ଫୁରସତ

ଟାଇଟାନିକ୍‌ ଦେଖିବାକୁ କମ୍‌ ଲୋକ ଆଗ୍ରହୀ

ସମୁଦ୍ର ରାଣୀ ଭାବେ ଜଣାଯାଉଥିବା ଟାଇଟାନିକ୍‌ ଜାହାଜ ୧୯୧୨ ଏପ୍ରିଲ ୧୪ରେ ବୁଡ଼ିଯାଇଥିଲା। ୧୯୮୫ରେ ରୋବର୍ଟ ବାଲାର୍ଡ ଟାଇଟାନିକର ଭଗ୍ନାବଶେଷକୁ ସମୁଦ୍ରର ଗଭୀର ଜଳ ମଧ୍ୟରେ ଠାବ କରିଥିଲେ। ଟାଇଟାନିକକୁ ଦେଖିବା ସାଙ୍ଗକୁ ସମୁଦ୍ରର ଭିତର ବାତାବାରଣ ଦେଖିବା ପାଇଁ ଲୋକଙ୍କ…

ଭଲ ବ୍ୟବସାୟ ଲାଗି ଘୋଡ଼ାକୁ ଜୋରଜବରଦସ୍ତି ଟଣାଉଛନ୍ତି ଗଞ୍ଜେଇ

ଡେରାଡୁନ୍‌: ଏକ ଘୋଡ଼ାକୁ ୨ ଜଣ ବ୍ୟକ୍ତି ଜୋର ଜବରଦସ୍ତ ଧୂମପାନ କରାଉଥିବାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରକୁ ଯିବା ରାସ୍ତାରେ। ଗୁରୁବାର ଏହି ଭିଡିଓ ଭାଇରାଲ ହେବା…

ବିବାହ ନେଇ ଗୁଜବ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ରଶ୍ମିକା ମନ୍ଦାନାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚା ରଶ୍ମିକାଙ୍କ କ୍ୟାରିୟର୍‌କୁ ନେଇକି ନୁହେଁ ବରଂ ତାଙ୍କ ମ୍ୟାରେଜ୍‌କୁ ନେଇ ଏବେ ବିଭିନ୍ନ ଗଣମାଧ୍ୟମରେ ନାନା…

ଲିଙ୍ଗ ବଦଳାଇବେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଲିଙ୍ଗ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏ ନେଇ କରାଯିବାକୁ ଥିବା ପ୍ରାଥମିକ ପ୍ରକ୍ରିୟା ସୁଚେତନା ଆରମ୍ଭ କରିଦେଇଥିବା କହିଛନ୍ତି। ନିଜର ଏ ପ୍ରକାର ନିଷ୍ପତ୍ତି ପାଇଁ ସେ ଏବେ…

ସବୁଠୁ ବାସୋପଯୋଗୀ ସହର ସୂଚୀରେ ଭାରତରୁ ୫

ହାଇଦ୍ରାବାଦ: ବିଶ୍ୱରେ ଏମିତି ଅନେକ ସହର ରହିଛି, ଯେଉଁଠାରେ ଲୋକ ରହିବାକୁ ପସନ୍ଦ କରନ୍ତି। ନିକଟରେ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟି (ଇଆଇୟୁ) ପକ୍ଷରୁ ବିଶ୍ୱର ସବୁଠୁ ବାସୋପଯୋଗୀ ସହର ଗୁଡ଼ିକର ଏକ ନାମ ତାଲିକା ପ୍ରକାଶ ପାଇଛି। ଏହି ସୂଚୀରେ ବିଶ୍ୱର…

ପଞ୍ଜୁରିରେ ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼

ଭୋପାଳ: ଧରାପଡ଼ିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼। ମଧ୍ୟପ୍ରଦେଶ ରାଜଗଡ଼ରୁ ଏହି ମାଙ୍କଡ଼କୁ ପ୍ରାଣୀ ଉଦ୍ଧାରକରୀ ଦଳ ଧରିବାରେ ସକ୍ଷମ ହୋଇଛି। କିଛିଦିନ ହେବ ରାଜଗଡ଼ରେ ଉତ୍ପାତ ଆରମ୍ଭ କରିଥିଲା ଏହି ଦୁଷ୍ଟ ମାଙ୍କଡ଼। ଲୋକେ ଏହି ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼ର ଉପଦ୍ରବରେ…

ଚଳନ୍ତା ଟ୍ରେନ ଉପରେ ଷ୍ଟଣ୍ଟ, ସଲମାନ ଖାନଙ୍କ ଅନ୍ଦାଜରେ କଲେ ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକେ କିଛି ବି କରିବାକୁ ପଛାନ୍ତିନାହିଁ। ଆପଣ ଦେଖିଥିବେ ସୋସିଆଲ ମିଡିଆରେ ପ୍ରାୟତଃ ଷ୍ଟଣ୍ଟର ଭିଡିଓ ଭାଇରାଲ ହୁଏ। ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟର ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ସୋସିଆଲ…

ସାଥୀର ମୃତ୍ୟୁ ପରେ ବି ଛାଡ଼ିକି ଯାଇ ନ ଥିଲା ପକ୍ଷୀ, ଭିଡିଓ ଦେଖିଲେ…

ପ୍ରେମ ହେଉଛି ଏହି ଦୁନିଆର ଏକମାତ୍ର ଅନୁଭବ, ଯାହାକି ଦୁନିଆର ପ୍ରତ୍ୟେକ ଜୀବକୁ ବାନ୍ଧି ରଖିଥାଏ। ଏପରିକି ସେମାନଙ୍କ ଭାଷା ବୁଝି ନ ପାରି ମଧ୍ୟ ଆପଣ ଜାଣିପାରିବେ ଯେ, ସେମାନେ ପ୍ରେମର ଭାବନା ପ୍ରକାଶ କରୁଛନ୍ତି। ଆମେ ଭାବୁ ପ୍ରେମ…

ତାପମାତ୍ରା ବଢିଲେ କୁକୁର କାମୁଡା ବଢେ

ଅଧିକ ତାପମାତ୍ରାରେ କୁକୁରମାନେ ଅଧିକ ରାଗିଯା’ନ୍ତି ବୋଲି ସଦ୍ୟତମ ଗବେଷଣାରୁ ଜାଣିବାକୁ ମିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତ ଏବଂ ମୌସୁମୀ ତୁଳନାରେ ଗ୍ରୀଷ୍ମ ଋତୁରେ କୁକୁର କାମୁଡ଼ିବା ଘଟଣା ୧୧ପ୍ରତିଶତ ବୃଦ୍ଧି ପାଇଥାଏ। ସେହିପରି ଗରମ ବଢିଲେ ମଣିଷ ମଧ୍ୟ ପ୍ରଭାବିତ…

ଉତ୍ତର ଭାରତରେ ଖୋଲିଲା ପ୍ରଥମ ଚର୍ମ ବ୍ୟାଙ୍କ, ଦେଶରେ ଏଭଳି ୧୬ ବ୍ୟାଙ୍କ…

ନୂଆଦିଲ୍ଲୀ,୨୧।୬ : ଉତ୍ତର ଭାରତରେ ପ୍ରଥମ ଥର ପାଇଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚର୍ମ ବ୍ୟାଙ୍କ(ସ୍କିନ ବ୍ୟାଙ୍କ) ଉଦଘାଟନ କରାଯାଇଛି। ଚର୍ମ ବ୍ୟାଙ୍କରେ ଦାନ କରାଯାଇଥିବା ଚର୍ମ ନିଆଁରେ ପୋଡି ଯାଇଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହେବ। ସଫଦରଜଙ୍ଗ…

ଗଛକୁ ମିଳିବ ପେନ୍‌ସନ୍‌

ଚଣ୍ଡିଗଡ଼,୨୧ା୬: ସରକାର ବରିଷ୍ଠ ନାଗରିକଙ୍କୁ ପେନ୍‌ସନ୍‌ ଦେଉଛନ୍ତି। ଏବେ ପୁରୁଣା ଗଛଗୁଡ଼ିକୁ ମଧ୍ୟ ପେନ୍‌ସନ୍‌ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ହରିୟାଣା ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ନୂତନ ଯୋଜନା ଅନୁଯାୟୀ, ରୋହତକରରେ…

ପୃଥିବୀ ଗୋଟିଏ ପଟକୁ ୮୦ ସେ.ମି. ଢଳିଛି

ଅତ୍ୟଧିକ ଭୂତଳ ଜଳ ବ୍ୟବହାର ମଧ୍ୟ ପୃଥିବୀ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୯୯୩ରୁ ୨୦୧୦ ମଧ୍ୟରେ ଅଧିକ ପରିମାଣ ଭୂତଳ ଜଳ ବାହାର କରାଯିବା କାରଣରୁ ପୃଥିବୀକୁ ଗୋଟିଏ ପଟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri