Viral Video: କାର୍ ପଛରେ ଲେଖା ହୋଇଛି ଏମିତି ଏସ୍ଏମ୍ଏସ୍, ଯିଏ ଦେଖୁଛି ସିଏ କହୁଛି…
ଆଜିକାଲି ସୋସିଆଲ ମିଡିଆରେ ଅନେକ କିଛି ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ହସିହସି ଗଡୁଛନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ବେଶ୍ ମଜା ଉଠାଉଛନ୍ତି। ସୋସିଆଲ ମିଡିଆରେ କାର୍ ପଛରେ ଲେଖାଯାଇଥିବା ଏକ…
ସ୍ତ୍ରୀଙ୍କ ମଥାରୁ ପାଣିରେ ସିନ୍ଦୂରକୁ ପୋଛି ପ୍ରେମିକଙ୍କ ସାଙ୍ଗେ ବାହା କରାଇଲେ ସ୍ବାମୀ, କହିଲେ ସୋନମ ରଘୁବଂଶୀ ପରି…
ଲକ୍ଷ୍ନୌ,୨୬।୬: ରାଜା ରଘୁବଂଶୀ ଏବଂ ସୌରଭ ରାଜପୁତ ହତ୍ୟା ମାମଲା ସାମ୍ନାକୁ ଆସିବା ପରଠାରୁ ଅନେକ ସ୍ବାମୀ ଭୟଭୀତ ହୋଇଗଲେଣି। ଏହି ଦୁଇଟି ମାମଲାରେ ସ୍ତ୍ରୀମାନେ ସେମାନଙ୍କ ପ୍ରେମିକମାନଙ୍କ ପାଇଁ ନିଜ ସ୍ବାମୀଙ୍କୁ ହତ୍ୟା କରିଥିଲେ। ଏହି ଦୁଇଟି ମାମଲା ଶିରୋନାମାରେ…
ପ୍ରଥମେ ମାରିଦେଲେ, ପରେ ମୃତଦେହରେ ସିମେଣ୍ଟ ଗୋଳାଇ ସୁଟକେସରେ…
ରାୟପୁର,୨୫।୬: ପ୍ରଥମେ ମାରିଦେଲେ, ପରେ ମୃତଦେହରେ ସିମେଣ୍ଟ ଗୋଳାଇ ସୁଟକେସରେ ଭର୍ତ୍ତି କରିଦେଲେ । ପରେ ମୃତଦେହ ଭର୍ତ୍ତି ସୁଟକେସକୁ ଲୁହା ଟ୍ରଙ୍କ ଭିତରେ ରଖିଦେଲେ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଛତିଶଗ ରାୟପୁରରେ । ସବୁଠୁ ବଡ଼ କଥା ହେଉଛି…
ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୫ ଜୁଲାଇରେ ଘଟିବ ସାଂଘାତିକ ଘଟଣା, ଭାରତରେ ହେବ…
ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ସେ 2025 ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହାକୁ ଏହି ବର୍ଷ ଘଟିବାକୁ ଥିବା ଘଟଣା ସହିତ ଯୋଡାଯାଉଛି। କେତେବେଳେ ସେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ତ କେତେବେଳେ ବିଶ୍ୱର ଅନ୍ତ…
ଡ୍ରେସ୍ ଦୋକାନରୁ ଚୋରି କରିଥିଲେ ଇନ୍ସପେକ୍ଟର, ସିସିଟିଭି ଫୁଟେଜ ଭାଇରାଲ ପରେ…
ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ସିସିଟିଭି ଫୁଟେଜ ଭାଇରାଲ ହୋଇଛି। ଏଥିରେ ଜଣେ ଇନ୍ସପେକ୍ଟର ଚୋରି କରୁଥିବା ବେଳେ କ୍ୟାମେରାରେ କଏଦ ହୋଇଛନ୍ତି। ଫୁଟେଜ୍ଟି ୟୁପିର ମେରଟ ଜିଲାର, ଯେଉଁଥିରେ ପୋଲିସ ଇନ୍ସପେକ୍ଟର ଶୋ’ରୁମ ବାହାରେ କାଉଣ୍ଟରରେ ଠିଆ ହୋଇଥିବା ଦେଖାଯାଉଛି।…
ଭବିଷ୍ୟବାଣୀ: ସତ ହୋଇଯିବ ତାରିଖ! ଏହିଦିନ ଧ୍ୱଂସ ହୋଇଯିବ ପୂରା ବିଶ୍ୱ…
ବିଶ୍ୱ ଏକ ଭୟଙ୍କର ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି କି? ଏକ ମହାପ୍ରଳୟ ଆସୁଛି କି, ଯାହା ସବୁ କିଛି ଧ୍ୱଂସ କରିଦେବ! ଏହି ପ୍ରଶ୍ନ ଏବେ ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ହୋଇଛି। ଏହାର କାରଣ ହେଉଛି ବିଶ୍ୱରେ ଚାଲିଥିବା…
ଘରେ ବସି ଏମିତି କରନ୍ତୁ ନୂଆ Voter ID Card, ଜାଣନ୍ତୁ ସବୁଠୁ ସହଜ ଉପାୟ…
ନୂଆଦିଲ୍ଲୀ,୨୪।୬: ଯଦି ଆପଣଙ୍କ ବୟସ ୧୮ ବର୍ଷ ଏବଂ ଏପର୍ଯ୍ୟନ୍ତ ଆପଣ ନିଜର Voter ID Card କରିନାହାନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏବେ ଆପଣ ମୋବାଇଲ କିମ୍ବା ଲାପଟପ ମାଧ୍ୟମରେ ଘରୁ ଅନ୍ଲାଇନରେ ନୂତନ ଭୋଟର କାର୍ଡ…
ଡିଏନ୍ଏ ବ୍ୟବହାରରେ ୧୦,୫୦୦ ବର୍ଷ ତଳର ମହିଳାଙ୍କ ଚେହେରା ସୃଷ୍ଟି
ବ୍ରସେଲ୍ସ : ବୈଜ୍ଞାନିକମାନେ ଡିଏନ୍ଏର ବ୍ୟବହାର କରି ୧୦,୫୦୦ ବର୍ଷ ତଳର ଜଣେ ମହିଳାଙ୍କ ଚେହେରା ସୃଷ୍ଟି କରିଛନ୍ତି। ମ୍ୟୁଜ୍ ଉପତ୍ୟକାରେ ବସବାସ କରୁଥିବା ଏହି ମହିଳାଙ୍କ ଆକୃତିକୁ ବେଲଜିୟମର ଗେଣ୍ଟ ବିଶ୍ୱବିଦ୍ୟାଳୟର ଗବେଷକମାନେ ପୁନଃନିର୍ମାଣ କରିବାରେ ସଫଳ ହୋଇଛନ୍ତି। ୧୯୮୮ ମସିହାରେ…
ଯୁବପିଢ଼ିଙ୍କୁ ପଛରେ ପକାଇଦେବେ ୮୦ ବର୍ଷୀୟା ବୃଦ୍ଧା, ଶାଢ଼ି ପିନ୍ଧି ଚଲାଇଲେ ଟ୍ରାକ୍ଟର, ଭିଡିଓ ଦେଖିଲେ…
ସୋସିଆଲ ମିଡିଆ ପୁଣିଥରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ବୟସକୁ ପଛରେ ପକାଇବା ସହ ଆଜିର ଯୁବପିଢ଼ିଙ୍କୁ ମଧ୍ୟ ପଛରେ ପକାଇ ଟ୍ରାକ୍ଟର ଚଲାଉଥିବାର ଦେଖାଯାଉଛି। ଏହି ଭିଡିଓ ଏବେ ଲକ୍ଷାଧିକ…
ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ନେଇ ସଙ୍କେତ ଦେଲେ ବାବା ଭେଙ୍ଗା, ଭାରତକୁ ନେଇ କହିଲେ…
ଲଣ୍ଡନ/ତେହେରାନ, ୨୨।୬: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭାଙ୍ଗା, ଯିଏ ନିଜର ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ପାଇଁ ବିଶ୍ୱବ୍ୟାପୀ ପରିଚିତ, ତାଙ୍କ ଏକ ଭୟଙ୍କର ଭବିଷ୍ୟବାଣୀ ପୁଣି ଥରେ ଚର୍ଚ୍ଚାରେ ଆସିଛି। ୧୯୯୬ରେ ମୃତ୍ୟୁବରଣ କରିଥିବା ବାବା ଭାଙ୍ଗା ୨୦୨୫ ପାଇଁ ଏକ ମହାଯୁଦ୍ଧର…
ଟଙ୍କାଟିଏ ନ ଦେଇ ଅପ୍ଗ୍ରେଡ୍ କରନ୍ତୁ ଟ୍ରେନ୍ ଟିକେଟ, ସ୍ଲିପର ଦାମ୍ରେ ମିଳିବ ACର ମଜା! ଜାଣନ୍ତୁ କିଭଳି…
ନୂଆଦିଲ୍ଲୀ,୨୧।୬: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏଥିପାଇଁ ପ୍ରତ୍ୟେହ ହଜାର ହଜାର ଟ୍ରେନ ଚାଲିଥାଏ, ଯାହା ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯାଏ। ବିଶେଷକରି ଗ୍ରୀଷ୍ମ ଋତୁରେ ଯଦି କେହି ଏକ ଲମ୍ବା ଯାତ୍ରାରେ, ପ୍ରତ୍ୟେକ ଯାତ୍ରୀ…
ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ
ସଙ୍ଗୀତ, ମନରେ ଭରିଦିଏ ଆନନ୍ଦ। ଆଉ ଏହି ସଙ୍ଗୀତର ବିବିଧତାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ପାଳିତ ହୋଇ ଆସୁଛି ବିଶ୍ବ ସଙ୍ଗୀତ ଦିବସ। ୧୯୮୨ମସିହା ଜୁନ୍ ୨୧ରେ ଫ୍ରାନ୍ସର ପ୍ୟାରିସଠାରେ ପ୍ରଥମଥର ପାଇଁ ବିଶ୍ବ ସଙ୍ଗୀତ…
Archives


