ବିୟୁଟି କଣ୍ଟେଷ୍ଟରେ ବିଜେତାଙ୍କ ମୁକୁଟ ଛଡ଼ାଇ ନେଇ ଭାଙ୍ଗିଦେଲେ ହାରିଥିବା ମହିଳାଙ୍କ ସ୍ବାମୀ: ଭିଡ଼ିଓ ଭାଇରାଲ…
ବ୍ରାସିଲିଆ,୩୧।୫ : ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବାର ଏକ ଉଦାହରଣ ବ୍ରାଜିଲରେ ଦେଖିପାକୁ ମିଳିଛି। ଏକ ବିୟୁଟି କଣ୍ଟେଷ୍ଟରେ, ଯେତେବେଳେ ସ୍ତ୍ରୀ ଦ୍ୱିତୀୟ ସ୍ଥାନ ହାସଲ କଲେ ସ୍ବାମୀ ଏହାକୁ ସହି ପାରିଲେ ନାହିଁ ଏବଂ ସେ ମଞ୍ଚ...
ଚାଇନାରେ ଆଲ୍ବିନୋ ପାଣ୍ଡା
ଚେଙ୍ଗ୍ଡୁ: ବିଶ୍ୱରେ ଅନେକ ପ୍ରକାର ପ୍ରାଣୀ ରହିଛନ୍ତି। ଆନିମଲ ଏକ୍ସପର୍ଟଙ୍କ ଅନୁସାରେ, ଏମିତି ବି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହାନ୍ତି। ଯଦି ସେମାନେ ଭୁଲବଶତଃ ଲୋକଲୋଚନକୁ ଆସିଯାଆନ୍ତି, ସେତେବେଳେ ଏକ ନୂଆ ପ୍ରଜାତି ଚିହ୍ନଟ...
ବୁରୁଣ୍ଡି ସବୁଠୁ ଗରିବ ଦେଶ
ଜିଟେଗା: ପୂର୍ବ ଆଫ୍ରିକାର ଏକ ଛୋଟ ଦେଶ ବୁରୁଣ୍ଡି ବିଶ୍ୱର ସବୁଠୁ ଗରିବ ଦେଶ ଭାବେ ପରିଚିତ। ଏହି ଦେଶର ଲୋକ ସଂଖ୍ୟା ୨୦୨୧ ସୁଦ୍ଧା ୧.୨୬ କୋଟି। ଏଠାରେ ଲୋକଙ୍କ ବାର୍ଷିକ ଆମଦାନୀ ୧୮୦ ଡଲାର ଅର୍ଥାତ୍ ଭାରତୀୟ...
ମହାକାଶରେ ବିବାହ କରିବେ ବେଜୋସ୍
ପ୍ୟାରିସ୍: ଆମାଜନ୍ର ସମ୍ପାଦକ ୫୯ ବର୍ଷୀୟ ଜେଫ ବେଜୋସ୍ ନିଜ ରିଲେଶନକୁ ନେଇ ଚର୍ଚ୍ଚାରେ ରହୁଥିବାବେଳେ ଏବେ ସେ ବିବାହ କରିବାକୁ ଯାଉଥିବା ଖବର ମିଳିଛି। ତେବେ ଏହି ବିବାହ ସମସ୍ତଙ୍କ ବିବାହଠାରୁ ଭିନ୍ନ ହେବ। କାରଣ ସେ ମହାକାଶରେ...
ଘାତକ ତମାଖୁ
ଧୂମପାନର ଭୟାବହତା ସମ୍ପର୍କରେ ଆମକୁ ଚେତେଇ ଚାଲିବାରେ ଚିକିତ୍ସକମାନେ କୌଣସି ଉଣା କରିନାହାନ୍ତି। ଅଥଚ ଆମ୍ଭମାନଙ୍କ ମଧ୍ୟରୁ ଅନେକ ଏହି ପରାମର୍ଶକୁ ଏ କାନରେ ଶୁଣି ସେ କାନରେ ବାହାର କରିଦେଉଛନ୍ତି। କାହିଁକି ସେମାନେ ଟାଣି ଚାଲିଛନ୍ତି ପ୍ୟାକେଟ୍ ପ୍ୟାକେଟ...
ମୋ ବାପା ଦେଇଛନ୍ତି ଯୌତୁକ, ଖାଦ୍ୟ ରାନ୍ଧି ମତେ ଖାଇବାକୁ ଦିଅ, ମୁଁ ରୋଷେଇ କରିବି ନାହିଁ: ସ୍ତ୍ରୀ-ସ୍ବାମୀଙ୍କ ନିଆରା ବିବାଦ କୋର୍ଟରେ…
ଲକ୍ଷ୍ନୌ,୩୦।୫ : ଉତ୍ତରପ୍ରଦେଶର ଆଗ୍ରାରେ ସ୍ତ୍ରୀ-ସ୍ବାମୀଙ୍କ ବିବାଦର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସ୍ତ୍ରୀ କହିଛନ୍ତି ତାଙ୍କ ବାପା ବହୁତ ଯୌତୁକ ଦେଇଛନ୍ତି, ତେଣୁ ସେ ରୋଷେଇ କରିବେ ନାହିଁ। କେବଳ ଏତିକି ନୁହେଁ, ସ୍ତ୍ରୀ ସ୍ବାମୀଙ୍କୁ ଯୌତୁକ...
ମହାମାରୀ ପରେ ସଚେତନ ହୋଇଛନ୍ତି ଭାରତୀୟ, କିନ୍ତୁ ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ଆପଣେଉଛନ୍ତି ସ୍ବଚ୍ଛତା…
ନୂଆଦିଲ୍ଲୀ,୩୦।୫ : ଭାରତରେ ସାଧାରଣତଃ ସଫା କରିବାର ଦୁଇଟି ପଦ୍ଧତି ଅଛି। କେହି ଘରେ ଝାଡୁ ଲଗାଇ ସଫା କରିଥାନ୍ତି ଅବା ଅନ୍ୟ କେହି ପୋଛିଥାନ୍ତି। ଯେତେବେଳେ ଝାଡୁ କରାଯାଇଥାଏ ସେତେବେଳେ ଧୂଳି କଣିକା ଭୂମିରୁ ଉଡି କାନ୍ଥ, ଶଯ୍ୟା,...
ମାଉଣ୍ଟ ଏଭରେଷ୍ଟ ଏବେ ଅଳିଆରେ ଭର୍ତ୍ତି
ନୂଆଦିଲ୍ଲୀ: ବରଫ ଚଦରରେ ଆଚ୍ଛାଦିତ ବିଶ୍ୱର ସବୁଠୁ ଉଚ୍ଚ ପର୍ବତ, ତାହା ବର୍ତ୍ତମାନ ଅଳିଆରେ ଭର୍ତ୍ତି ହେଉଛି। ଯେଉଁଠାରେ ଦେଖିବ କେବଳ ଅଳିଆ ହିଁ ଅଳିଆ ଦେଖିବାକୁ ମିଳିବ। ନଷ୍ଟ କ୍ୟାମ୍ପ, ଖାଲି ଅମ୍ଳଜାନ ସିଲିଣ୍ଡର, ଫୁଡ଼ କଣ୍ଟେନର ଆଦି ପର୍ବତରେ...
ପକ୍ଷୀ ଉଡ଼ାଇପାରିଲେ ଦିନକୁ ୨୦ ହଜାର
ଲଣ୍ଡନ: କରୋନା ପରେ ପରେ ବହୁ ଲୋକ ତାଙ୍କ ଚାକିରି ହରାଇଥିଲେ। ସେ ସମୟରେ ଅନେକ କମ୍ପାନୀ ମଧ୍ୟ ବନ୍ଦ ହୋଇଯାଇଥିଲା। ଏଥିସହ ଅନେକ କମ୍ପାନୀ ଭିନ୍ନ ପ୍ରକାରର ସ୍କିମ ଆଣିଥିଲା। ନିକଟରେ ଏକ କମ୍ପାନୀ ଭିନ୍ନ ଏକ ଚାକିରିର...
ବନ୍ଧୁତାର ନିଆରା ଉଦାହରଣ: ଜଣଙ୍କ ଜଳନ୍ତା ଚିତାକୁ ଡେଇଁଲେ ଅନ୍ୟ ଜଣେ…
ଫିରୋଜାବାଦ,୨୯।୫ : ଏ ଦୋସ୍ତି ହମ ନେହିଁ ତୋଡଙ୍ଗେ…ଗୀତଟି ବଲିଉଡର ବ୍ଲକବଷ୍ଟର ଚଳଚ୍ଚିତ୍ର ଶୋଲେର। ଏହି ଗୀତରେ ଦୁଇ ସାଙ୍ଗଙ୍କ ବନ୍ଧୁତା ଦର୍ଶାଯାଇଛି। ଚଳଚ୍ଚିତ୍ରରେ ଥିବା ଜୟ ଏବଂ ବୀରୁଙ୍କ ମଧ୍ୟରେ ଥିବା ରିଲ୍ ଲାଇଫର ବନ୍ଧୁତାର ଉଦାହରଣ ଏବେ...
ଶନିର ଚନ୍ଦ୍ରରେ ଜୀବନର ସମ୍ଭାବନା: ରୁ ନିର୍ଗତ ହେଉଛି ଜଳ…
ଓ୍ବାଶିଂଟନ,୨୯।୫ : ଶନିଙ୍କର ଏକ କ୍ଷୁଦ୍ର ଚନ୍ଦ୍ର ଏହାର ପୋଲରୁ ମହାକାଶରେ ଜଳ ନିର୍ଗତ କରୁଛି। ଏନସେଲାଡସ ନାମକ ଚନ୍ଦ୍ରରୁ ବାହାରୁଥିବା ଜଳର ଲମ୍ବ ଧାରା ଅନେକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ନାସାର ଜେମ୍ସ ୱେବ ଟେଲିସ୍କୋପ ଏହାର ଫଟୋ...
ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ
ପ୍ରତିବର୍ଷ ମେ ୨୯ ରେ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳନ କରାଯାଇଥାଏ। ଏହି ଦିବସ ୧୯୫୩ ମସିହାରେ ଏଭରେଷ୍ଟ ଆରୋହଣ କରିଥିବା ଦୁଇ ଜଣଙ୍କ ସ୍ମୃତିରେ ପାଳିତ ହୋଇଥାଏ। ଏହି ବ୍ୟକ୍ତିମାନେ ହେଉଛନ୍ତି ନେପାଳର ତେନସିଂ ନରଗେ ଏବଂ ନ୍ୟୁଜିଲାଣ୍ଡର...
Archives


