ଛାତ ଉପରେ ଉଡୁଥିବା ଏରୋପ୍ଲେନ୍କୁ ଧରିନେଲେ ପିଲା, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…
ପିଲାଦିନରେ ନିଶ୍ଚିତ ଭାବରେ ଘରର ଛାତ ଉପରେ ତଥା ଆକାଶରେ ଉଡ଼ୁଥିବା ଏରୋପ୍ଲେନ୍କୁ ଦେଖିଥିବେ। ଏଥିରେ ବୁଲିବାକୁ ମଧ୍ୟ ଯାଇଥିବେ। ଏହା ମଧ୍ୟ ଜାଣିଥିବେ ଯେ, ବିମାନ ଅବତରଣ କରିବା ପାଇଁ କେବଳ ରନ୍ଓ୍ବେ ଆବଶ୍ୟକ। ନଚେତ ପଡ଼ିଆ କିମ୍ବା ଛାତ…
ଏମିତି ଗାଁ, ଯେଉଁଠୁ ଆସୁଛି ଅଜବ ଶବ୍ଦ
ଆପଣ ନିଶ୍ଚିତ ଭାବରେ ଏପରି ଅନେକ ସ୍ଥାନ ବିଷୟରେ ଶୁଣିଥିବେ, ଯାହା ସହିତ କିଛି କାହାଣୀ ଜଡ଼ିତ ଥାଏ ତାହାଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଇଂଲଣ୍ଡରେ ମଧ୍ୟ ସେମିତି ଏକ ଗାଁ ରହିଛି। ଯେଉଁଠାରେ ଅନନ୍ୟ ରହସ୍ୟ ଲୁଚି ରହିଛି। ଏଠାକାର ଲୋକମାନେ…
ମଙ୍ଗଳରେ ଧୂଳିଝଡ଼ ଶବ୍ଦ
ପ୍ୟାରିସ: ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ଏକ ଧୂଳିଝଡ଼ର ଶବ୍ଦ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପଠାଯାଇଥିବା ପର୍ସେଭେରେନ୍ସ ରୋଭର୍ର ଉପର ଭାଗ ଦେଇ ଧୂଳିଝଡ଼ ଅତିକ୍ରମ କରୁଥିବାବେଳେ ତହିଁରୁ ସୃଷ୍ଟ ଶବ୍ଦକୁ ମାଇକ୍ରୋ…
ଶିକ୍ଷା ଅନ୍ତହୀନ
ଓ୍ବାଶିଂଟନ୍: ନାମ ଜୟସେ ଡିଫଉ, ବୟସ ୯୦ ବର୍ଷ। ୯ ସନ୍ତାନ ସନ୍ତତିଙ୍କ ଜନନୀ, ୧୯ ଜଣଙ୍କ ଆଈ ଓ ୨୪ ଜଣଙ୍କ ଅଣଆଈ। ଆମେରିକାର ଏହି ବୃଦ୍ଧା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ତାଙ୍କ ପାଠପଢ଼ାକୁ ନେଇ।…
୧୯୦ତମ ଜନ୍ମଦିନ ପାଳନ କଲା ସବୁଠୁ ବୟସ୍କ କଇଁଛ
ପ୍ରକୃତି ପ୍ରତ୍ୟେକ ଜୀବ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ରଖିଛି। କେତେକ ପ୍ରାଣୀ କେବଳ ଗୋଟିଏ ସପ୍ତାହ ବଞ୍ଚନ୍ତି ତ ଆଉ କେତେକ ୧୦-୧୫ ବର୍ଷ ବଞ୍ଚିପାରନ୍ତି। ଠିକ୍ ସେମିତି ମଣିଷର ସର୍ବାଧିକ ବୟସ ୧୦୦ ବର୍ଷ ବୋଲି ବିବେଚନା…
ଟ୍ରାଫିକ୍ ପୋଲିସଙ୍କୁ ୪ କି.ମି. ଘୋଷାଡ଼ି ନେଲେ ଡ୍ରାଇଭର
ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ନିୟମ ଉଲ୍ଲଂଘନ କରିଥିବା ଡ୍ରାଇଭରଙ୍କୁ ଫାଇନ୍ ମାଗିବା ଟ୍ରାଫିକ ପୋଲିସଙ୍କୁ ଭାରି ପଡ଼ିଛି। ସୋମବାର ଇନ୍ଦୋରର ସତ୍ୟସାଇ ଛକରେ ଜଣେ କାର୍ ଚାଳକ ମୋବାଇଲ୍ରେ କଥା ହୋଇ ଗାଡ଼ି ଚଲାଉଥିବା ଦେଖି ଡ୍ୟୁଟିରେ ଥିବା କନଷ୍ଟେବଳ ଶିବ…
ସବୁଜ ଶକ୍ତିର ବିକାଶ ଜରୁରୀ
ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପ୍ରତିବର୍ଷ ୧୪ ଡିସେମ୍ବରରେ ବିଶ୍ୱବ୍ୟାପୀ ପାଳନ କରାଯାଇଥାଏ। ଆମର ଦୈନନ୍ଦିନ ଜୀବନରେ ଶକ୍ତି ବ୍ୟବହାର, ସଂରକ୍ଷଣ, ଅଭାବ ଓ ବିଶ୍ୱର ଇକୋସିଷ୍ଟମର ସ୍ଥାୟିତ୍ୱ ଉପରେ ଏହାର ପ୍ରଭାବକୁ ଦର୍ଶାଇବା ପାଇଁ ବିଶ୍ୱବ୍ୟାପୀ ଏହି ଦିବସ ପାଳନ…
ସବୁଠୁ ବିଷାକ୍ତ ସାପ
କାନ୍ବେରା: ବିଶ୍ୱରେ ମୋଟ ୬୦୦ ପ୍ରକାର ବିଷଧର ପ୍ରଜାତିର ଜୀବ ଅଛନ୍ତି। ସେମାନଙ୍କ ଭିତରୁ ପ୍ରାୟ ୨୦୦ ପ୍ରଜାତି ମାରାତ୍ମକ, ଯାହାଙ୍କ ଆକ୍ରମଣ ଫଳରେ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ। ଅଷ୍ଟ୍ରେଲିଆର ଇନ୍ଲାଣ୍ଡରେ ଦେଖାଯାଉଥିବା ତାଇପନ୍ ସାପ ବିଶ୍ୱର ସବୁଠାରୁ ବିଷାକ୍ତ ସାପ…
ବୋର୍ ହେବାରୁ ଚୋରି କଲେ
ଓ୍ବାଶିଂଟନ୍: ଅର୍ଥ ଲୋଭରେ ପଡ଼ି ଲୋକ ଚୋରି କରେ ନ ହେଲେ ଲୋକଙ୍କଠାରୁ ଜୋର ଜବରଦସ୍ତ ଲୁଟ୍ କରେ। ଚୋରିକୁ ନେଇ ଫ୍ଲୋରିଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋରି ଅଭିଯୋଗରେ ଫ୍ଲୋରିଡା ପୋଲିସ ୪୫ ବର୍ଷୀୟ ନିକୋଲାସ ଜାପାଟରଲାମାଡ୍ରିଡ୍ଙ୍କୁ…
ଭଲ ପ୍ରୋଜେକ୍ଟକୁ ନଷ୍ଟ କରୁଛି ଟଙ୍କା ଲୋଭ
ମୁମ୍ବାଇ: ଗୋଟିଏ ଭଲ ପ୍ରୋଜେକ୍ଟକୁ ନଷ୍ଟ କରିବାରେ ଟଙ୍କା ପ୍ରମୁଖ ଭାବେ ଦାୟୀ ବୋଲି ବଲିଉଡ୍ର ସେଲ୍ଫମେଡ୍ ଷ୍ଟାର୍ ନଓ୍ବାଜୁଦ୍ଦିନ ସିଦ୍ଦିକି କହିଛନ୍ତି। ନିକଟରେ ଗଣମାଧ୍ୟମକୁ ସେ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଫିଲ୍ମରେ କାମ କରିବା ଲାଗି ଯେଉଁ…
ଦିବାସ୍ବପ୍ନରେ ୨୦ କୋଟି ଲୋକ
ଲଣ୍ଡନ: ବିଶ୍ୱର ୨୦କୋଟି ଲୋକ ଦିବାସ୍ବପ୍ନରେ ବୁଡ଼ିରହୁଛନ୍ତି। ଫଳରେ ସେମାନଙ୍କର ଦୈନିକ ୩୦% ସମୟ ନଷ୍ଟ ହେଉଛି। ବ୍ରିଟେନର ସସେକ୍ସ ୟୁନିଭର୍ସିଟି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଏହା ଜଣାପଡ଼ିଛି। ଏହି ପ୍ରବୃତ୍ତିର ବ୍ୟକ୍ତିମାନେ ଭାବନାରେ ବୁଡ଼ି ରହିବା ଦ୍ୱାରା ସେମାନେ…
ଏହି ଦେଶର ପାସପୋର୍ଟ ସବୁଠୁ ଦୁର୍ବଳ, ମାତ୍ର ୨୭ ଦେଶକୁ ମିଳିଥାଏ ପ୍ରବେଶ ଅନୁମତି
ପାସପୋର୍ଟ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ଆବଶ୍ୟକ ହୋଇଥାଏ। ବିଦେଶ ଯିବା ପାଇଁ ପାସପୋର୍ଟ ବ୍ୟବହୃତ ହୁଏ। ଯେତେବେଳେ କିଛି ବିଶେଷ କାର୍ଯ୍ୟ ଥାଏ କିମ୍ବା ଯଦି ଆପଣ ବୁଲିବାକୁ ଯିବାକୁ ଚାହାନ୍ତି ଏହା ଦରକାର ପଡ଼ିଥାଏ। ପାସପୋର୍ଟ…
Archives


