ଫୁରସତ

ଗୀତ ଶୁଣି ନାଚନ୍ତି ମୂଷା

ଟୋକ୍‌ୟୋ: ସଙ୍ଗୀତ ଜୀବନକୁ ମଧୁର କରିବା ସହିତ ଲୋକଙ୍କ ଜୀବନରେ ସଙ୍ଗୀତର ମୂଲ୍ୟ ଅନେକ। କେତେଜଣ ସଙ୍ଗୀତ ଶୁଣିବା କ୍ଷଣି ଆରମ୍ଭ କରିଥାଏ। ତେବେ ମଣିଷଙ୍କ ବ୍ୟତୀତ ମୂଷାମାନେ ମଧ୍ୟ ସଙ୍ଗୀତ ପ୍ରତି ଆକର୍ଷିତ ହୁଅନ୍ତି ବୋଲି ଏକ ରିପୋର୍ଟ ଜଣାପଡିଛି।…

ହ୍ବାଇଟ୍‌ ହାଉସ୍‌ରେ ବାହାହେବେ ବାଇଡେନ୍‌ଙ୍କ ନାତୁଣୀ

ଓ୍ବାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶାସନକାଳ ମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ ପ୍ରଥମ ବାହାଘର ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ନାତୁଣୀ ନାଓମି ବାଇଡେନ୍‌ ଆସନ୍ତା ଶନିବାର ପ୍ରେମିକ ନିଲ୍‌ଙ୍କ ହାତ ଧରିବାକୁ ଯାଉଛନ୍ତି। ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ବିବାହ…

ଫୁଟ୍‌ବଲ୍‌ ଭଳି ବାଇକ୍‌କୁ ଟେକି ଫୋପାଡ଼ିଲା ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ବିଶେଷକରି ପ୍ରାଣୀମାନଙ୍କ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…

ଆପ୍‌ କହିବ ଭବିଷ୍ୟତରେ ହେବ କିଭଳି ସ୍ବାସ୍ଥ୍ୟ ସମସ୍ୟା, ବୁନ୍ଦେଲଖଣ୍ଡ ବିଶ୍ୱ ବିଦ୍ୟାଳୟର ସଫଳତା…

ବୁନ୍ଦେଲଖଣ୍ଡ,୧୫।୧୧ : ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ଆପ ବିକଶିତ କରାଯାଉଛି, ଯାହା ଲୋକମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ସଚେତନ ରଖିବାରେ ସହାୟକ ହେବ। ଏହି ସ୍ବତନ୍ତ୍ର ଆପ ବିଶ୍ୱବିଦ୍ୟାଳୟର ଇନୋଭେଶନ ସେଣ୍ଟର ଦ୍ୱାରା ବିକଶିତ ହେଉଛି। ଏହି ଆପର ନାମ…

ହିନ୍ଦୁ ରୀତିନୀତିରେ କୁକୁରର ବିବାହ କଲେ ଦମ୍ପତି

ମଣିଷ ସହ ମଣିଷର ବିବାହକୁ ତ ଆପଣ ଦେଖିଥିବେ। ହେଲେ କେବେ ଦେଖିଛନ୍ତି କି ପଶୁ ସହ ପଶୁର ବିବାହ? ଆଜ୍ଞା ହିଁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ। ଏକ ଦମ୍ପତି ସେମାନଙ୍କ ସୁଇଟି ନାମକ ପୋଷା…

ମିଳିତ ସହଯୋଗ ଐତିହ୍ୟ ବିକାଶର ଚାବିକାଠି

‘ଐତିହ୍ୟର ଓଡ଼ିଶା’ ସ୍ତମ୍ଭର ପଚାଶତମ ଆଲେଖ୍ୟରେ ଆଜି ପ୍ରବେଶ କଲାବେଳେ ଅନୁଭବର ଅନେକ ଦିଗ ଆମକୁ ଆମୋଦିତ କରୁଛି। ‘ବ୍ରହ୍ମବନର କୋଣାଦିତ୍ୟ’ ଶୀର୍ଷକରୁ ଆଲୋଚନା ଆରମ୍ଭ ହୋଇଥିଲା। ସେଥିରେ ଆମେ ସୂଚନା ଦେଇଥିଲୁ ଗୌରବମୟ ଐତିହ୍ୟର ଆଲୋଚନା ଦ୍ୱାରା ଗୋଟାଏ ଜାତିର…

ଉଭେଇଯିବ ସର୍ବବୃହତ୍‌ ହିମବାହ

ଓ୍ବାଶିଂଟନ୍‌: ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କ୍ରମବର୍ଦ୍ଧିଷ୍ଣୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ କେବଳ ମଣିଷ, ଜୀବଜନ୍ତୁ ଓ ବୃକ୍ଷଲତାଙ୍କୁ ପ୍ରଭାବିତ କରିନାହିଁ ବରଂ ହିମାଳୟ ଓ ବିଶ୍ୱର ବୃହତ୍‌ ହିମବାହ ମଧ୍ୟ ଏହି ସଙ୍କଟ…

ଭୋକିଲା ଶୋଉଥିବା ବାଳକ ଆମେରିକାରେ ବୈଜ୍ଞାନିକ

ନାଗପୁର,୧୪।୧୧ : ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲାର ଏକ ନିପଟ ମଫସଲ ଗ୍ରାମରେ ଏକଦା ଦିନକୁ ବେଳାଏ ଖାଇବା ଯୋଗାଡ଼ କରିବା ନିମନ୍ତେ ସଂଘର୍ଷ କରୁଥିବା ବାଳକ ଏବେ ଆମେରିକାରେ ଜଣେ ବରିଷ୍ଠ ବୈଜ୍ଞାନିକ। ଜଣେ ନିଜର କଠିନ ପରିଶ୍ରମ ଏବଂ ଦୃଢ଼…

ବିଶାଳକାୟ ଅଜଗରକୁ କୋଳରେ ଧରି ଗେମ୍‌ ଖେଳୁଛି ଝିଅ, ଭିଡିଓ ଦେଖିଲେ…

ଅଧିକାଂଶ ଲୋକ ସାପ ନାଁ ଶୁଣିଲେ ବି ଡରି ଯାଆନ୍ତି, ଦେଖିବା ତ ଦୂରର କଥା। କିନ୍ତୁ ଜଣେ ଝିଅ ଏକ ବିରାଟ ଅଜଗରକୁ କୋଳରେ ନେଇ ଆରାମରେ ବସି ମୋବାଇଲରେ ଗେମ୍‌ ଖେଳୁଛି। ଯାହା ଦେଖିଲେ ଭୟରେ ଲୋମ ଟାଙ୍କୁରି…

ଦୁନିଆର ସବୁଠାରୁ ଭାଗ୍ୟବାନ ମଣିଷ! ୩ ସେକେଣ୍ଡ ମଧ୍ୟରେ ଦୁଇ ଥର ମରୁ ମରୁ ବଞ୍ଚିଲେ…

କଥାରେ ଅଛି ‘ରଖେ ହରି, ମାରେ କିଏ’। ଆଜିକାଲି ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିିଡିଓ ଦେଖିବା ପରେ ଉକ୍ତିଟି ଯଥାର୍ଥ ଭଳି ମନେ ହେବ। କାରଣ ଏଥିରେ ଜଣେ ବ୍ୟକ୍ତି ମାତ୍ର ୩ ସେକେଣ୍ଡରେ ଦୁଇ…

ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ଦୟା ସମାଜରେ ଭଲ କାର୍ଯ୍ୟକୁ ଆଲୋକିତ କରିବା ସହ ସକାରାତ୍ମକ ଶକ୍ତି ସହିତ ସଭିଙ୍କୁ ଏକତା ସୂତ୍ରରେ ବାନ୍ଧିଥାଏ। ଦୟା ହେଉଛି ମାନବ ମଧ୍ୟରେ ଥିବା…

ଗର୍ଭବତୀ ଥିଲେ ‘ମିଷ୍ଟେରିୟସ୍‌ ଲେଡି’

କାଏରୋ: ମିଷ୍ଟେରିୟସ୍‌ ଲେଡି ନାମରେ ପରିଚିତ ଜଣେ ମହିଳାଙ୍କ ମମି ଠାବ ହୋଇଛି। ତାଙ୍କ ଗର୍ଭରେ ଏକ ଶିଶୁର ଭ୍ରୂଣ ଥିବା ପୋଲାଣ୍ଡର ଗବେଷକମାନେ ବିଶ୍ଳେଷଣ କରି ଜାଣିବାକୁ ପାଇଛନ୍ତି। ଗବେଷକଙ୍କ ମତରେ ୨,୦୦୦ ବର୍ଷ ପୂର୍ବେ ମହିଳା ଜଣକ ୨୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri