ଫୁରସତ

ବୁଲି ଯାଆନ୍ତୁ ‘ପୁଣ୍ୟଭୂମି ଦ୍ୱାରକା’

ଦ୍ୱାରକା ନାମଟି ଶୁଣିଦେଲେ ପ୍ରତ୍ୟେକ ହିନ୍ଦୁଙ୍କର ହାତ ଆପେଆପେ ଯୋଡ଼ି ହୋଇଯାଏ। ଆଖିରେ ନାଚିଯାଏ ଦ୍ୱାରକାଧୀଶ ଶ୍ରୀକୃଷ୍ଣଙ୍କର ଅପରୂପ ମୂର୍ତ୍ତି। ହୃଦୟରେ ଅପୂର୍ବ ପୁଲକ ଖେଳିଯାଏ। ଥରୁଟିଏ ସେଇ ପବିତ୍ର ମାଟିକୁ ଛୁଇଁ, ଦ୍ୱାରକାଧୀଶଙ୍କୁ ଦର୍ଶନ କରିବାର ଇଚ୍ଛା ମନରେ...

ଚିତ୍ରରେ ଚିତ୍ରରେ ନାରୀ

ଚିତ୍ରକର କେବଳ ଚିତ୍ର କରେ ନାହିଁ। ଚିତ୍ର ମାଧ୍ୟମରେ ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଚିତ୍ରଶିଳ୍ପୀ ଯେ କି ତାଙ୍କ ଚିତ୍ରରେ ନାରୀଙ୍କୁ ପ୍ରାଧାନ୍ୟ ଦେଇ ହିଁ ସବୁ ଚିତ୍ର କରିଥାନ୍ତି। ତାଙ୍କ ଦ୍ୱାରା ଅଙ୍କିତ ଚିତ୍ର ରାଜ୍ୟରୁ...

ଗୁପ୍ତଚର: ପାଦେ ପାଦେ ଥାଏ ଜୀବନ ପ୍ରତି ବିପଦ, ତଥାପି ଦେଶର ସ୍ବାର୍ଥ ପାଇଁ…

ନାଁ ବଦଳେ। ଠିକଣା ବଦଳେ। ବଦଳେ ପୂରା ପରିଚୟ। ଆଉ ପାଲଟିଯାଆନ୍ତି ଜଣେ ଜଣେ ଗୁପ୍ତଚର ବା ସିକ୍ରେଟ୍‌ ଏଜେଣ୍ଟ। ଭିନ୍ନ ଏକ ଦେଶରେ ଶତ୍ରୁଙ୍କ ଗହଣରେ ରହି ଶତ୍ରୁଙ୍କ ଗୁପ୍ତତଥ୍ୟକୁ ଗୁପ୍ତଭାବେ ନିଜ ଦେଶକୁ ପଠାନ୍ତି। ଦେଶକୁ ବଡ଼...

ବଜାର ଯାଇ ପରିବା କିଣୁଛି କୁକୁର

କୁକୁରମାନେ ବିଶ୍ୱାସୀ ହେବା ସହ ଚାଲାକ ମଧ୍ୟ। ସେଥିପାଇଁ ତ ମାଲିକଙ୍କ କଥା ସେ ବୁଝିବା ସହ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି। ଏହି କ୍ରମରେ ଏକ କୁକୁର ମାଲିକଙ୍କ ପାଇଁ ବଜାରରୁ ପନିପରିବା କିଣି ଏବେ ଚର୍ଚ୍ଚାରେ...

୧୯୦ ବର୍ଷରେ ପାଦଦେଲା ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ…

ସେଣ୍ଟ ହେଲେନା,୩।୧୨ : ଆନୁଷ୍ଠାନିକ ଭାବରେ ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ ୧୯୦ ବର୍ଷରେ ପାଦ ଦେଇଛି। ଗିନିଜ ୱାଲର୍‌ଡ ରେକର୍ଡ ଏହାକୁ ପୁରାତନ କଇଁଛର ଆଖ୍ୟା ଦେଇଛି। ଜୋନାଥନ ସେଚେଲ୍ସର ଏକ ବିଶାଳ କଇଁଛ। ନେପୋଲିଅନଙ୍କ ମୃତ୍ୟୁ...

ଦୁନିଆର ସବୁଠୁ ବଡ଼ ହୋଟେଲ, ଏହା ଉପରେ ରହିଛି ୪ ହେଲିପ୍ୟାଡ୍‌

ସମଗ୍ର ବିଶ୍ୱରେ ଏକାଧିକ ହୋଟେଲ ଅଛି। କେତେକ ବହୁତ ବଡ଼ ଏବଂ ଆଉ କେତେକ ବିଳାସପୂର୍ଣ୍ଣ। ପ୍ରତ୍ୟେକ ହୋଟେଲର ନିଜସ୍ବ ବିଶେଷତା ବି ରହିଛି। ଆପଣଙ୍କ ସମ୍ବଳ ଦେଖି ଏପରି ବିଳାସପୂର୍ଣ୍ଣ ହୋଟେଲରେ ରହି ମଜା ନେଇପାରିବେ। ଏହି ହୋଟେଲରେ...

ଛୁଟି ପାଇଁ ଶିକ୍ଷକ ଲେଖିଲେ ଅଜବ ଦରଖାସ୍ତ: ଅଡୁଆରେ ଶିକ୍ଷା ବିଭାଗ

ପାଟନା,୨।୧୨: ବିହାରର ଏବେ ଶିକ୍ଷକମାନେ ଅଜବ ଢ଼ଙ୍ଗରେ ଦରଖାସ୍ତ ଲେଖି ଆକସ୍ମିକ ଛୁଟି ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ଏହି ଛୁଟି ଆବେଦନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିକ୍ଷକ ଅଜୟ କୁମାର ଡିସେମ୍ବର ୫ ସୋମବାର...

ବିନା ନିମନ୍ତ୍ରଣରେ ଭୋଜି ଖାଉ ଖାଉ ଧରାପଡିଗଲେ ଏମ୍‌ବିଏ ଛାତ୍ର, ଆଉ ତା’ପରେ…

ଏବେ ବିବାହ ସିଜିନ୍‌ ଚାଲିଛି। ଏହା ସହିତ ସେହି ଲୋକମାନେ ମଧ୍ୟ ଫେରି ଆସିଛନ୍ତି, ଯେଉଁମାନେ ବିନା ନିମନ୍ତ୍ରଣରେ ବିବାହ ସମାରୋହରେ ପହଞ୍ଚି ସ୍ବାଦିଷ୍ଟ ଖାଦ୍ୟର ଉପଭୋଗ କରନ୍ତି। ଦେଶର ଅଧିକାଂଶ ସ୍ଥାନରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଏଭଳି କରୁଥିବା...

ବଣିଙ୍କୁ ଖାଇବାକୁ ଦେଇ ହୃଦୟ ଜିଣିଲା କୁନି ଝିଅ, ଭିଡିଓ ଦେଖିଲେ…

ବେଳେବେଳେ ଶିଖିବା କିମ୍ବା ପ୍ରେରଣା ଦେବା ଉପରେ ବୟସ ନିର୍ଭର କରେ ନାହିଁ। ପିଲାମାନେ ଚପଳମତି ବୟସରେ ବି କିଛି ନ କହି ସବୁକିଛି କୁହନ୍ତି। ଯାହା ବେଳେବେଳେ ବୁଝି ବି ହୋଇଯାଏ। ଏବେ ଜଣେ କୁନି ଶିଶୁର ଏକ...

ଆମ ଦେଶରେ ରହିଛି ଏପରି ଅଦ୍ଭୁତ ଝରଣା: ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

ଆପଣ ନିଶ୍ଚିତ ଭାବରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ସୁନ୍ଦର ଦୃଶ୍ୟରାଜି ଦେଖିଥିବେ। ସେଠାକୁ ଯିବାକୁ ଇଚ୍ଛା ମଧ୍ୟ କରିଥିବେ। କିନ୍ତୁ ଆମ ଦେଶରେ ବି ଏମିତି କିଛି ପ୍ରାକୃତିକ ଦୃଶ୍ୟ ଅଛି, ଯାହା ବିଷୟରେ ହୁଏ ତ ଅନେକ...

ମୃତ୍ୟୁ ପରେ ଜୀବନର ଆଶା : ୬୦୦ ଲୋକଙ୍କ ମୃତଦେହ କରାଗଲାଣି ଫ୍ରିଜ…

ଓ୍ବାଶିଂଟନ,୧।୧୨ : ଶରୀରକୁ ପୁନର୍ବାର ଜୀବନ୍ତ ରଖିବା ଆଶାରେ ଫ୍ରିଜ କରିବାର ଅଭ୍ୟାସ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୬୦୦ ଲୋକଙ୍କ ମୃତଦେହକୁ ଫ୍ରିଜ ରଖାଯାଇଛି। ଏଥିମଧ୍ୟରୁ ୩୦୦ ରୁ ଅଧିକ ମୃତଦେହ କେବଳ...

ମୁଣ୍ଡରେ ବାଇକ୍‌ ରଖି ବସ୍‌ ଛାତକୁ ଚଢୁଛନ୍ତି ଯୁବକ, ଭିଡିଓ ଦେଖିଲେ…

କୁଲିମାନଙ୍କୁ ଆପଣ ନିଶ୍ଚିତ ଦେଖିଥିବେ। ଯିଏ ଲୋକଙ୍କର ଅଖା, ବ୍ୟାଗ୍‌, ବାକ୍ସ, ଆଟାଚ ଆଦି ବହୁ ଓଜନିଆ ଜିନିଷ ମୁଣ୍ଡାଇ ବସ୍‌ କିମ୍ବା ଟ୍ରେନ୍‌ରେ ଚଢ଼ିଥାନ୍ତି। ମାତ୍ର ଏବେ ଏମିତି ଜଣେ କୁଲିଙ୍କ ଭିଡିଓ ଭାଇରାଲ ହେଉଛି, ଯିଏ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri