ଫୁରସତ

ଘରକୁ ଆସିଲେ ଯାଆଁଳା କନ୍ୟା, ରଥରେ ବସାଇ ଗାଁ ବୁଲାଇଲେ ପରିବାର ଲୋକେ

ଭୋପାଳ,୧୭ା୧: ମଧ୍ୟପ୍ରଦେଶର ଧାରରେ ଏକ ପରିବାରରେ ଯାଆଁଳା କନ୍ୟା ଜନ୍ମ ହେବା ପରେ ଖୁସିର ଲହରି ଖେଳିଯାଇଛି। ଧାରର କୋଣଦା ଗାଁରେ ଏକ କୃଷକ ପରିବାରରେ ଏହି ଦୁଇ ଝିଅ ଜନ୍ମ ଦେଇଛନ୍ତି। ଏହା ପରେ ପରିବାରରେ ଉତ୍ସବ ପାଳନ କରାଯାଇଛି।…

ଆଇନା ଦେଖି ପଶୁ-ପକ୍ଷୀ ହେଉଛନ୍ତି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

କରୋନା ଟିକା ନେବା ପାଇଁ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟା ଚାଲିଲେ ଯୁବକ

ବ୍ରାଜିଲର ଆମାଜନରେ କରୋନା ଟିକା ନେବା ପାଇଁ ଜଣେ ଆଦିବାସୀ ଯୁବକ ତାଙ୍କ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟାର ରାସ୍ତା ଚାଲିବା ଆଶ୍ଚର୍ଯ୍ୟଜନକ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ୨୪ ବର୍ଷୀୟ ତାଓ୍ବି ତାଙ୍କର…

ପ୍ରେମିକଙ୍କୁ ଫସାଇବା ପାଇଁ ୩୦ ଫେକ୍‌ ଆକାଉଣ୍ଟ ଖୋଲିଥିଲେ ପ୍ରେମିକା, ପରେ ଯାହା ଘଟିଲା ଜାଣିଲେ…

ପ୍ରେମିକ ହୁଅନ୍ତୁ କି ପ୍ରେମିକା। ଏମାନଙ୍କ ମଧ୍ୟରୁ ଯଦି କେହି ପ୍ରେମରେ ବିଫଳ ହେଲେ ତେବେ ରାଗ ଶୁଝାଇବା ପାଇଁ କିଏ କେତେ କ’ଣ ଉପାୟ ପାଞ୍ଚିଥାନ୍ତି। ଠିକ୍‌ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ତାଙ୍କ…

ବସ୍‌-ଟ୍ରେନ୍‌

ନିକଟରେ ଜାପାନରେ ଏମିତି ଏକ ବସ୍‌ ଉନ୍ମୋଚନ ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏହି ବସ୍‌ ରାସ୍ତାରେ ତ ଚାଲିପାରେ ତା’ସହ ରେଳ ଟ୍ରାକ୍‌ ଉପରେ ଟ୍ରେନ୍‌ ପରି ମଧ୍ୟ ଚାଲିପାରେ। ଜାପାନର କାଇୟୋରେ ଉକ୍ତ ବସ୍‌ -ଟ୍ରେନ୍‌ର…

ଜିଭରେ ଉଠାଇଲେ ୧୨.୫ କି.ଗ୍ରା.

ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା କେତେ ଶକ୍ତିଶାଳୀ କେବେ ପରୀକ୍ଷା କରି ନ ଥିବେ। ମେକ୍ସିକୋ ସିଟିରେ ଆୟୋଜିତ ଏଲ…

ଅପରେଶନ ସକ୍ସେସ୍‌ଫୁଲ୍‌ ବଟ୍‌ ପେସେଣ୍ଟ ଡେଡ୍‌

ରାଜରାସ୍ତା ଚଉଡ଼ା ପାଇଁ ଆମ ଗାଁ ମୁଣ୍ଡ ତାରିଣୀ ମନ୍ଦିର ଓ ତା’ ସଂଲଗ୍ନ ଚଉତରାକୁ ମାଟିରେ ମିଶେଇ ସରକାର ଏବେ ସେଠାରେ ଏକ ସୁଦୃଶ୍ୟ ଭବ୍ୟ ପଥପ୍ରାନ୍ତ ସୁଲଭ ଶୌଚାଳୟଟିଏ ତିଆରି କରିଛନ୍ତି । ଏହି ଶୌଚାଳୟ ତିଆରି ହେଉଥିବା…

କଳା ସଂସ୍କୃତିର ସହର କଡପା; କେବେ ଓ କେମିତି ଯିବେ, କ’ଣ ଦେଖିବେ

କଡପା ହେଉଛି ଆନ୍ଧ୍ରପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର। କଳା ଓ ସଂସ୍କୃତି ପ୍ରତି ସ୍ଥାନୀୟ ବାସିନ୍ଦାଙ୍କର ରହିଛି ଖୁବ୍‌ ଆଦର। ସେଥିପାଇଁ ଏଠାରେ ବର୍ଷସାରା ବିଭିନ୍ନ ପର୍ବପର୍ବାଣୀକୁ ଖୁବ୍‌ ଧୂମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି। ତା’ଛଡ଼ା ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏଠାରେ…

ବୁଲା ଜୀବଜନ୍ତୁଙ୍କ ମା’ ପୁଷ୍ପଲତା

ବୁଲା କୁକୁରଙ୍କଠାରୁ ଆରମ୍ଭକରି ମାଙ୍କଡ଼ଙ୍କ ପର୍ଯ୍ୟନ୍ତ ତାଙ୍କ ଆସିବାକୁ ଅପେକ୍ଷା କରିଥାନ୍ତି। କେତେବେଳେ ଆସିବେ ଓ ସେମାନଙ୍କୁ ଖାଇବାକୁ ଦେବେ। ବାହାରେ ବୁଲୁଥିବା ଜୀବଜନ୍ତୁଙ୍କୁ ପ୍ରତିଦିନ କିଛି ନା କିଛି ଖାଦ୍ୟ ଖାଇବାକୁ ଦେବାରେ ଆନନ୍ଦ ପାଉଥିବା ଏହି ମହିଳା ହେଲେ…

ଧାନ କଳାକୃତି ଦେଇଛି ରୋଜଗାର

ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ କଳା କାରିଗରିର ଭିନ୍ନଭିନ୍ନ ପରିଚୟ ରହିଛି। ଠିକ୍‌ ଯେମିତି ଧାନ ଓ ଅନ୍ୟ ଶସ୍ୟକୁ ନେଇ ହେଉଥିବା କଳା କାରିଗରୀ। ଶିଳ୍ପୀଙ୍କ ଯାଦୁକରୀ ହସ୍ତର ସ୍ପର୍ଶରେ ଛୋଟ ଛୋଟ ଶସ୍ୟ ସୁନ୍ଦର କଳାକୃତୀର ରୂପ ନେଇଥାଏ। ଆଉ…

ପ୍ରଥମ ଦରମା ଟଙ୍କାକୁ ବାରମ୍ବାର ଗଣୁଥିଲି: ପରଂବ୍ରହ୍ମ ତ୍ରିପାଠୀ

ଜଗତ୍‌ସିଂହପୁର ଜିଲା ନାଉଗାଁ ହାଟରେ ମୋ ଜନ୍ମ। ପିଲାଟି ଦିନରୁ ପାଠପଢ଼ା ସହିତ ଡିବେଟ୍‌ରେ ବି ମୁଁ ଖୁବ୍‌ ଭଲ ଥିଲି। ଏପରିକି ଦଶମରେ ରାଜ୍ୟସ୍ତରରେ ଏକାଦଶ ସ୍ଥାନ ହାସଲ କରିଥିଲି। ଇଚ୍ଛା ଥିଲା ଡାକ୍ତରୀ ପଢ଼ିବାକୁ। କିନ୍ତୁ ଏଣ୍ଟ୍ରାନ୍ସରେ ଅକୃତକାର୍ଯ୍ୟ…

ପକ୍ଷୀ ପ୍ରେମୀ ନନ୍ଦ କିଶୋର

ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିର୍ଭୟ, ମୁକ୍ତ ଓ ନିରାପଦରେ ବିଚରଣ କରିବା ସହିତ ବଂଶବିସ୍ତାର କରିପାରିବେ, ଏଥିପାଇଁ କେବଳ ବନ କର୍ମଚାରୀଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ। ପ୍ରତ୍ୟେକଙ୍କ ସାହାଯ୍ୟ ଓ ସହଯୋଗ ଜରୁରୀ ବୋଲି ବିଶ୍ୱାସ କରନ୍ତି ନନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri