‘ହ୍ୟାଣ୍ଡଲୁମ୍- ଏକ ଭାରତୀୟ ଉତ୍ତରାଧିକାରୀ’
ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ହସ୍ତତନ୍ତ କାରିଗରଙ୍କ ଯେଉଁ ଭୂମିକା ରହିଛି ତାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ଏହି...
ପାର୍ଲାମେଣ୍ଟରେ ବେଶି ଘୁ ଘା ହେଉଛି
ଓଡ଼ିଶାରେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ପ୍ରମିଳା ବିଶୋଇ ଏବେ ଆସ୍କାର ବିଜେଡିର ଲୋକ ସଭା ସଦସ୍ୟ। ଜୀବନ କ’ଣ ଜାଣିବା ଆଗରୁ ୫ବର୍ଷ ବୟସରେ ତାଙ୍କର ବାଲ୍ୟବିବାହ ହୋଇଥିଲା। ଘାତ ପ୍ରତିଘାତ ଦେଇ...
ଜାତୀୟ ହସ୍ତତନ୍ତ ଦିବସ: ଜାଣନ୍ତୁ କେବେ ଏବଂ କାହିଁକି ପାଳନ ହେଉଛି ଏହି ଦିବସ
ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କୋଲକାତା ଟାଉନ...
ହିରୋଶିମାକୁ ଧ୍ୱଂଶ କରି ଦେଇଥିଲା ‘ଲିଟ୍ଲ ବୟ’
ଠିକ୍ ୭୬ ବର୍ଷ ତଳେ ଆମେରିକା ଏହାର ପ୍ରଥମ ପରମାଣୁ ବୋମା ପକାଇଥିଲା ଜାପାନର ହିରୋଶିମାରେ। ଚାହୁଁଚାହୁଁ ଚାଲି ଯାଇଥିଲା ୭୦ରୁ ୮୦ ହଜାର ଲୋକଙ୍କ ଜୀବନ। ଏହାର ୩ ଦିନ ପରେ ନାଗାସାକିରେ ପଡ଼ିଥିଲା ଦ୍ୱିତୀୟ ପରମାଣୁ ବୋମା।...
ରୀତିନୀତି ପାଳନ କରିବେ କ’ଣ, ସତସତିକା ନିମ୍ବ ବାଡ଼ିରେ ନୂଆ ଭାଉଜଙ୍କୁ ପିଟିବାକୁ ଲାଗିଲେ ଦିଅର; ପରେ ଘଟିଲା…
ଦେଶର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ରହିଛି। ବେଳେବେଳେ ସେଗୁଡ଼ିକ ବହୁତ ମଜାଦାର ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ବିବାହ ସମାରୋହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରୀତିନୀତି ମୁତାବକ ଭାଉଜଙ୍କୁ...
ବିଦେଶରେ ଆଦର ପାଉଛି ଗ୍ରାମୋଦ୍ୟୋଗ ସାମଗ୍ରୀ
ପ୍ରଶ୍ନ- ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ଚାହିଦା କିଭଳି ରହିଛି? ଉତ୍ତର- ଓଡ଼ିଶାରେ ଭଲ ଚାହିଦା ରହିଛି। ଖଦି ଚାହିଦା ଶତ ପ୍ରତିଶତ ନ ଥିଲେ ମଧ୍ୟ ଗ୍ରାମୋଦ୍ୟୋଗର ଚାହିଦା ଓଡ଼ିଶା ସମେତ ସାରା ଭାରତରେ ସର୍ବାଧିକ ରହିଛି। ଗ୍ରାମୋଦ୍ୟୋଗ...
ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ ଏହି ଯୁବତୀ, ୧୭ ଲକ୍ଷ ଫଲୋଅର୍ସ ଥିବା ଆକାଉଣ୍ଟ ଡିଲିଟ୍ କରିଦେଲେ ମା’
ବର୍ତ୍ତମାନ ସୋସିଆଲ ମିଡିଆ ସବୁଠୁ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ଇନ୍ଷ୍ଟାଗ୍ରାମ, ୟୁଟ୍ୟୁବ୍, ଟିକ୍ଟକ୍, ଫେସ୍ବୁକ ପରି ଆପ୍ ବିଶେଷକରି ଯୁବବର୍ଗଙ୍କ ପାଇଁ ବଡ଼ ପ୍ଲାଟଫର୍ମ ପାଲଟିଛି। ସୋସିଆଲ ମିଡିଆରେ ଜଣେ ଜଣେ ରାତାରାତି ଷ୍ଟାର ପାଲଟିଯାଉଛନ୍ତି। ଆଉ କେହି ଏହି...
୫୦ ବର୍ଷ ହେବ ବନ୍ଦ ଥିଲା ଘର, ଖୋଲିବା ମାତ୍ରେ ଯାହା ପାଦ ତଳୁ ଖସିଗଲା ମାଟି
ବ୍ରିଟେନରେ ରହୁଥିବା ଅର୍ବାନ ଏକ୍ସପ୍ଲୋରର ଆଦାମ ମାର୍କ ସାରା ବିଶ୍ୱ ଭ୍ରମଣ କରି ଦଶନ୍ଧି ଧରି ବନ୍ଦ ଥିବା ଘର ଖୋଜୁଥିଲେ। ଆଦାମଙ୍କ କାମ ହେଉଛି ସେହି ଘର, ପ୍ରାସାଦ, ଡାକ୍ତରଖାନା, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ସ୍ଥାନ ଖୋଲି ସେଠାରେ...
ପ୍ରେମିକାଙ୍କୁ କାର୍ ଛାତରେ ବାନ୍ଧି ସହର ସାରା ବୁଲାଇଲେ ପ୍ରେମିକ, କାରଣ ଜାଣିଲେ…
ମସ୍କୋ,୫ା୮: ଜଣେ ପ୍ରେମିକାଙ୍କ ସହିତ ଜଣେ ପ୍ରେମିକ ଏମିତି କିଛି କରିଛନ୍ତି, ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହେଲା। ‘ଟ୍ରଷ୍ଟ୍ ଟେଷ୍ଟ’ ଷ୍ଟଣ୍ଟ୍ ସମୟରେ ପ୍ରେମିକ ଜଣକ ନିଜର ପ୍ରେମିକାଙ୍କୁ କାର୍ ଛାତରେ ବାନ୍ଧି ସହର ସାରା ବୁଲାଇଛନ୍ତି। ଏହା...
ସମୁଦ୍ର କୂଳରେ ବାଲ୍ଟି ବାଲ୍ଟି କଇଁଛ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ଏଥିରେ ସମୂଦ୍ର କୂଳରେ ବାଲ୍ଟି...
କ୍ଷୀର ବିକୁଥିବା ମହିଳାଙ୍କ ଝିଅ ପାଇଲେ ଆଇଏସ୍ଏସ୍
ଫରିଦାବାଦ,୪ା୮: ସଂଘ ଲୋକ ସେବା ଆୟୋଗ (ୟୁପିଏସ୍ସି) ଭାରତୀୟ ପ୍ରଶାସନିକ ସେବା (ଆଇଏସ୍ଏସ୍) ପରୀକ୍ଷାର ରେଜଲ୍ଟ ବାହାରିଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ ୧୨ତମ ର଼୍ୟାଙ୍କ୍ ହାସଲ କରିଛନ୍ତି। ବିନା କୋଚିଂରେ ସେ ଏହି ପରୀକ୍ଷାରେ ସଫଳତା...
‘ଦ ଗ୍ରେଟ୍ ଖଲି’ କରିବାକୁ ଚାହୁଁଥିଲେ ଏହି ଦୁଇ କାମ, ମାତ୍ର ହେଲେ ବିଫଳ
ଦ ଗ୍ରେଟ୍ ଖଲି ରେସିଲିଂ ବ୍ୟତୀତ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ। ତାଙ୍କର ଏବେ ଦୁଇଟି ଭିଡିଓ ଖୁବ୍ ଭାଇରାଲ ହେଉଛି। ଗୋଟିଏରେ ସେ ହେଲମେଟ୍ ପିନ୍ଧିବା ପାଇଁ ଚେଷ୍ଟା କରୁଥିବା ନଜର ଆସିଥିବା ବେଳେ ଅନ୍ୟଟିରେ ଏକ ଅଟୋରେ...
Archives


