୩ ଭଉଣୀଙ୍କ ପ୍ରେମରେ ପଡିଲେ ଜଣେ ଯୁବକ: ଆଉ ତା’ପରେ
କିନ୍ସାସା,୪।୩: ଆଫ୍ରିକୀୟ ଦେଶ କାଙ୍ଗୋରେ ଏକ ଏକ ନିଆରା ଘଟଣା ଘଟିଛି। ଏଠାରେ ତିନି ଭଉଣୀ ଜଣେ ବରକୁ ସହିତ ବିବାହ କରିଛନ୍ତି। ତିନି ଭଉଣୀଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ନାମ ଲୁୱିଜୋ। ତାଙ୍କର ବୟସ ୩୨ ବର୍ଷ। ଲୁଭିଜୋ...
ଗର୍ଭବତୀ ମହିଳାଙ୍କ ପରି ବଢୁଥିଲା ଏହି ବ୍ୟକ୍ତିଙ୍କ ପେଟ, କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ମାନବ ଶରୀର ଅତ୍ୟନ୍ତ ଅଜବ। ଆହୁରି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯଦି ଜଣେ ପୁରୁଷଙ୍କ ପେଟ ଗର୍ଭବତୀ ମହିଳାଙ୍କ ପରି ବଢ଼ିଚାଲେ। ସେମିତି ଏକ ଅଦ୍ଭୁତ କଥା ଦେଖିବାକୁ ମିଳିଛି ଇଂଲଣ୍ଡର ଜଣେ ପୁରୁଷଙ୍କଠାରେ। ତାଙ୍କ ପେଟ...
ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
କରୋନା ମହାମାରୀରୁ ଲୋକେ ଟିକେ ଆଶ୍ୱସ୍ତ ହୋଇଥିବା ବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏହା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ। ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆ ସମଗ୍ର ବିଶ୍ୱକୁ ଏକ ଚେତାବନୀ ଦେଇଛି, ଯିଏ ତାଙ୍କ...
୩ ଦିନ ଧରି ଲଗାତର ମାଟିତଳୁ ଆସୁଥିଲା ଅଜବ ସ୍ବର, ପରେ ଜଣାପଡ଼ିଲା ଚମତ୍କାରିତା
ଦୁନିଆରେ କେଉଁଠି ନା କେଉଁଠି ମାନବିକତା ବଞ୍ଚିରହିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ମାଟିତଳେ ଫସି ରହିଥିବା ଏକ କୁକୁରକୁ ୩ ଦିନ ପରେ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ୬୦ ଘଣ୍ଟାର ନିରନ୍ତର ଉଦ୍ୟମ ପରେ ଏଥିରେ...
ବରଣମାଳା ବେଳେ କନ୍ୟାଙ୍କୁ ଛେଚିଲେ
ବିବାହ ବେଳର ଭିଡିଓ ଭାଇରାଲ ହେବା କଥା କିଛି ନୂଆ ନୁହେଁ। କିନ୍ତୁ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଥିବା ଏକ ଭିଡିଓରେ ବରଣମାଳା ବେଳେ କନ୍ୟାଙ୍କୁ ବର ଚାପୁଡ଼ା ଉପରେ ଚାପୁଡ଼ା ଲଗାଉଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓରେ...
ଯୁବତୀଙ୍କୁ ଏମିତି ଗୋଡ଼ାଇଲା କୁକୁଡ଼ା, ଦେଖିଲେ…
କୁକୁଡ଼ା ସମ୍ପର୍କରେ ଅନେକ କଥା ଶୁଣିଥିବେ। ଏମାନେ ଅତ୍ୟନ୍ତ ନିରୀହ ପ୍ରାଣୀ। ବିଶେଷକରି ଲୋକମାନଙ୍କର ଆହାରରେ ଲାଗିଥାନ୍ତି। ମାତ୍ର ବେଳେବେଳେ କୁକୁଡ଼ା ଯେ, କେତେ ଆକ୍ରମଣାତ୍ମକ ହୋଇପାରେ ତାହା ହୁଏ ତ ଦେଖି ନ ଥିବେ। ନିକଟରେ ସୋସିଆଲ ମିଡିଆରେ...
ବନ୍ୟପ୍ରାଣୀ ସୁରକ୍ଷା ହିଁ ପରିବେଶ ସୁରକ୍ଷା
ପରିବେଶ ସୁରକ୍ଷା ସବୁଜ ପୃଥିବୀର ସୁରକ୍ଷା ଲାଗି ଅପରିହାର୍ଯ୍ୟ। ତେବେ ଏକ୍ଷେତ୍ରରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପଲବ୍ଧି କରି ପ୍ର୍ରତିବର୍ଷ ମାର୍ଚ୍ଚ ୩ରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଥାଏ। ୨୦...
ବାକ୍ଶକ୍ତିକୁ ପ୍ରଭାବିତ କରେ ଶ୍ରବଣ ସମସ୍ୟା
ଜନ୍ମ ସମୟରେ ଶିଶୁ ଶବ୍ଦର ଅନୁକରଣ ମାଧ୍ୟମରେ କଥା କହିବାକୁ ପ୍ରୟାସ କରିଥାଏ। ମାତାପିତା, ପରିବାର ସଦସ୍ୟଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେବେ ଯଦି ଶିଶୁଟିର ଶ୍ରବଣରେ ସମସ୍ୟା ରହିଥାଏ, ତେବେ ସେ କିଛି ବି ଶୁଣିପାରେ ନାହିଁ।...
୩ ମିନିଟ୍ରେ ଖାଇଲେ ୮୮ କେକ୍, ସୃଷ୍ଟିକଲେ ୱାର୍ଲଡ ରେକର୍ଡ
କିଛି ଲୋକ ଖାଇବା ପିଇବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କୁ ଯେତେ ଜିନିଷ ଖାଇବାକୁ ଦିଅ, ଖାଇ କିପରି ହଜମ କରିବେ ତାହା ମଧ୍ୟ ଜାଣିଥାନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ମ୍ୟାକ୍ସ ଷ୍ଟାନଫୋର୍ଡ। ଯିଏ କି ମାତ୍ର ୩...
୧୦ ବର୍ଷର ବାଳକଙ୍କ ପାଟିରେ ୫୦ ଦାନ୍ତ
ଭୋପାଳ,୧।୩:ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୦ ବର୍ଷର ବାଳକ ପାଟିରୁ ୫୦ଟି ଦାନ୍ତ ବାହାରିଛି। ଗତ କିଛିଦିନ ହେବ ଯନ୍ତ୍ରଣା ହେଉଥିବା ପିଲାଟି ଦାନ୍ତରେ ହେଉଥିବା କହିବା ପରେ ଡାକ୍ତରମାନେ ତାଙ୍କ ଦାନ୍ତ...
ପବନ ଟର୍ବାଇନର ବ୍ଲେଡରେ ସାଇକେଲ ଚଳାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…
ପ୍ରାୟତଃ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଫଟୋ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି ଏପରି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଦେଖାଉଛନ୍ତି ଯାହାକୁ ଦେଖି ଯେକେହି ଏହାକୁ ବିପଜ୍ଜନକ ନ...
ବୋମା ବିସ୍ଫୋରଣରେ ଥରିଉଠିଲା ଘର, ୟୁକ୍ରେନ୍ ମହିଳା କଲେ ଏମିତି କାମ: ସମସ୍ତେ କରୁଛନ୍ତି ପ୍ରଶଂସା
କ୍ୱିଭ୍,୨୮।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷୀୟ ସୈନ୍ୟମାନଙ୍କ ଦ୍ୱାରା ସହରଗୁଡ଼ିକ ଉପରେ ଆକ୍ରମଣ ଓ ବୋମାମାଡ଼ କରାଯାଉଥିବାରୁ ୟୁକ୍ରେନ ଏବେ ଏକ ତିକ୍ତ ପରିସ୍ଥିତି ସହିତ ମୁକାବିଲା କରୁଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ସଙ୍କଟ ମଧ୍ୟରେ...