ଫୁରସତ

ଏସବୁ ୪୩ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୫।୯: ନଭେମ୍ବର ୧ଠାରୁ ୪୩ଟି ସ୍ବାର୍ଟଫୋନ୍‌ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବନି। ହ୍ବାଟସ୍‌ ଆପ୍‌ ଲଗାତାର ପୁରୁଣା ଫୋନ୍‌ରେ ନିଜର ସପୋର୍ଟ ବନ୍ଦ କରିବାରେ ଲାଗିଛି। ଏସବୁ ସ୍ମାର୍ଟଫୋନ୍‌ ମଧ୍ୟରେ ଆଣ୍ଡ୍ରଏଡ୍‌ ଏବଂ ଆପଲ ଆଇଓଏସ୍‌ ସ୍ମାର୍ଟଫୋନ୍‌ ରହିଛି। ଏଣିକି ଆଣ୍ଡ୍ରଏଡ୍‌…

ସନ୍ତାନ ପ୍ରସବ ସମୟରେ ବାହାରକୁ ବାହାରିଆସିଲା ମହିଳାଙ୍କ ଗର୍ଭାଶୟ, ଆଉ ତା’ ପରେ…

ସନ୍ତାନ ପ୍ରସବ କରିବା ଜଣେ ମା’ ପାଇଁ କେତେ କଷ୍ଟ ତାହା କେବଳ ଜଣେ ମା ହିଁ କହିପାରିବେ। ଏମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ସନ୍ତାନ ପ୍ରସବ ସମୟରେ ଏକ ଭୟାନକ ପରିସ୍ଥିତିର ସାମ୍ନା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ…

ଯୁଗେ ଯୁଗେ ଗୁରୁ ପୂଜ୍ୟ: ଜୀବନରେ ଗୁରୁଙ୍କ ଭୂମିକାକୁ ନେଇ କ’ଣ କୁହନ୍ତି ଏମାନେ…

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର…। କୁହାଯାଏ ଭଗବାନ ଓ ଗୁରୁ ସମ୍ମୁଖରେ ଥିଲେ ପ୍ରଥମେ ଗୁରୁଙ୍କୁ ପ୍ରଣାମ କରାଯାଏ। କାରଣ ଗୁରୁ ହିଁ ଆମକୁ ଈଶ୍ୱରଙ୍କ ସହ ପରିଚିତ କରାଇଥାନ୍ତି। ତେଣୁ ଯୁଗେ ଯୁଗେ ଗୁରୁଙ୍କ ସ୍ଥାନ ସ୍ବତନ୍ତ୍ର।…

ବାଘ ବି ଡ଼ରି ଯାଉଛି ତାହାକୁ : ଲୁଚିଥିବା ବେଳେ ପଛରେ ଦେଖି ଜୀବନ ନେଇ ଧାଉଁଛି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

କୋଟିକୋଟି ପ୍ରଶଂସକ, ବହୁ ସମ୍ପତ୍ତିର ମାଲିକ ତଥାପି ହଠାତ୍‌ ଗାଏବ ହୋଇଗଲେ ଏହି ଅଭିନେତ୍ରୀ

ଚାଇନାର ଶି ଜିନଫିଙ୍ଗ୍‌ ସରକାର ଦେଶର ଲୋକପ୍ରିୟ ଅଭିନେତ୍ରୀ ଝାଓ ଓ୍ବେଇଙ୍କୁ ରାତାରାତି ଅନ୍‌ଲାଇନ ପ୍ଲାଟ୍‌ଫର୍ମରୁ ହଟାଇ ଦେଇଛନ୍ତି। ଝାଓଙ୍କ ଫିଲ୍ମ କିମ୍ବା ତାଙ୍କ ସହିତ ଜଡ଼ିତ କୌଣସି ଅନ୍‌ଲାଇନ୍‌ କଣ୍ଟେଣ୍ଟ ବର୍ତ୍ତମାନ ଚାଇନାରେ ଆଉ ଦେଖିବାକୁ ମିଳିବ ନାହିଁ। ଚାଇନାର…

ବିଚିତ୍ର ଗଛ: ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଆମ ଜୀବନରେ ଗଛ ଏବଂ ଉଦ୍ଭିଦଗୁଡ଼ିକର ମହତ୍ତ୍ୱ ରହିଛି। ଗଛ ସାହାଯ୍ୟରେ ଆମେ ବାୟୁ, ବର୍ଷା ଏବଂ ଖାଦ୍ୟ ପାଇଥାଉ। ପରିବେଶକୁ ସଫା ରଖିବାରେ ମଧ୍ୟ ଗଛଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଦୁନିଆରେ ଅନେକ ପ୍ରକାରର ଗଛ ଏବଂ…

ଆଜି ଗୁରୁଦିବସ: କେବଳ ଏହି କାରଣ ପାଇଁ ଗୁରୁଦିବସ ପାଳନ କରିବାକୁ ଛାତ୍ରଙ୍କୁ ନିବେଦନ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ

ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ  ‘ଗୁରୁଦିବସ’ ପାଳନ କରାଯାଇଥାଏ। ଏହି ଦିନଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ବାସ୍ତବରେ ସେ ଏହି ଦିନକୁ ‘ଗୁରୁଦିବସ’ ଭାବରେ ପାଳନ କରିବାକୁ ଛାତ୍ରମାନଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ। ଭାରତବର୍ଷରେ…

ବିଦ୍ୟୁତ୍‌ତାରରେ ଲାଗିଥିଲା ପକ୍ଷୀ, ଏମିତି ଉଦ୍ଧାର କଲା ହେଲିକପ୍ଟର

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ ମଧ୍ୟରୁ କିଛି ଭିଡିଓ ଚକିତ କରିଦେବା ପରି ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏକ ବିଜୁଳିତାରରେ ପକ୍ଷୀଟିଏ ଫସିଯାଇଛି। ଏହି ପକ୍ଷୀକୁ ବଞ୍ଚାଇବା…

ଟ୍ରାଫିକ୍‌ରେ ଅଟକିଲା କାର୍‌, ଛାତ ଉପରେ ଚଢ଼ି ଡ୍ୟାନ୍ସ କଲେ ଯୁବତୀ, ଆଉ ତା’ ପରେ…

ଏକ କାର୍‌ ଛାତ ଉପରେ ଚଢ଼ି ଜଣେ ଯୁବତୀ ଡ୍ୟାନ୍ସ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୁବତୀଙ୍କ ଏପରି ଅଜବ କାଣ୍ଡ ଦେଖି ଡ୍ରାଇଭର ତାଙ୍କ ଗୋଡ଼ରେ ପିଟିଥିଲେ। ପରେ ଯୁବତୀ ଜଣକ କାର୍‌ର ଅପରପାର୍ଶ୍ୱକୁ ଯାଇ ହାତ ଯୋଡ଼ି…

ରାସ୍ତାରେ ଉଠି ପାରୁ ନ ଥିଲା ହାତୀ ଛୁଆ: ପଛରୁ ଆସିଲା ମା’, ଆଉ ତା’ ପରେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ପଲଙ୍କୁ ଦେଖିବାକୁ ମିଳୁଛି। ଏକ ମାଟି ଖସଡ଼ା…

ରାଗରେ ୫୦୦ କିଲୋ ଓଜନ ମଇଁଷିକୁ ଏପରି ଟେକି କଚାଡ଼ିଲା ହାତୀ; ଲଢ଼େଇ ବେଳର ଫଟୋ…

ଆପଣମାନେ ପଶୁମାନଙ୍କୁ ନିଜ ଭିତରେ ଲଢ଼େଇ କରୁଥିବା ନିଶ୍ଚିତ ଦେଖିଥିବେ ନଚେତ ଶୁଣିଥିବେ। ସେଥିରୁ କିଛି ଲଢ଼େଇ ଦେଖିଲେ ଲୋମ ଟାଙ୍କୁରି ଉଠେ। ବୃହତ୍‌କାର ପଶୁମାନେ ଯେତେବେଳେ ପରସ୍ପର ସହ ଲଢ଼ିଥାନ୍ତି ସେତେବେଳେ ଦୃଶ୍ୟ ସେତିକି ଭୟଙ୍କର ହୋଇଥାଏ। ଏହି କ୍ରମରେ…

ବାପାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନରେ ଜନ୍ମଦିନ ପାଳିଲେ କୁନି ଝିଅ, କାଟିଲେ କେକ୍‌; ଭିଡିଓ ଦେଖିଲେ…

ବାଙ୍ଗାଲୋର: ଅନେକ ଘର ଭାଙ୍ଗିଛି କରୋନା। କରୋନାର ଦ୍ୱିତୀୟ ଲହର ସମୟରେ ଅନେକ ଶିଶୁ ନିଜ ମା’ବାପାଙ୍କୁ ହରାଇଛନ୍ତି। କର୍ନାଟକର କୁପାଲ କୁସ୍ତାଗି ଅଞ୍ଚଳର ୮ ବର୍ଷୀୟ ସ୍ପନ୍ଦନା ସେହି ଶିଶୁମାନଙ୍କ ମଧ୍ୟରୁ ଜଣେ। ମହାମାରୀରେ ସେ ନିଜ ପିତା ମହେଶଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri