୭ ବର୍ଷ ଧରି ନେଉଛନ୍ତି ଗର୍ଭଧାରଣର ଅନୁଭୂତି
କାନବେରା ପ୍ରତ୍ୟେକ ବିବାହିତା ମହିଳାଙ୍କ ପାଇଁ ମା’ ହେବା ବହୁତ ଖାସ୍ ହୋଇଥାଏ। ଆଗକାଳରେ ମହିଳାମାନେ ଅଧିକ ଶିଶୁ ଜନ୍ମ କରୁଥିଲେ। ସେମାନଙ୍କ ଲାଳନପାଳନ କରିବାକୁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡୁଥିଲା। ହେଲେ ଧୀରେ ଧୀରେ ତାହା କମିଛି। ଏବେ…
ଝୁଲନ୍ତା ଅବସ୍ଥାରେ ପିକ୍ନିକ
ପିକ୍ନିକ ଯିବାକୁ କାହାକୁ ବା ଭଲ ନ ଲାଗେ। ସୁନ୍ଦର ପ୍ରାକୃତିକ ଦୃଶ୍ୟରାଜି ଥିବା ସ୍ଥାନ ତ ସବୁବେଳେ ସମସ୍ତଙ୍କୁ ପିକ୍ନିକ୍ ପାଇଁ ଆକୃଷ୍ଟ କରିଥାଏ। ହେଲେ ଯେଉଁମାନେ ଆଡଭେଞ୍ଚର ପ୍ରିୟ ସେମାନଙ୍କ ପାଇଁ ବ୍ରାଜିଲରେ ଏବେ ଦିଆଯାଉଛି ଏକ ରୋମାଞ୍ଚକର…
ଉଦ୍ଘାଟନ…
ବିଭିନ୍ନ ସୂତ୍ରରୁ ମିଳିଥିବା ବହୁ ଉପୁରି ଅର୍ଥରେ ଅନେକଦିନର ପ୍ରତୀକ୍ଷା ପରେ କେଳୁପଡ଼ା ଗାଁରେ ଖେଳିଯାଇଥିଲା ଖୁସିର ଲହରି । ସଞ୍ଜବୁଡ଼ିଲେ ବୁଢ଼ାବୁଢ଼ୀମାନେ ଯେଉଁ ଭାଗବତ ଟୁଙ୍ଗିରେ ବସି ପୁରାଣ ଶ୍ରବଣ କରୁଥିଲେ, ତା’ର ମାଟିକାନ୍ଥ ଭାଙ୍ଗି ଚାଳଛପର ଉଡିଯାଇ, ଗଲା…
ମଳ ବଦଳରେ ମିଳିବ ଦେଢ କୋଟି ଟଙ୍କା
ସକାଳୁ ଉଠିବା ପରେ ଲାଟ୍ରିନ୍କୁ ଯିବା ସମସ୍ତଙ୍କର ଏକ ନିତିଦିନିଆ କାମ। ହେଲେ ବେଳେବେଳେ ଇଛା ହୁଏ ଏ କାମ ଯଦି ନ ଥାଆନ୍ତା କେତେ ଭଲ ହୋଇଥାନ୍ତା। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଏକ କମ୍ପାନୀ ମଳକୁ ନେଇ…
ଜୁଳୁଜୁଳିଆ ପୋକର କଥା.. ଶରୀରରୁ କେମିତି ନିସୃତ ହୁଏ ଆଲୋକ
ଜୁଳୁଜୁଳିଆ ପୋକ ବା ଫାୟାର ଫ୍ଲାଏ ଗୋବର ପୋକ ପରି ଏକ ପ୍ରକାରର ପୋକ। ଯାହା ଶରୀରରୁ ଆଲୋକ ବାହାରିଥାଏ। ପ୍ରଥମେ ତ ସମସ୍ତେ ଭାବୁଥିଲେ ଜୁଳୁଜୁଳିଆ ପୋକ ଶରୀରରେ ଫସଫରସ୍ ଅଛି। ସେଥିପାଇଁ ଏହା ରାତିରେ ଆଲୋକିତ ହୁଏ। ତେବେ…
ବୁଲି ଯାଆନ୍ତୁ ‘ପେରିୟାର୍ ଜାତୀୟ ଉଦ୍ୟାନ’
କେରଳର ଇଡୁକ୍କି ଓ ପଥନମଥିଟ୍ଟା ଜିଲାରେ ଥିବା ପେରିୟାର୍ ଜାତୀୟ ଉଦ୍ୟାନ ହେଉଛି ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୩୦୫ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା…
ଶିକ୍ଷାରେ ସର୍ବୋତ୍ତମ ଭିଏତନାମ
ଲୋକପ୍ରିୟ ବ୍ରିଟିଶ ମାଗାଜିନ୍ ‘ଦ ଇକୋନୋମିଷ୍ଟ’ର ଏକ ଆର୍ଟିକଲ କହେ ଭିଏତନାମର ଜିଡିପି ପର୍ କ୍ୟାପିଟା (ଯାହାକୁ କି ଦେଶର ସର୍ବମୋଟ ଘରୋଇ ଉତ୍ପାଦକୁ ଜନସଂଖ୍ୟା ଦ୍ୱାରା ବିଭାଜନ କରି ଗଣନା କରାଯାଏ ଓ ଯାହା କୌଣସି ଦେଶର ଆର୍ଥିକ ବିକାଶର…
ପ୍ରଥମ ପାରିଶ୍ରମିକ ଟଙ୍କାରେ ଚଣ୍ଡୀ ମନ୍ଦିରରେ ଭୋଗ କରିଥିଲି: କବି ଅଶୋକ କୁମାର ମଲ୍ଲ
ନୟାଗଡ଼ ଟାଉନ୍ଠାରୁ ପ୍ରାୟ ୭ କି.ମି ଦୂର ବେଗୁନିଆପାଟଣା ଗାଁରେ ମୋ ଜନ୍ମ। ଆଙ୍କୁଲାଇ ଉଚ୍ଚ ବିଦ୍ୟାଳୟରୁ ୧୯୮୭ରେ ମାଟ୍ରିକ୍ ପାସ୍ କରିବା ପରେ ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (ଇତିହାସ ସମ୍ମାନ) ପଢ଼ିଥିଲି। ତା’ପରେ ରେଭେନ୍ସା…
ଏମିତି ସହର ଯେଉଁଠି ପଇସା ନାହିଁ କି ସରକାର ନାହିଁ
ଅରୋଭିଲ୍ଲେ ସହରର ସ୍ଥାପନା ହୋଇଥିଲା ୧୯୬୮ ମସିହାରେ। ଯାହା ଚେନ୍ନାଇଠାରୁ ୧୫୪ କି.ମି. ଦୂରରେ ଅବସ୍ଥିତ। ଏହାକୁ ‘ସିଟି ଅଫ୍ ଡନ୍’ ବା ‘ଭୋର୍ର ସହର’ ବି କୁହାଯାଏ। ଏହି ସହର ସ୍ଥାପନା ପଛର ଉଦ୍ଦ୍ୟେଶ ଥିଲା ଯେ ଏଠାରେ ଜାତି,…
ପ୍ରିୟ ଛାତ୍ର
ଗୁରୁଙ୍କ ସ୍ଥାନ ସବୁବେଳେ ସର୍ବାଗ୍ରେ। ଶିକ୍ଷା ମଣିଷର ବ୍ୟକ୍ତିତ୍ୱ ବିକଶିତ କରିଥାଏ । ଦିନଥିଲା ଶିକ୍ଷାଗ୍ରହଣ ପାଇଁ ଶିଷ୍ୟମାନେ ଯାଉଥିଲେ ଗୁରୁକୁଳ ଆଶ୍ରମ ତ ପୁଣି କେହି କେହି ଯାଉଥିଲେ ଗାଁ ଚାଟଶାଳୀକୁ। ଶିଷ୍ୟଙ୍କୁ ଉତ୍ତମରୂପେ ଗଢ଼ିବାରେ ଗୁରୁଙ୍କ ଭୂମିକା ଥିଲା…
ମୋନାକୋ: ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ
ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ ହେଉଛି ମୋନାକୋ। ଏହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗଁାଠାରୁ ବି କମ୍। ଜାଣନ୍ତୁ ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ… -ସବୁଠୁ କ୍ଷୁଦ୍ରତମ ଦେଶ ହେଉଛି ଭାଟିକାନ୍ ସିଟି। ଏହାପରେ ଦ୍ୱିତୀୟରେ ରହିଛି ମୋନାକୋ,…
ଏବେଠୁ
ଭଲ ହୋଟେଲରେ ଖାଇବା, ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବା, ଦାମୀ ଫୋନ୍ ଓ ଗାଡ଼ି ବ୍ୟବହାର କରିବା ଏବଂ ବିଳାସପୂର୍ଣ୍ଣ ଘରେ ରହିବା ସ୍ବପ୍ନ; ଯାହାକୁ ପୂରଣ କରିବା ନିଶାରେ ଅନେକେ ନିଜର ସମସ୍ତ ଆୟକୁ ବ୍ୟୟ କରିଦିଅନ୍ତି। ତେବେ ବର୍ତ୍ତମାନକୁ ସୁଖ…
Archives


