ସ୍ବପ୍ନକୁ ନେଇ ରୋଚକ କଥା: ଯାହା ଅବିଶ୍ୱସନୀୟ ଲାଗିଲେ ବି ସତ…
ସାଧାରଣରେ କୁହାଯାଏ, ଯାହା ଆମେ ଚିନ୍ତାକରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ। କିନ୍ତୁ ଏହା କେତେ ଦୂର ସତ ତାହା କଳନା କରିବା ସମସ୍ତଙ୍କ ପକ୍ଷେ...
ଓଡ଼ିଶୀ ନୃତ୍ୟ ଦେଇଛି ପରିଚୟ
ସେ ପିଲାଟିଦିନୁ କଳାପ୍ରେମୀ। କେଉଁଠି ବାଦ୍ୟ ବାଜିଲେ ଆପେ ଆପେ ନାଚି ଉଠେ ତାଙ୍କ କୁନି କୁନି ପାଦ। ଆଉ ପିଲାଦିନର ସେହି ରୁଚି ଆଜି ତାଙ୍କୁ ଦେଇଛି ଜଣେ ସଫଳ ଓଡ଼ିଶୀ ନୃତ୍ୟାଙ୍ଗନାର ପରିଚୟ। ସେ ହେଉଛନ୍ତି ଭୁବନେଶ୍ୱର...
ହାଡ଼ଭଙ୍ଗା ଶୀତରେ ଏଠାରେ ଲୋକେ କରନ୍ତି ବରଫ ସ୍ନାନ, କାରଣ ଜାଣିଲେ…
ଏ ହାଡ଼ଭଙ୍ଗା ଶୀତରେ, ଯଦି ଆପଣଙ୍କୁ କେହି ବରଫରେ ସ୍ନାନ କରିବାକୁ କୁହେ, ତେବେ ନିଶ୍ଚିତ ପଛଘୁଞ୍ଚା ଦେବେ। ମାତ୍ର ଜାପାନର ଲୋକମାନେ ବର୍ଷ ଆରମ୍ଭରେ ବରଫ ପାଣିରେ ସ୍ନାନ କରନ୍ତି। ଏହି କାର୍ଯ୍ୟକ୍ରମରେ ୨୫ରୁ ୭୫ ବର୍ଷ ପର୍ଯ୍ୟନ୍ତ...
ହାଜତରେ ୭ କୁକୁର
ଲଣ୍ଡନ: ସବୁବେଳେ ଅପରାଧୀଙ୍କୁ ପୋଲିସ ଗିରଫ କରି ଜେଲ୍ରେ ଭର୍ତ୍ତି କରିଥାନ୍ତି। କିନ୍ତୁ ସେଠାରେ ଅଭିଯୁକ୍ତ ଜଣେ ମହିଳା କିମ୍ବା ପୁରୁଷ ହୋଇଥାଏ। ତେବେ ଇଂଲଣ୍ଡରେ ୭ କୁକୁରକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଗୁରୁବାର ଇଂଲଣ୍ଡର...
୪୦୦୦ ବର୍ଷରୁ ଜଳୁଛି ପାହାଡ଼
ବାକୁ: ଆଜରବୈଜାନର ରାଜଧାନୀ ବାକୁ ନିକଟରେ ଆବଶେରୋନ ଉପଦ୍ୱୀପରେ ଅବସ୍ଥିତ ‘ୟାନାର୍ ଡଗ ଫାୟାର’। ସ୍ଥାନୀୟ ଭାଷାରେ ଏହାର ଅର୍ଥ ଏକ ଜଳୁଥିବା ପାହାଡ଼। ଏହା ଏକ ଛୋଟ ପାହାଡ଼। ଯେଉଁଠାରେ ୪ ହଜାର ବର୍ଷ ଧରି ନିଆଁ ଜଳୁଛି।...
ଦେଶର ସୁରକ୍ଷା ସେନା ହାତରେ
ପ୍ରତି ବର୍ଷ ଜାନୁୟାରୀ ୧୫ରେ ଭାରତରେ ସେନାଦିବସ ପାଳନ କରାଯାଏ। ଫିଲ୍ଡ ମାର୍ଶଲ କୋଡାଣ୍ଡେରା ଏମ୍ କାରିଆପ୍ପା ଜଣେ ଲ୍ୟୁଟନାଣ୍ଟ ଜେନେରାଲ ଭାବେ ଶେଷ ବ୍ରିଟିଶ ଜେନେରାଲ ଫ୍ରାନ୍ସିସ ରଏ ବୁଚରଙ୍କଠାରୁ ଭାରତୀୟ ସେନାର ପ୍ରଥମ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ...
ଜିଭରେ ନାକକୁ ଛୁଇଁ ରେକର୍ଡ
ବେଙ୍ଗାଲୁରୁ: ବଡ଼ମାନେ ପିଲାମାନଙ୍କ କୌତୁହଳ ପାଇଁ ଅନେକ ଅଜବଗଜବ କାମ କରିବାକୁ କୁହନ୍ତି, ଯାହା ସମସ୍ତଙ୍କ ପକ୍ଷେ ସମ୍ଭବ ପର ହୋଇ ନ ଥାଏ। ଯେମିତି କିଛି ଲୋକ କୁହନ୍ତି ଜିଭକୁ ନାକ ଅଗରେ ଲଗାଇବା ବହୁ କଷ୍ଟ। କିନ୍ତୁ...
୧୫ ପ୍ରତିଶତ ଲୋକଙ୍କୁ ଜଣାନାହିଁ ବାମ-ଡାହାଣ ଫରକ, ତାଲିକାରେ ବହୁ ଡାକ୍ତର…
ଓ୍ବାଶିଂଟନ,୧୪।୧ : ଡାହାଣ ଏବଂ ବାମ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର କି? ବୋଧହୁଏ ବହୁ ଲୋକଙ୍କର ଉତ୍ତର ନା, ହେବ। କିନ୍ତୁ ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ ପୃଥିବୀର ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଏହିପରି ସମସ୍ୟାର...
ଏହି ଦେଶରେ ଚତୁର୍ଥୀକୁ ନେଇ ରହିଛି ଅଜବ ପରମ୍ପରା, ଜାଣିଲେ…
ପ୍ରତ୍ୟେକ ସମ୍ପ୍ରଦାୟରେ ବିବାହ ଭଳି ଏକ ପ୍ରଥା ରହିଛି। ବିବାହକୁ ନେଇ ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା, ରୀତିନୀତି ବି ରହିଥାଏ। ଆଜି ଦୁନିଆର ଏକ ଅଦ୍ଭୁତ ବିବାହ ପରମ୍ପରା ବିଷୟରେ କହିବୁ, ଯାହା ଜାଣି ଆଶ୍ଚର୍ଯ୍ୟ ହେବେ।...
ହଜାର ହଜାର ବର୍ଷ ଧରି ଏହି ପାହାଡ଼ରେ ଲାଗୁଛି ନିଆଁ, କାରଣ ଜାଣିଲେ…
ଦୁନିଆରେ ଅନେକ ଅଜବ ସ୍ଥାନ ରହିଛି, ଯାହା ସମ୍ପର୍କରେ ସବୁ ଲୋକ ଜାଣି ନ ଥାନ୍ତି। ଏବେ ସେମିତି ଏକ ସ୍ଥାନ ବିଷୟରେ ଜାଣିବାକୁ ମିଳିଛି। ଯେଉଁଠି ପାହାଡ଼ ନିଆଁରେ ଜଳୁଛି। ଯଦିଓ ଏହି ପାହାଡ଼ ବିଷୟରେ କେହି ଅଧିକ...
ସିଂହ ମଇଁଷି ମଧ୍ୟରେ ଘମାଘୋଟ ଲଢ଼େଇ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସିଂହ...
ଜେଲ୍ରେ ଏମିତି ଗୀତ ଗାଇଲେ ମଦ୍ୟପ କଏଦି, ପୋଲିସ ହେଲେ ଆଶ୍ଚର୍ଯ୍ୟ
କୁହାଯାଏ ଯେ, ବିହାରରେ ପ୍ରତିଭାଶାଳୀ ଲୋକମାନଙ୍କ ଅଭାବ ନାହିଁ । ସେଠାରେ ମଦ ନିଷେଧ। ଏସବୁ ସତ୍ତ୍ୱେ ଲୋକେ ମଦ୍ୟପାନ କରନ୍ତି । ସମ୍ପ୍ରତି, ଦେଖାଯାଇଛି ଯେ, ବିହାର ପାଇଁ ମଦ ଏକ ଅଭିଶାପ ପାଲଟିଛି । ପ୍ରଶାସନ ବହୁତ...
Archives


