ଫୁରସତ

୨୦୦୦ ଫୁଟ ଉଚ୍ଚରେ ବସି ଫଟୋ ଉଠାଉଥିଲେ ଯୁବତୀ, ଭୟଙ୍କର ଭିଡିଓ ଦେଖିଲେ…

ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ। ତେଣୁ ଲୋକଙ୍କ ମଧ୍ୟରେ ସେଲଫି ଏବଂ ଦୁଃସାହସିକ ଫଟୋ ପାଇଁ ଏକ ଜବରଦସ୍ତ କ୍ରେଜ୍‌ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ପାଇଁ, ଲୋକେ ବେଳେବେଳେ ବିପଜ୍ଜନକ ଫଟୋ ଉଠାଇବାକୁ ଚାହିଁଥାନ୍ତି।…

ସ୍କୁଲ୍‌

  ବିଦ୍ୟାର ମନ୍ଦିର ହେଉଛି ବିଦ୍ୟାଳୟ। ଯେଉଁଠି ଶିକ୍ଷା ଗ୍ରହଣ କରି ବିଦ୍ୟାର୍ଥୀଟିଏ ବଡ଼ ମଣିଷ ହେବାର ସ୍ବପ୍ନ ଦେଖେ। ତେବେ ପୃଥିବୀର ଅଧିକାଂଶ ସ୍ଥାନରେ ଛୋଟ ବଡ଼ ଅନେକ ସ୍କୁଲ ରହିଛି। ଆସନ୍ତୁ ଜାଣିବା ସେମାନଙ୍କ ମଧ୍ୟରୁ ସ୍ବତନ୍ତ୍ର କେତୋଟି…

କ୍ଷୁଦ୍ରଗ୍ରହ ମାଡ଼ରେ ଡାଇନୋସର ବିଲୁପ୍ତ

ଓ୍ବାଶିଂଟନ୍‌ ୬୬ ନିୟୁତ ବର୍ଷ ପୂର୍ବେ, ୧୦ କିଲୋମିଟରର ଏକ କ୍ଷୁଦ୍ରଗ୍ରହ ପୃଥିବୀ ସହ ପିଟି ହୋଇଥିଲା, ଯାହାଫଳରେ ଭୂକମ୍ପ ହେବା ସହ ମାସେ କାଳ ପୃଥିବୀ ଥରିଉଠିଥିଲା। ଚିକ୍ସୁଲବ୍‌ ଗର୍ତ୍ତ (ପୃଥିବୀରେ କ୍ଷୁଦ୍ର ଗ୍ରହ ମାଡ଼ ହେବା ଫଳରେ ମେକ୍ସିକୋର…

ଲୁହ ଭର୍ତ୍ତି ଆଖି, ହାତରେ ବାପାଙ୍କ ଫଟୋ ଧରି ମଣ୍ଡପକୁ ଆସିଲେ ବଧୂ: ଭିଡିଓ ଦେଖିଲେ…

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ସ୍ବତନ୍ତ୍ର ଦିନରୁ ଗୋଟିଏ ହୋଇଥାଏ। ବରବଧୂ ବିବାହ ଦିନ ପରିବାର ତଥା ବନ୍ଧୁଙ୍କ ଗହଣରେ ହାତକୁ ଦୁଇହାତ ହେବାକୁ ଚାହିଁଥାନ୍ତି। ଏମିତିରେ କେହି ଜଣେ ନ ଥିଲେ ତାଙ୍କ ଅନୁପସ୍ଥିତି ଦୁଃଖ ଦିଏ। ଏମିତି…

ବାଘ ସହ ସେଲ୍‌ଫି ନେଉଥିଲେ କିଛି ଯୁବକ, ଆଉ ତା’ ପରେ…

ବାଘ ଭୟଙ୍କର ବୋଲି ସମସ୍ତେ ଜାଣନ୍ତି। ମାତ୍ର କିଛି ଲୋକ ଅଛନ୍ତି ଦୁଃସାହସ କରି ବାଘ ନିକଟକୁ ଯାଇ ନେବା ପାଇଁ ଚାହିଁଥାନ୍ତି। ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଯାହା ଦେଖିଲେ ଆପଣ ଭୟରେ…

୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମନକୁ ଆସିଲାନି ରୋଷେଇ ଘର, ରାଗରେ ଲଗାଇଦେଲେ ନିଆଁ

ଏହି ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଗ ସମୟରେ କିଛି ନା କିଛି ଘଟାଇଥାନ୍ତି। ବ୍ରିଟେନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଜଣେ ବ୍ୟକ୍ତି ତାଙ୍କ ରୋଷେଇ ଘରେ ନୂତନ ଫିଟିଙ୍ଗ କାମରେ ଏତେ ବିରକ୍ତ ହୋଇଗଲେ…

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନର ଜଣେ ଯୁବତୀଙ୍କ ସହ ଏହା ଘଟିଛି। ତାଙ୍କର ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ଦିନକୁ ୪୦,୦୦୦ ପାଉଣ୍ଡ (୩୭ ଲକ୍ଷ ଟଙ୍କା) ଆସିଛି।…

ମେଟ୍ରୋରେ ଯାତ୍ରୀଙ୍କ ସହ ଯାତ୍ରା କରୁଛି କୁକୁର,ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ,ଭିଡିଓ ଶେୟାର ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଏକ…

ଏ ବିଲ୍ଡିଂରୁ ସେ ବିଲ୍ଡିଂକୁ ଉଡ଼ି ଖାଦ୍ୟ ଯୋଗାଉଛନ୍ତି ଡେଲିଭରି ବୟ, ଭିଡିଓ ଦେଖିଲେ…

ବିଶ୍ୱ ଦିନକୁ ଦିନ ବିକାଶର ନୂତନତା ଆଡ଼କୁ ଗତି କରୁଛି। ଏହି ଯେମିତି ବିଦ୍ୟୁତ୍‌, ମୋବାଇଲ, ଯାନବାହନ, ବିଭିନ୍ନ ମେଶିନ ଉପରେ ଲୋକେ ଏମିତି ନିର୍ଭରଶୀଳ ଯେ, ଏଗୁଡ଼ିକ ବିନା ମୁହୂର୍ତ୍ତେ ବଞ୍ଚିହେବନି। ଯେତେବେଳେ ମଣିଷ ଏହାର ଆବଶ୍ୟକତା ଅନୁଭବ ହେଲା…

କୁକୁର ପାଇଁ ୨ ଲକ୍ଷ ଟଙ୍କାର ଶପିଂ

ଧନ ହେଉ କି ଖ୍ୟାତି, ଯଦି କୌଣସି ସଫଳତା ନିଜ ପରିଶ୍ରମରେ ହାସଲ କରାଯାଏ ତେବେ ଏହାର ମଜା ଅଲଗା ଥାଏ। ଆମେରିକାରେ ରହୁଥିବା ଯୁବତୀଙ୍କ ସହ ଏହା ହିଁ ଘଟିଛି। ସେ ଯୁବତୀ ଜଣଙ୍କ ଖୁବ୍‌ କମ ବୟସରେ କୋଟିପତି…

କଖାରୁର ଓଜନ ଜାଣିଲେ ଉଡ଼ିଯିବ ହୋସ୍‌

ସୋସିଆଲ ମିଡିଆରେ ଏପରି ଅନେକ ଜିନିଷ ଭାଇରାଲ ହୋଇଥାଏ। ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ। ବେଳେବେଳେ ଅନେକ ଜିନିଷର ରଙ୍ଗ, ରୂପ ଏବଂ ଆକୃତିକୁ ନେଇ ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ କଖାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାର ଓଜନ…

ପୂରଣ ହେଲା ଦୀର୍ଘଦିନର ସ୍ବପ୍ନ: ଦୁବାଇରେ ହିନ୍ଦୁଙ୍କ ଲାଗି ସ୍ଥାପନ ହେଲା ଭବ୍ୟ ମନ୍ଦିର

ଦଶହରାର ଶୁଭ ଅବସରରେ ଦୁବାଇର ଜେବେଲ ଅଲିରେ ଅବସ୍ଥିତ ଏକ ନବନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିରର ଉଦଘାଟନ ହୋଇଛି। ମଙ୍ଗଳବାର ଏହି ମନ୍ଦିର ଖୋଲା ଯାଇଥିଲେ ହେଁ ଆଜି ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏହାସହିତ, ବର୍ତ୍ତମାନ ଭକ୍ତମାନେ ମଧ୍ୟ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri