ସାମ୍ନାକୁ ଆସିଲା ରାସ୍ତାରେ ଫୁଲ ବିକୁଥିବା ଏହି ଯୁବତୀଙ୍କ ଅସଲି ଫଟୋ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…
ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ଯୁବତୀ ଚର୍ଚ୍ଚାରେ ରହିଥିଲେ। ପ୍ରଥମେ ସେ ରାସ୍ତାକଡ଼ରେ ଫୁଲ ବିକ୍ରି କରୁଥିବା ବେଳର ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥିଲା। ଏଜଣେ କ୍ୟାମେରାମ୍ୟାନ ଯୁବତୀଙ୍କ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।…
ଉଡ଼ନ୍ତା ବାଇକ୍ ପରେ ଏବେ ଆସିବ କାର୍, ଦାମ୍ ଜାଣିଲେ…
ଦିନ ଥିଲା ଲୋକେ ଶଗଡ଼ଗାଡ଼ି କିମ୍ବା ଘୋଡ଼ାଗାଡ଼ିରେ ଯିବା ଆସିବା କରୁଥିଲେ। ବିଜ୍ଞାନ ଯେତେ ଅଗ୍ରଗତି କରୁଛି ଲୋକମାନେ ନୂଆ ନୂଆ ଉଦ୍ଭାବନ ମଧ୍ୟ କରୁଛନ୍ତି। ସାଇକେଲ, କାର୍, ବସ୍, ଟ୍ରେନ, ଏରୋପ୍ଲେନ୍ ଏମିତି କେତେ କ’ଣ ଯାନ ତିଆରି ସରିଛି।…
ଟ୍ରାଫିକ ନିୟମ ଭାଙ୍ଗିବା ପୋଲିସ କର୍ମଚାରୀଙ୍କୁ ପଡିଲା ମହଙ୍ଗା
ବେଙ୍ଗାଲୁରୁ,୨୨।୧୦: ବର୍ତ୍ତମାନ ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ବିନା ହେଲ୍ମେଟ ଏବଂ ବନା ସିଟ୍ ବେଲ୍ଟ ଏବଂ ଦୃତ ବେଗରେ ଗାଡି ଚଳାଉଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ମୋଟା ଅଙ୍କର ଫାଇନ୍ ମଧ୍ୟ ଦେବାକୁ…
ପାଟିରେ ୧୫୦ ମହମବତୀ ଜଳାଇ ଓ୍ବାଲର୍ଡ ରେକର୍ଡ
ଓ୍ବାଶିଂଟନ୍,୨୨।୧୦: ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରେକର୍ଡ ପାଇଁ ଲୋକମାନେ ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି। ଇତିମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ଦେଢ଼ଶହ ଜଳନ୍ତା ମହମବତୀକୁ ପାଟିରେ ୩୦ସେକେଣ୍ଡ ପର୍ଯ୍ୟନ୍ତ ରଖି ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ନିଜ…
ବାପାଙ୍କ କାରକୁ ମାଙ୍କ ଲିପ୍ଟିକ୍ରେ ସଜେଇଲେ ପୁଅ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କୁନି…
ଏଭଳି କୌଶଳରେ ଟ୍ରକ୍ରେ ଭର୍ତ୍ତି କରୁଛନ୍ତି ଟମାଟୋ, ଦେଖିଲେ ହେବେ ଆଶ୍ଚର୍ଯ୍ୟ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ,ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍ ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଶେୟାର ହୋଇଛି। ଯାହା ବେଶ୍ ଭାଇରାଲ ହେଉଛି। ଶେୟାର ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଯେଭଳି…
ଓବାମାଙ୍କ ମାନିକ୍ୱିନରେ ଶେର୍ଓ୍ବାନି
ନୂଆଦିଲ୍ଲୀ: ଗ୍ରାହକଙ୍କୁ ନିଜ ଦୋକାନକୁ ଆକୃଷ୍ଟ କରିବା ପାଇଁ ଜଣେ ଦୋକାନୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଭଳି ମାନିକ୍ୱିନ୍ ରଖିଛନ୍ତି। ସେଥିରେ ଏକ ଶେରଓ୍ବାନି ଲଗାଯାଇଥିବା ଫଟୋ ଏବେ ଟୁଇଟର୍ରେ ଟ୍ରେଣ୍ଡ୍ କରୁଛି। ଓବାମାଙ୍କ ମାନିକ୍ୱିନ୍କୁ ଏକ ପାରମ୍ପରିକ…
ଗୁଟ୍ଖା ଦୋକାନ ନାଁ ଦେଖି ମାଲିକଙ୍କୁ ପ୍ରଶଂସା କଲେ ଲୋକେ
ଗୁଟ୍ଖା ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। କିନ୍ତୁ ଲୋକମାନେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ରାସ୍ତା ହେଉ କି ବସ କିମ୍ବା ଟ୍ରେନ, ଅଫିସରେ ଲୋକେ ଗୁଟ୍ଖା ଖାଉଥିବା ସହଜରେ ଦେଖିବାକୁ ମିଳେ। ଗୁଟ୍ଖା ଖାଉଥିବା ଲୋକେ କେବଳ ସେମାନଙ୍କର ସ୍ବାସ୍ଥ୍ୟକୁ…
ନାତୁଣୀଙ୍କ ବିବାହରେ ନାଚିଲେ ଜେଜେବାପା, ଭାବପ୍ରବଣ ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ
ବିବାହ ଉତ୍ସବରେ ଯେତିକି ମଜାଳିଆ ଘଟଣା ଘଟେ, ସେତିକି ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳେ। ବିଶେଷ ଭାବେ କନ୍ୟା ବିଦାୟୀ ସମୟରେ ସମସ୍ତଙ୍କ ଆଖିରେ ଲୁହ ଥାଏ। ନିକଟରେ ଜଣେ ଯୁବତୀଙ୍କ ବିବାହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ…
ଚିକେନ୍ ବିରିୟାନୀ ପସନ୍ଦ ନ ଆସିବାରୁ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଲେ ବ୍ୟକ୍ତି
ନ୍ୟୁୟର୍କ,୨୦।୧୦: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଚିକେନ ବିରିୟାନି ପସନ୍ଦ ନ ଆସିବାରୁ ସେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଇଛନ୍ତି। ଏହି ଘଟଣା କୁଇନ୍ସ ଅଞ୍ଚଳରେ ଘଟିଛି। ସୂଚନା ପାଇବା ପରେ ପୋଲିସ ଅଭିଯୁକ୍ତ…
ଏକତା ହିଁ ଶକ୍ତି
ଏକତା ହିଁ ଶକ୍ତି। ଏକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଭାରତରେ ପ୍ରତିବର୍ଷ ୨୦ ଅକ୍ଟୋବରରେ ଜାତୀୟ ଏକତା ଦିବସ ପାଳନ କରାଯାଇଥାଏ। ସେନା ବାହିନୀଙ୍କୁସମ୍ମାନ ଦେବା ପାଇଁ ଏହି ଦିନ ପାଳନ କରାଯାଏ। ୧୯୬୨ ମସିହାରେ ଏହି ଦିନ ଚାଇନା…
ବିଶ୍ୱ ଐତିହ୍ୟ ମାନ୍ୟତା ହରାଇପାରେ ନାଳନ୍ଦା
ପାଟନା: ପ୍ରାଚୀନ ଭାରତର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ନାଳନ୍ଦାର ସ୍ଥିତି ବିପଦସଙ୍କୁଳ ଅବସ୍ଥାରେ ରହିଛି, ଯାହାପାଇଁ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ହରାଇବାକୁ ପଡ଼ିପାରେ ବୋଲି ଆଶଙ୍କା ଉପୁଜିଛି। ମାନ୍ୟତାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କି…
Archives


