍ ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୋଟ ଝିଅଟିଏ ଗୋଟିଏ ଗୋଡ଼ରେ ବହୁ କଷ୍ଟରେ ପାହାଡ଼ ଚଢିବାର ଦୃଶ୍ୟ...
Archives


